ଟ୍ରାଇ ସିରିଜ୍ : ଶ୍ରୀଲଙ୍କା ଏ କୁ ୬୬ ରନରେ ପରାସ୍ତ କରି ସିରିଜ ଜିତିଲା ଇଣ୍ଡିଆ
ଟ୍ରାଇ ସିରିଜ୍ ଫାଇନାଲରେ ଶ୍ରୀଲଙ୍କା ଏ କୁ ୬୬ ରନରେ ପରାସ୍ତ କରିଛି ଇଣ୍ଡିଆ ଏ । ବୈଭବ ସୂର୍ଯ୍ୟବଂଶୀଙ୍କ କମାଲ ଇନିଂସ ବଳରେ ପ୍ରଥମେ ଭାରତ ୯ ୱିକେଟ ହରାଇ ୩୭୭ ରନର ଟାର୍ଗେଟ ଦେଇଥିଲା । ବୈଭବଙ୍କ ୨୯ ବଲରେ ୯୪ ରନ୍ କରି ଆରମ୍ଭରୁ ହିଁ ଭାରତର ପଲା ଭାରି କରିଥିଲେ । ଏହାର ଜବାବରେ…