ଚୀନ ଗସ୍ତରେ ଭାରତର ଏନଏସଏ,ସୀମା ବିବାଦର ସମାଧାନ ନିମନ୍ତେ ହେବ ଆଲୋଚନା
ଚୀନ ଗସ୍ତରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ ) ଅଜିତ ଡୋଭାଲ। ସେ ସୋମବାର ଚୀନ୍ ରାଜଧାନୀ ବେଜିଂରେ ପହଞ୍ଚିଛନ୍ତି। ଭାରତ ଏବଂ ଚୀନ୍ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ସୀମା ବିବାଦର ସମାଧାନ ଏବଂ ତିକ୍ତ ସମ୍ପର୍କରେ ଉନ୍ନତି ଆଣିବା ପାଇଁ ଏକ ପ୍ରମୁଖ ବୈଠକ ଚାଲିଛି। ସେ…