Browsing Tag

#metro tv

ବିଦେଶୀ ପକ୍ଷୀଙ୍କ କିଚିରିମିଚିରିରେ କମ୍ପୁଛି ଭିତରକନିକା

ମେଟ୍ରୋ ଟିଭି ଓଡିଶା,୧୪/୧: ବିଦେଶୀ ପକ୍ଷୀଙ୍କ କଳରବରେ ମୁଖରିତ ହେଉଛି ଭିତରକନିକା । ଏବେ ଏହି ପକ୍ଷୀ ମାନଙ୍କର ଗଣନା କରାଯାଉଛି । ଭିତରକନିକାରେ ବଢ଼ିଛି ପକ୍ଷୀ ସଂଖ୍ୟା। ଭିତରକନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନଖଣ୍ଡରେ ଚଳିତବର୍ଷର ବିଦେଶାଗତ ପକ୍ଷୀ ଗଣନା ଶେଷ ହୋଇଛି । ମୋଟ ୧ଲକ୍ଷ ୩୮

ଲକ୍‌ଡାଉନ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଲେ ମୋଦି କହିଲେ, ଜୀବନ ସହ ଜୀବିକା ଆବଶ୍ୟକ

ମେଟ୍ରୋ ଟିଭି ଓଡିଶା,୧୪/୧: କରୋନାର କାୟା ମାଡିଚାଲିଲାଣି । ଏହି ପରି ଭୟଙ୍କର ସ୍ଥିତିରେ ଲକ୍‌ଡାଉନ ହେବାକୁ ନେଇ ଯେଉଁ ଚିନ୍ତା ସାଧାରଣ ଲୋକଙ୍କୁ ଘାରୁଥିଲା ତା ଉପରେ ପୂର୍ଣ୍ଣଛେଦ ପଡିଛି । ଗତକାଲି ହୋଇଥିବା ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ୍ ସମୀକ୍ଷା ପରେ ପ୍ରଧାନମନ୍ତ୍ରୀଙ୍କ

ଓଡିଆଙ୍କ ବଡପର୍ବ ମକର ସଂକ୍ରାନ୍ତି , ମକର ଚୌରାସି ବେଶରେ ଶ୍ରୀଜିଉ

ମେଟ୍ରୋ ଟିଭି ଓଡିଶା,୧୪/୧: ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ଭାରତବର୍ଷରେ ଏହି ମକର ସଂକ୍ରାନ୍ତି ବହୁ ଧୂମଧାମରେ ପାଳନ କରନ୍ତି । କିନ୍ତୁ କରୋନା ପାଇଁ ଧାର୍ମିକ ପୀଠସ୍ଥଳକୁ ଭକ୍ତଙ୍କୁ ବାରଣ କରାଯାଇଛି । ମକର ମେଳା ପାଇଁ ଲକ୍ଷ ଲକ୍ଷ ଲୋକ ବୁଡ ପକାଉଛନ୍ତି ।କଟକଣା ଅନୁସାରେ,

ଗାଈ ପିନ୍ଧୁଛି ଚଷମା

ମେଟ୍ରୋ ଟିଭି ଓଡିଶା,୧୩/୧: ଘରେ ଗାଈ,ମଇଁଷି ଆଦି ରଖୁଥିବା ଲୋକ ମାନେକେସମାନଙ୍କ ଗୃହପାଳିର ପଶୁ କିପରି ଅଧିକରୁ ଅଧିକ କ୍ଷୀର ଦେବେ ସେଥିପ୍ରତି ଧ୍ୟାନ ଦିଅନ୍ତି । ଏଥିପାଇଁ ସେମାନେ ନିଜର ଗୃହପାଳିତ ପଶୁଙ୍କୁ ଅଧିକରୁ ଅଧିକ ଖାଇବାକୁ ଦେଇଥାନ୍ତି । ଦାନା,ଚାରା କୁଟା ଆଦି ଦେଇଥାନ୍ତି ।

ଗୋଆରେ ସାତ ଫେରା ନେବେ ମୌନୀ ରୟ

ମେଟ୍ରୋ ଟିଭି ଓଡିଶା,୧୩/୧: ବଲିଉଡରେ ଚାଲିଛି ବିବାହର ଉତ୍ସବ । ଜଣଙ୍କ ପରେ ଜଣେ ବାହା ହେଉଛନ୍ତି । ଏବେ ଅଭିନେତ୍ରୀ ମୌନୀ ରୟ ମଧ୍ୟ ବିବାହ କରିବାକୁ ଯାଉଛନ୍ତି । ସେ ତାଙ୍କ ପ୍ରେମିକ ସୂରଜ ନାମ୍ବିୟାରଙ୍କୁ ବିବାହ କରିବାକୁ ଯାଉଛନ୍ତି। ବିବାହ ପ୍ରସ୍ତୁତି ମଧ୍ୟ ଶେଷ ହୋଇ ଯାଇଛି।

ଭାରତ ବଜାରକୁ ଆସିବ ପ୍ରଥମ ଇଲେକଟ୍ରିକ ବାଇକ

ମେଟ୍ରୋ ଟିଭି ଓଡିଶା,୧୩/୧: ଆଜିର ଯୁବପିଢି ବାଇକ ଚଲାଇବାକୁ ବହୁତ ପସନ୍ଦ କରୁଛନ୍ତି । ପେଟ୍ରୋଲର ଦରଦାମ ଏପରି ହେଲାଣି ଗାଡି ଚଲାଇବାକୁ ଲୋକ ମାନେ ଏବେ ଡରିଲେଣି । ସେଥିପାଇଁ କୋମାକି ଇଲେକଟ୍ରିକ କମ୍ପାନୀ ନିର୍ମାଣ କରିଛି ଏକ ଇଲେକଟ୍ରିକ ବାଇକ ଯାହା ଦେଖିବାକୁ ଷ୍ଟାଇଲିଶ ହେବା ସହ

ଦାଉଦଙ୍କ ପୁତୁରା ସୋହେଲ କସକର ଆମେରିକାରୁ ଫେରାର

ମେଟ୍ରୋ ଟିଭି ଓଡିଶା,୧୩/୧: ଆମେରିକାର କବଜାରେ ଥିବା କୁଖ୍ୟାତ ଅଣ୍ଡରୱାଲଡ ଡନ ଦାଉଦ ଇବ୍ରାହିମର ପୁତୁରା ସୋହେଲ କସକର ପାକିସ୍ତାନକୁ ଖସି ପଳାଇଯାଇଛି । ଦୁବାଇ ବାଟ ଦେଇ ସେ ପାକିସ୍ତାନ ପଳାଇଯାଇଥିବା ସଂଦେହ କରାଯାଉଛି । ଡ୍ରଗ୍ସ କାରବାର ଓ ଆତଙ୍କବାଦ ମାମଲାରେ ଆମେରିକୀୟ

କୋଭିଡ-୧୯ ଓମିକ୍ରନର ୫ଟି ଲକ୍ଷଣ

ମେଟ୍ରୋ ଟିଭି ଓଡିଶା,୧୩/୧: ଦେଶରେ କରୋନାର କାୟା ମାଡିବା ସହ କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନର ସଂକ୍ରମଣ ମଧ୍ୟ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଏବେ ଗୋଷ୍ଠୀ ସଂକ୍ରମଣର ଚିନ୍ତା ଘାରିଲାଣି । ବର୍ତ୍ତମାନ ଓମିକ୍ରନକୁ ନେଇ ଆଉ ଏକ ଚିନ୍ତା ଜନକ ରିପୋର୍ଟ ସାମ୍ନାକୁ ଆସିଛି

ବିଏମସି କାର୍ଯ୍ୟାଳୟରେ କରୋନା

ମେଟ୍ରୋ ଟିଭି ଓଡିଶା,୧୩/୧: କରୋନାର କାୟା ମାଡି ଗଲାଣି ଚାରିଆଡେ ।ଏହି କରୋନାରେ ସଂକ୍ରମିତ ହେଲେଣି ବହୁ ଲୋକ । ଏହି କରୋନାରେ ଏବେ ବଡ ବଡ ନେତା ମନ୍ତ୍ରୀ ସହ ଏବେ ବିଭିନ୍ନ କାର୍ଯ୍ୟାଳୟକୁ ମାଡିଗଲାଣି କରୋନା । ଏବେ ବିଏମସି କାର୍ଯ୍ୟାଳୟରେ କରୋନା ପଜିଟିଭ ବାହାରିଛି । ଏଠାରେ ଏକାଥରକେ

କର୍ତ୍ତାରପୁର କରିଡରରେ ଭେଟ ହେଲେ ଦୁଇ ଭାଇ

ମେଟ୍ରୋ ଟିଭି ଓଡିଶା,୧୩/୧: କର୍ତ୍ତାରପୁର କରିଡର ପାଲଟିଲା ଦୁଇଭାଇଙ୍କ ମିଳନର ସ୍ଥାନ । ୧୯୪୭ ମସିହାରେ ଦେଶ ବିଭାଜନ ବେଳେ ଅଲଗା ହୋଇଥିଲେ ଦୁଇ ଭାଇ। ଦୀର୍ଘ ୭୪ ବର୍ଷ ପରେ ଭେଟ ହୋଇଛନ୍ତି ସେମାନେ। ଭାରତ-ପାକିସ୍ଥାନ ବିଭାଜନ ସମୟରେ ଜଣେ ଭାଇ ତାଙ୍କ ପରିବାରଠାରୁ ଅଲଗା ଯାଇଥିଲେ । ଉଭୟ