Browsing Tag

#metro tv

ରାଜ୍ୟରେ ବଢିବ ଶୀତ

ମେଟ୍ରୋ ଟିଭି ଓଡିଶା,୧୫/୧: ରାଜ୍ୟରେ ଏବେ ବଦଳିବ ପାଗ । ବର୍ଷା ସରବା ପରେ ଏବେ ଶୀତର ପ୍ରକୋପରେ ଥରିବ ସାରା ଓଡିଶା । ସର୍ବନିମ୍ନ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ସମ୍ଭାବନା ରହିଛି । ଏହି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨୪

ରାଜ୍ୟରେ ଦିନକୁ ୧୦ହଜାର ଉପରେ ସଂକ୍ରମଣ

ମେଟ୍ରୋ ଟିଭି ଓଡିଶା,୧୫/୧: କରୋନାର କାୟା ବଢିବାରେ ଲାଗିଛି । ଏହି କରୋନା ଯୋଗୁ ଲଗାତର ରାଜ୍ୟରେ ୧୦ ହଜାର ଉପରେ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୦ ହଜାର ୮୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସଂକ୍ରମଣ ହାର ରହିଛି ୧୪.୪୮ ପ୍ରତିଶତ । କେବଳ ଖୋର୍ଦ୍ଧାରୁ ୩ ହଜାର ୮୭ ନୂଆ କେସ୍

ବଜାରକୁ ଆସିବ କିଆ କ୍ୟାରେନ୍ସ ଏମପିଭି କାର୍ ,ଜବରଦସ୍ତ ଫିଚର

ମେଟ୍ରୋ ଟିଭି ଓଡିଶା,୧୪/୧: କିଆ ମୋଟର ଇଣ୍ଡିଆ ବହୁତ ଜଲଦି ମାର୍କେଟକୁ ନିଜର ବହୁତ ଦମଦାର କାର କିଆ କ୍ୟାରେନ୍ସ ଏମପିଭି କୁ ଲଞ୍ଚ କରିବାକୁ ଯାଉଛି। ଯେଉଁଥିପାଇଁ କମ୍ପାନୀ ଆଜି ଠାରୁ ବୁକିଙ୍ଗ ଆରମ୍ଭ କରିଦେଇଛି। କିଆର ଏହି ଜବରଦସ୍ତ କାରକୁ ଆପଣ ୨୫,୦୦୦ ଟଙ୍କା ଟୋକନ ରାଶି ଦେଇ ବୁକ

ଟେଷ୍ଟ ସିରିଜ ଜିତିବା ପାଇଁ ଭାରତକୁ ଆବଶ୍ୟକ ରହିଛି ୮ୱିକେଟ୍‌

ମେଟ୍ରୋ ଟିଭି ଓଡିଶା,୧୪/୧: ରୋମାଞ୍ଚକର ରହିଛି କେପ୍ଟାଉନ ଟେଷ୍ଟ ମ୍ୟାଚ । ଏବେ ଘରୋଇ ଦଳ କବଜରେ ରହିଛି ମ୍ୟାଚ । ରିଷଭ ପନ୍ତଙ୍କ ଶତକ ପରେ ବିଦକ୍ଷିଣ ଆଫ୍ରିକା ଆଗରେ ଅଛି । ୨୧୨ ରନ୍ ପିଛା କରୁଥିବା ଦକ୍ଷିଣଆଫ୍ରିକା ଦଳ ୨ ଓ୍ଵିକେଟ୍ ହରାଇ ୧୦୧ ରନ୍ କରିଛି । ସିରିଜ ଜିତିବା ପାଇଁ ଦକ୍ଷିଣ

ଜରୁରୀ ନଥିଲେ ରୋଗୀଙ୍କୁ ହସ୍ପିଟାଲ ମନା

ମେଟ୍ରୋ ଟିଭି ଓଡିଶା,୧୪/୧: କରୋନା ଚାରିଆଡେ ମାଡିଗଲାଣି । ଏହି ସଂକ୍ରମଣକୁ ରୋକିବା ପାଇଁ ହେଲେ ସରକାରଙ୍କ ବିଭିନ୍ନ ଗାଇଡଲାଇନକୁ ମାନିବାକୁ ପଡିବ । ରାଜ୍ୟରେ ବଢୁଥିବା ସଂକ୍ରମଣକୁ ରୋକିବାକୁ ସ୍ୱାସ୍ଥୀ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସଂକ୍ରମଣ

ମିଳିତ ଜାତିସଂଘର ସୂଚନା, ୩ୟ ଲହର ପାଇଁ ସତର୍କ ରହୁ ଭାରତ

ମେଟ୍ରୋ ଟିଭି ଓଡିଶା,୧୪/୧: କରୋନାର କାୟା ମାଡିଲାଣି ଏହା ସହ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗୁଛି । ଦିନକୁ ଦିନ ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ମିଳିତ ଜାରିସଂଘ ଭାରତକୁ ଚେତାବନୀ ଦେଇଛି । ସୂଚନା ଅନୁସାରେ , ମିଳିତ ଜାତିସଂଘର

ବିବାହ କରିବେ କରିସ୍ମା ତନ୍ନା

ମେଟ୍ରୋ ଟିଭି ଓଡିଶା,୧୪/୧: ବଲିଉଡରେ କରୋନା କାୟାରେ ମଧ୍ୟ ବିବାହ ଜୋରସୋରରେ ଚାଲିଛି । ବହୁ ଅଭିନେତା ଓ ଅଭିନେତ୍ରୀ ମାନେ ଏବର୍ଷ ବିବାହ କରିଲେଣି । ସଂକ୍ରମଣ ବ୍ୟାପୁଥିଲେ ବି ବିବାହର କାର୍ଯ୍ୟ ସରବାକୁ ନାଁ ନଉନି । ବଲିଉଡ , ଟିଭି ଇଣ୍ଡଷ୍ଟ୍ରିରେ ଅନେକ ଜଣ ବାହା ହେଲେଣି । ନିକଟରେ

ବ୍ୟକ୍ତିଙ୍କ ଶରୀରରେ ଚମତ୍କାର କରି ଦେଲା କୋଭିଡ ଟିକା

ମେଟ୍ରୋ ଟିଭି ଓଡିଶା,୧୪/୧: ଚମତ୍କାର କରିଦେଲା କୋଭିଡ ଟିକା । ଝାଡଖଣ୍ଡ ବୋକାରୋ ଜିଲ୍ଲାରେ ପ୍ରଥମ ଡୋଜ ଟିକା ନେବାର ଦିନକ ପରେ ଚାଲିବା ସହ କଥା ହେଲେ ଜଣେ ବ୍ୟକ୍ତି । ପାଞ୍ଚ ବର୍ଷ ପୂର୍ବେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ୫୫ ବର୍ଷୀୟ ବ୍ୟକ୍ତି । ଦୁର୍ଘଟଣା ପରେ ଦୀର୍ଘଦିନ ଧରି

ଘରେ ରହିବାକୁ ବରିଷ୍ଠ ନାଗରିକଙ୍କୁ କେନ୍ଦ୍ରର ଆଡଭାଇଜରି

ମେଟ୍ରୋ ଟିଭି ଓଡିଶା,୧୪/୧: ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ରର ଆଡଭାଇଜରି ଜାରି କରାଯାଇଛି । ସବୁବେଳେ ଘରେ ରହିବାକୁ ପରାମର୍ଶ ଦେଇଛି କେନ୍ଦ୍ର । ବାହାର ଲୋକଙ୍କୁ ଘରେ ପୂରାନ୍ତୁ ନାହିଁ। ଯଦି କାହାକୁ ଭେଟିବା ନିହାତି ଦରକାର, ୧ ମିଟର ଦୂରତା ରଖନ୍ତୁ । ଘରେ ଚଲାବୁଲା କରି ଆକ୍ଟିଭ

ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ

ମେଟ୍ରୋ ଟିଭି ଓଡିଶା,୧୪/୧: ଜାନୁଆରି ୩୧ରୁ ସଂସଦର ବଜେଟ ଅଧିବେଶନ । ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବଜେଟ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ଚାଲିବ ସଂସଦର ବଜେଟ ଅଧିବେଶନ । ଜାନୁଆରି ୩୧ରୁ ଫେବ୍ରୁଆରୀ ୧୧ ପର୍ଯ୍ୟନ୍ତ ଚାଲିବ ପ୍ରଥମ ପର୍ଯ୍ୟାୟ ଅଧିବେଶନ । ମାର୍ଚ୍ଚ ୧୪ରୁ ଏପ୍ରିଲ