Browsing Tag

#metro tv

ସେନା ଦିବସରେ ବର୍ଡରରେ ଉଡିଲା ଖଦି ତ୍ରିରଙ୍ଗା

ମେଟ୍ରୋ ଟିଭି ଓଡିଶା,୧୬/୧: ଗତକାଲି ସାରା ଦେଶରେ ପାଳନ ହେଉଥିଲା ଭାରତୀୟ ସେନା ଦିବସ । ଏହି ସମୟରେ ରାଜସ୍ଥାନର ଜେସଲମେରରେ ୨୨୫ ଫୁଟ ଲମ୍ବା ଏବଂ ୧୫୦ ଫୁଟ ଚଉଡ଼ାର ତ୍ରିରଙ୍ଗା ଉଡୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ସବୁଠୁ ବଡ଼ କଥା ହେଉଛି ଏହା ଦେଶର ୩ୟ ବୃହତ୍ତମ ଖଦି ତ୍ରିରଙ୍ଗା ।

ପୁଷ୍ପା ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଇନଷ୍ଟାଗ୍ରାମରେ ମିଲିୟନ ଫଲୋର୍ସ

ମେଟ୍ରୋ ଟିଭି ଓଡିଶା,୧୬/୧: ଅଲ୍ଲୁ ଅର୍ଜୁନଙ୍କ ଦମଦାର ଆକ୍ଟିଂରେ ଫିଲ୍ମ ପୁଷ୍ପା ଦର୍ଶକଙ୍କ ମନକୁ ଜିତ ପାରିଛି । ଏହି ସାଉଥ୍ ଷ୍ଟାଇଲିସ ଷ୍ଟାର ଅଲ୍ଲୁ ଅର୍ଜୁନ ନିଜ ଅଭିନୟ ଓ ଡାନ୍ସ ଷ୍ଟେପ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ତେବେ ବର୍ତ୍ତମାନ ଖାଲି ତେଲୁଗୁ ଚଳଚ୍ଚିତ୍ର ଦୁନିଆରେ

ପ୍ରଶାନ୍ତ ମହାସାଗରରେ ଆଗ୍ନେୟ ଉଦ୍‌ଗୀରଣ , ବିଶ୍ୱକୁ ସୁନାମୀ ଭୟ

ମେଟ୍ରୋ ଟିଭି ଓଡିଶା,୧୬/୧: ସମୁଦ୍ର ଭିତରୁ ବାହାରିଲା ଅଗ୍ନି । ପ୍ରଶାନ୍ତ ମହାସାଗର ତଟରେ ଜାପାନ ଠାରୁ ନେଇ ଆମେରିକା ପର୍ଯ୍ୟନ୍ତ ସୁନାମୀ ବିପଦ ଦେଖାଦେଇଛି। ସମୁଦ୍ର ମଧ୍ୟରେ ଆଗ୍ନେୟଗିରି ଉଦ୍ଗୀରଣ ବିଶ୍ୱର ଅଧିକାଂଶ ଦେଶକୁ ସୁନାମୀ ଆଲର୍ଟ। ଆଲାସ୍କା ଠାରୁ ପ୍ରାୟ ୧୦ହଜାର କିମି

କମେଣ୍ଟ ମରା ହେଲା କାଳ ,ଭୁବନେଶ୍ୱର ରାଜରାସ୍ତାରେ ଗଡିଲା ମୁଣ୍ଡ

ମେଟ୍ରୋ ଟିଭି ଓଡିଶା,୧୬/୧: କମେଣ୍ଟ ମରାକୁ ନେଇ ଗଡିଲା ମୁଣ୍ଡ। ରାଜଧାନୀରେ ବୀଭତ୍ସ ହତ୍ୟା। ବିଚ୍ ରାସ୍ତାରେ ଯୁବକଙ୍କୁ ଛୁରାମାଡ଼ । ଭୁବନେଶ୍ୱର ସୈନିକ ସ୍କୁଲ ନିକଟ ପ୍ରେସ ଛକ ଠାରେ ହତ୍ୟାକାଣ୍ଡ ଘଟିଛି । ଗୋଷ୍ଠୀ ବିବାଦରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ରାସ୍ତାକଡ଼ ଫୁଟ୍ପାଥରେ ଉଭୟ

ଆସନ୍ତା ୩ଦିନ ଶୀତରେ ଥରିବ ଓଡିଶା

ମେଟ୍ରୋ ଟିଭି ଓଡିଶା,୧୬/୧: ବର୍ଷା ସରିଯିବା ପରେ ରାଜ୍ୟରେ ଏବେ ଶୀତର ଲହରି ଆସିବ । ପୂଣି ଜାରି ହେବ ଶୀତର ପ୍ରକୋପ । ଆଗାନୀ ୩ଦିନ ଅସହ୍ୟ ଶୀତରେ ଥରିବ ପୁରା ଓଡିଶା । ଏହାକୁ ନୋଇ ପୂର୍ବାନିମାନ କରିଛି ପାଣିପାଗ ବିଭାଗ । ରାତିର ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ଧୀରେ ଧୀରେ କମି

ମାର୍ଚ୍ଚ ୧୨ରେ ନିଟ୍ ପରୀକ୍ଷା

ମେଟ୍ରୋ ଟିଭି ଓଡିଶା,୧୬/୧: ଆସନ୍ତା ମାର୍ଚ୍ଚ ୧୨ରେ ୨୦୨୨ର ନିଟ୍ ପିଜି ପରୀକ୍ଷା । ଏନେଇ ସୂଚନା ଦେଇଛି ଘଈଋ ୱେବସାଇଟ୍ । ଜାନୁଆରୀ ୧୫ ତାରିଖରୁ ଆରମ୍ଭ ହୋଇଛି ରେଜିଷ୍ଟ୍ରେସନ୍ । ଆସନ୍ତା ଫେବ୍ରୁଆରୀ ୪ ତାରିଖରେ ସରିବ ପରୀକ୍ଷା । ଛାତ୍ରଛାତ୍ରୀମାନେ nbe.edu.in and

ଜେଲରୁ ମୁକୁଳିଲେ ପୁଅ , ହେଲେ ଆଜମ ଖାନ ଜେଲରେ

image credit-india Ahead hindi ମେଟ୍ରୋ ଟିଭି ଓଡିଶା,୧୬/୧: ସୀତାପୁର ଜେଲରୁ ମୁକୁଳିଲେ ବରିଷ୍ଠ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍ ପୁଅ ଅବଦୁଲ୍ଲାହ ଆଜମ। ଶନିବାର ସନ୍ଧ୍ୟାରେ ସେ ଜେଲ୍ରୁ ମୁକୁଳିଛନ୍ତି। ଅବଦୁଲ୍ଲା ଓ ତାଙ୍କ ବାପା ଆଜମ ଖାନ୍ ପ୍ରଥମେ ରାୟପୁର ଜେଲ୍ରେ ଥିଲେ।

ବିରାଟ ଜଣେ ମହାନ୍ ଖେଳାଳି କହିଲେ , ସୌରଭ ଗାଙ୍ଗୁଲି

ମେଟ୍ରୋ ଟିଭି ଓଡିଶା,୧୬/୧: ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ଶନିବାର ସେ ସୋସିଆଲ ମିଡିଆରେ ଏନେଇ ଘୋଷଣା କରିଥିଲେ । ଦିନିକିଆ ଅଧିନାୟକ ପଦରୁ ହଟାଯିବା ପରେ ବିରାଟ ଏବଂ ବିସିସିଆଇ ମଧ୍ୟରେ ଲଗାତାର ବିବାଦ

ଟେଷ୍ଟ କ୍ରିକେଟ୍ ଅଧିନାୟକ ପଦ ଛାଡିଲେ ବିରାଟ କୋହଲି

ମେଟ୍ରୋ ଟିଭି ଓଡିଶା,୧୫/୧: ଦକ୍ଷିଣ ଆଫ୍ରିକା ଠାରୁ ଟେଷ୍ଟ ସିରିଜ୍ ହାରିବାର ପରଦିନ ଅର୍ଥାତ୍ ଆଜି ଟେଷ୍ଟ କ୍ରିକେଟ୍ ଅଧିନାୟକ ପଦ ଛାଡ଼ିଛନ୍ତି ବିରାଟ କୋହଲି । ଏକଥା ସେ ଟ୍ଵିଟର ଜରିଆରେ ସମସ୍ତଙ୍କୁ ଜଣାଇ ଦେଇଛନ୍ତି ।ପୂର୍ବରୁ ଉଭୟ ଟି୨୦ ଏବଂ ଦିନିକିଆ ଟିମ୍ର ଅଧିନାୟକ ପଦ ଛାଡ଼ିଥିଲେ

ଅର୍ଡର ଦେବାର ୧୩.୫ ସେକେଣ୍ଡରେ ମିଳେ ଖାଇବା

ମେଟ୍ରୋ ଟିଭି ଓଡିଶା,୧୫/୧: ଭଲ ପର୍ବପର୍ବାଣୀରେ ଆମକୁ ବାହାରେ ଖାଇବାକୁ ଭଲ ଲାଗେ । କିନ୍ତୁ ଏଠାରେ ଖାଇବା ପାଇ ବହୁତ ସମୟ ଲାଗେ । ଏମିତି ରେସ୍ତୋରାଁ ଅଛି ଯେଉଠି ଗ୍ରାହକଙ୍କୁ ଘଣ୍ଟା ଘଣ୍ଟା କାଳ ଅପେକ୍ଷା କରିବାକୁ ପଡେ । ଏହି ପରିପ୍ରେକ୍ଷୀରେ ବିଶ୍ୱରେ ଏପରି ଏକ ରେସ୍ତୋରା ରହିଛି