Browsing Tag

#metro tv

ଶିବାନୀ ଦାଣ୍ଡେକରଙ୍କୁ ବାହା ହେବେ ଫରହାନ ଅଖତର

ମେଟ୍ରୋ ଟିଭି ଓଡିଶା,୧୫/୧: ବଲିଉଡରେ ଏବେ ଚାଲିଛି ବିବାହର ଋତୁ । ବହୁ ସେଲିବ୍ରେଟି ଏହି କରୋନା ସମୟରେ ବାହା ହୋଇଗଲେଣି । ଫରହାନ ଅଖରତ ମଧ୍ୟ ତାଙ୍କ ଦୀର୍ଘ ଦିନର ଗାର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକରଙ୍କୁ ବିବାହ କରୁଛନ୍ତି । ୪ ବର୍ଷର ସମ୍ପର୍କ ପରେ ଦୁହେଁ ବିବାହ କରିବାକୁ ଯାଉଛନ୍ତି

ଏଲିୟନ ଯୁବକ ବିନି

ମେଟ୍ରୋ ଟିଭି ଓଡିଶା,୧୫/୧: ଏଲିୟନକୁ ଦେଖିବା ଓ ସେମାନଙ୍କ ବିଷୟରେ ଜାଣିବାକୁ ସମସ୍ତଙ୍କ ଇଚ୍ଛା ।ସେମାନେ କେଉଁ ଗ୍ରହ ସେଠାରେ ଥିବା ସମସ୍ତ ବିହୟକୁ ଜାଣିବାକୁ ଆମର ଆଗ୍ରହ ଥାଏ । ବିଶେଷ କରି ଏଲିୟନ ସମ୍ପର୍କରେ କିଛି ସୂଚନା ସାମ୍ନାକୁ ଆସିଲେ ତାକୁ ଦେଖିବା ଓ ଜାଣିବାକୁ ଲୋକଙ୍କ ମନରେ

ଭାଇରାଲ ହେଉଛି ବେବି ସାର୍କ ଭିଡିଓ

ମେଟ୍ରୋ ଟିଭି ଓଡିଶା,୧୫/୧: ୟୁୁଟ୍ୟୂବରେ ରେକର୍ଡ କରିଛି ଏକ ବେବି ସାର୍କ ଭିଡିଓ । ଏହି ଭିଡିଓକୁ ଦେଖିଲେଣି ୧୦ବିଲିୟନ ବା ହଜାରେ କୋଟି ଦର୍ଶକ । ଏହାପୂର୍ବରୁ ୟୁଟ୍ୟୁବରେ ଏତେ ସଂଖ୍ୟାରେ ଦର୍ଶକ କୌଣସି ଭିଡ଼ିଓ ଦେଖିନଥିଲେ । ପୂର୍ବରୁ ‘ଡେସପାସିଟୁ’ ଭିଡ଼ିଓକୁ ୭୭୦ କୋଟି ଦର୍ଶକ

ନିଜ ଗଡରୁ ଲଢିବେ ଯୋଗୀ ଆଦିତ୍ୟନାଥ

ମେଟ୍ରୋ ଟିଭି ଓଡିଶା,୧୫/୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭାଜପା ପକ୍ଷରୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୫୮ ସିଟ୍ ପାଇଁ ୫୭ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି। ସେହିପରି ଦ୍ୱିତୀୟ

୨୪ ଟନ ଗୋମାଂସ ଜବତ , ପୋଲିସର ଜିମାରେ ଡ୍ରାଇଭ଼ର ଅଟକ

ମେଟ୍ରୋ ଟିଭି ଓଡିଶା,୧୫/୧: ପ୍ରଥମେ ଗୋଚାଲଣ ଆଉ ଏବେ ଗୋମାଂସ ଚାଲଣ ଦିନକୁ ଦିନ ବଢିବାରେ ଲାଗିଛି । ଅ।ଜି ଭୋରେ ସମୟରେ କଲିକତାରୁ ଅ।ନ୍ଧ୍ର ଅଭିମୂଖେ ଏକ କଣ୍ଟେନରରେ ଗୋମାଂସ ଚାଲାଣ ହେଉଥିବା ଖବରପାଇ ଖୋର୍ଦ୍ଧା ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଟିମ ଖୋର୍ଦ୍ଧା-ବ୍ରହ୍ମପୁର ୧୬

ଅଧୁରା ରହିଲା ଟିମ୍ ଇଣ୍ଡିଆରେ ସ୍ୱପ୍ନ,ଦକ୍ଷିଣ ଆଫ୍ରିକା ହାତରେ ସିରିଜ

ମେଟ୍ରୋ ଟିଭି ଓଡିଶା,୧୫/୧: ଟିମ୍ ଇଣ୍ଡିଆର ସ୍ୱପ୍ନ ଅଧୁରା ରହିଯାଇଛି । ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ ହାରିଛି ଭାରତ । କେପଟାଉନ୍ ଟେଷ୍ଟର ଚତୁର୍ଥ ଦିନରେ ୭ ୱିକେଟରେ ହାରିଛି ଭାରତ । ଏଥିସହିତ ୨-୧ରେ ଦକ୍ଷିଣ ଆଫ୍ରିକା ହାତକୁ ସମର୍ପି ଦେଇଛି ସରିଜ ବିଜୟ ମୁକୁଟ ।ଘଟଣାବହୁଳ

ବ୍ରେକ୍‌ଅପ୍ ଖବରକୁ ଖଣ୍ଡନ କଲେ ଅର୍ଜୁନ ଓ ମଲାଇକା

ମେଟ୍ରୋ ଟିଭି ଓଡିଶା,୧୫/୧: ବଲିଉଡର ହିଟ୍ କପଲ ଅର୍ଜୁନ କପୁର ଓ ମଲାଇକା ଆରୋରାଙ୍କ ବ୍ରେକ୍ ଅପ୍ ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା । କିନ୍ତୁ ଏହି ଖବର ଉପରେ ଖବର ପୂର୍ଣ୍ଣଛେଦ ପଡିଛି । ଏହି ଖବରକୁ ନିକଟରେ ଖଣ୍ଡନ କରିଛନ୍ତି । ଏହା ଏକ ଗୁଜବ ବୋଲି ସେମାନେ କହିଛନ୍ତି। ଏକ ପୋଷ୍ଟ

କେନ୍ଦ୍ର ସରକାରଙ୍କ ନୂଆ ନିୟମ, ୮ସିଟ୍ ଗାଡି ପାଇଁ ୬ଟି ଏୟାରବ୍ୟାଗ୍ ବାଧ୍ୟ

ମେଟ୍ରୋ ଟିଭି ଓଡିଶା,୧୫/୧: ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ଏକ ନୂଆ ନିୟମ ଲାଗୁ କରିଛନ୍ତି । ଏବେ ଆଠଟି ସିଟ୍ ଥିବା ଗାଡ଼ିରେ ଅତି କମରେ ୬ଟି ଏୟାରବ୍ୟାଗ୍ ଲଗାଇବାକୁ ବାଧ୍ୟତାମୂଳକ କରୁଛି କେନ୍ଦ୍ର । ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି

ସେନା ଦିବସରେ ଯବାନଙ୍କୁ ମୋଦୀଙ୍କ ପ୍ରଶଂସା

ମେଟ୍ରୋ ଟିଭି ଓଡିଶା,୧୫/୧: ସାହସିକତା ଏବଂ ଯୁଦ୍ଧ ଦକ୍ଷତା ପାଇଁ ଭାରତୀୟ ସେନାର ବିଶ୍ୱରେ ଖ୍ୟାତି ରହିଛି । ଦେଶର ନିରାପତ୍ତା ପାଇଁ ତା’ର ଅମୂଲ୍ୟ ତ୍ୟାଗ ଓ ବଳିଦାନକୁ କଥାରେ ପରିପ୍ରକାଶ କରିହେବ ନାହିଁ ବୋଲି ଆଜି ‘ସେନା ଦିବସ’ ଅବସରରେ ଯବାନମାନଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ

ଏଣିକି ଟ୍ରେନ ଗାର୍ଡ ହେବେ ଟ୍ରେନ ମ୍ୟାନେଜର

ମେଟ୍ରୋ ଟିଭି ଓଡିଶା,୧୫/୧: ରେଳବାଇ ବିଭାଗରେ ଏବେ ବିଭିନ୍ନ ଚେଞ୍ଜ କରାଯାଇଛି । ଭାରତୀୟ ରେଳବାଇରେ ଥିବା ଗାର୍ଡଙ୍କୁ ଏବେ ଟ୍ରେନ ମ୍ୟାନେଜର ବୋଲି ଏବେ କୁହାଯିବା । ତେବେ ପେ ସ୍କେଲରେ କୌଣସି ପରିବର୍ତ୍ତନ ହେବନି । ନିଯୁକ୍ତି ପ୍ରକ୍ରିୟାରେ ମଧ୍ୟ କୌଣସି ପରିବର୍ତ୍ତନ ହେବନି ।