BRICS ଶିକ୍ଷାମନ୍ତ୍ରୀ ବୈଠକ ଅନୁଷ୍ଠିତ , ଭବିଷ୍ୟତମୁଖୀ ଶିକ୍ଷା ବ୍ୟବସ୍ଥା ଗଢ଼ିବା ବୈଠକର ମୁଖ୍ୟ ଲକ୍ଷ୍ୟ
ଭୁବନେଶ୍ୱରରେ ଆୟୋଜିତ BRICS ଶିକ୍ଷାମନ୍ତ୍ରୀ ବୈଠକରେ ଭବିଷ୍ୟତମୁଖୀ ଶିକ୍ଷା, ଦକ୍ଷତା ଓ ଗବେଷଣା ସହଯୋଗ ଉପରେ ଗୁରୁତ୍ୱ। ୧୩ତମ BRICS ଶିକ୍ଷାମନ୍ତ୍ରୀ ବୈଠକ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ବରରେ ଏକ ହୋଟେଲରେ ଆୟୋଜନ ହୋଇଛି।
ବ୍ରାଜିଲ, ରୁଷ, ଚୀନ, ଦକ୍ଷିଣ ଆଫ୍ରିକା,…