Browsing Tag

#india

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ୨୦ତମ ଅଭିଯୋଗ ଶୁଣାଣି ଅନୁଷ୍ଠିତ,ସିଙ୍ଗିଲ ଓ୍ଵିନଡୋ ସିଷ୍ଟମ ମାଧ୍ୟମରେ ୧୪…

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ୨୦ତମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣିରେ ୧୦ ଜଣ ମନ୍ତ୍ରୀଙ୍କ ସହ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଆଜି ୬ ଶହରୁ ଅଧିକ ଅଭିଯୋଗ ଆସିଛି । ସମସ୍ତଙ୍କ ସହ ଆଲୋଚନା କରି ଏହାର ସମାଧାନ ପାଇଁ ବ୍ୟବସ୍ଥା…

ସୁନ୍ଦରଗଡ଼ କେ.ବଲାଙ୍ଗ ଶିଲକୁଟା ରିଜର୍ଭ ଫରେଷ୍ଟରୁ ବିପୁଳ ପରିମାଣର ମାଓ ବିସ୍ଫୋରକ ଜବତ

ବିପୁଳ ପରିମାଣର ମାଓ ବିସ୍ଫୋରକ ଜବତ ।  ସୁନ୍ଦରଗଡ଼ କେ.ବଲାଙ୍ଗ ଶିଲକୁଟା ରିଜର୍ଭ ଫରେଷ୍ଟରୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।  ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ଠାରୁ ସୂଚନା ପାଇ ଚଢ଼ାଉ କରାଯାଇଥିଲା ।  ମାଟିତଳୁ ୯ ଏମ୍ ଏମ୍ କାର୍ବାଇନ, IED କଣ୍ଟେନର ଓ ଡିଟୋନେଟର, ମାଗାଜିନ, ୱାକିଟକି…

ଲଘୁଚାପ ବର୍ଷା ଲାଗି ସ୍କୁଲ ଛୁଟି,ନବରଙ୍ଗପୁର ସମେତ ଭଦ୍ରକ ଓ ଯାଜପୁର ଜିଲ୍ଲାରେ ପ୍ରଭାବିତ ଅଞ୍ଚଳରେ ବନ୍ଦ ରହିବ ସ୍କୁଲ…

ଲଘୁଚାପ ବର୍ଷା ଲାଗି ସ୍କୁଲ ଛୁଟି । ଆଜି ନବରଙ୍ଗପୁର ଜିଲ୍ଲାର ସମସ୍ତ ସ୍କୁଲ, ଅଙ୍ଗନବାଡି ବନ୍ଦ ରହିବ । ସେହିପରି ଭଦ୍ରକ ଓ ଯାଜପୁର ଜିଲ୍ଲାରେ ପ୍ରଭାବିତ ଅଞ୍ଚଳରେ ବନ୍ଦ ରହିବ ସ୍କୁଲ ଓ ଅଙ୍ଗନବାଡି । ନବରଙ୍ଗପୁରରେ ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଭୀଷଣ ବର୍ଷାକୁ…

ଆଜି ଶ୍ରାବଣ ମାସର ଶେଷ ସୋମବାର,ବୋଲବମ୍ ହର ହର ବମ୍ ଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ

ଆଜି ଶ୍ରାବଣ ମାସର ଶେଷ ସୋମବାର । ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଲାଗିଛି । ବୋଲବମ୍ ହର ହର ବମ୍ ଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ । ସବୁଠି ହରହର ମହାଦେବଙ୍କ ଧ୍ୱନି । ଭୋଳାବାବାଙ୍କ ଆଶୀର୍ବାଦ ପାଇବା ପାଇଁ ହାତରେ କଳସ ଓ କାନ୍ଧରେ ବାହୁଙ୍ଗି ଧରି ମାଇଲ୍ ମାଇଲ୍ ବାଟ ଚାଲି…

ଜାଣନ୍ତୁ କପିରି କଟିବ ଆଜିର ଦିନ

ମେଷ : ଆଜି ଆପଣଙ୍କ ପାଇଁ ସାଧାରଣ ଦିନ ରହିବ । କାର୍ଯ୍ୟକ୍ଷେତ୍ରରେ କାମର ଚାପ ବଢ଼ିଲେ ମଧ୍ୟ ପରିଶ୍ରମର ଭଲ ଫଳ ମିଳିବ । ବ୍ୟବସାୟ ବିସ୍ତାର ପାଇଁ ଯୋଜନା କରିପାରନ୍ତି, ତେବେ ନୂଆ ପ୍ରକଳ୍ପ ଆରମ୍ଭରେ ସତର୍କ ରୁହନ୍ତୁ । ଲେଖାଲେଖି ଓ ସୃଜନଶୀଳ କାମ ପାଇଁ ଦିନଟି ଭଲ । ଅଧିକ କାମ ଯୋଗୁଁ ଥକାପଣ…

ବଗି ଛାଡ଼ି ଆଗକୁ ଚାଲିଲା ଇଞ୍ଜିନ

ବଲାଙ୍ଗିର ରେଳଷ୍ଟେସନରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ପୁରୁଣାକଟକ-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସରେ ରବିବାର ଏକ ଅଘଟଣ ଘଟିଛି। ଚଳନ୍ତା ଟ୍ରେନରୁ ବଗିଗୁଡ଼ିକ ଅଲଗା ହୋଇଯାଇଥିବା ବେଳେ ଇଞ୍ଜିନ ବଗି ଛାଡ଼ି ଆଗକୁ ଚାଲିଯାଇଥିଲା। ଫଳରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମଧ୍ୟରେ ଭୟ…

ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ୯.୯୦୫ ବିଲିଅନ ଡଲାରର ବୃଦ୍ଧି

ଅଗଷ୍ଟ ୧୪ ତାରିଖରେ ‌ଶେଷ ହୋଇଥିବା ସପ୍ତାହରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ୯.୯୦୫ ବିଲିଅନ ଡଲାରର ବୃଦ୍ଧି ଘଟିଛି। ଫଳରେ ବିଦେଶୀ ମୁଦ୍ରା ଭଣ୍ଡାର ୭୧୬.୯୦ ବିଲିଅନ ଡଲାର ସ୍ତରରେ ପହଞ୍ଚିଛି। ଏହା ପୂର୍ବ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାରରେ ରେକର୍ଡ ୧୪.୧ ବିଲିଅନ ଡଲାରର ବୃଦ୍ଧି…

ଭାରତ ଏବଂ ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ ମ୍ୟାଚ: ରିଷଭ ପନ୍ତ ଆହତ

ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତୀୟ ୱିକେଟକିପର-ବ୍ୟାଟର ରିଷଭ ପନ୍ତ ପଡ଼ିଆ ଛାଡ଼ିଛନ୍ତି। କଲମ୍ବୋରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତୀୟ ଇନିଂସର ୫୮ତମ ଓଭରରେ ଶ୍ରୀଲଙ୍କା ବୋଲର ଲାହିରୁ କୁମାରାଙ୍କର ଗୋଟିଏ ସର୍ଟ ବଲ୍ ପନ୍ତଙ୍କ wristରେ ବାଜିଥିଲା। ପନ୍ତ…

ହସ୍ପିଟାଲରେ ହିରୋ ନମ୍ବର ୱାନ୍’ ଗୋବିନ୍ଦା, ଜାଣନ୍ତୁ କାରଣ

ବଲିଉଡର ‘ହିରୋ ନମ୍ବର ୱାନ୍’ ଗୋବିନ୍ଦା ଏବେ ତାଙ୍କ ପର୍ସନାଲ୍ ଲାଇଫକୁ ନେଇ ଲଗାତାର ଲାଇମଲାଇଟରେ ଅଛନ୍ତି। ବିଶେଷ କରି ପତ୍ନୀ ସୁନୀତା ଆହୁଜାଙ୍କ ସହ ତାଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଗତ କିଛି ସମୟ ଧରି ବିଭିନ୍ନ ଗଣମାଧ୍ୟମରେ ଖବର ସାମ୍ନାକୁ ଆସୁଛି । ଆଉ ଏହାରି ଭିତରେ ଏବେ ଅଭିନେତା…

ଜାପାନରେ ଭୂକମ୍ପର ଜୋରଦାର ଝଟକା,୪ଟି ପ୍ରଦେଶରେ ମୋଟ ୨୩ ଜଣ ଆହତ

ଜାପାନରେ ରବିବାର ଭୋରୁ ଭୂକମ୍ପର ଜୋରଦାର ଝଟକା । ରାଜଧାନୀ ଟୋକିଓ ସମେତ ପୂର୍ବ ଜାପାନର ଅନେକ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ପ୍ରାରମ୍ଭିକ ଭାବେ ଏହାର ତୀବ୍ରତା ୫.୯ ମ୍ୟାଗ୍ନିଚ୍ୟୁଡ୍ ରେକର୍ଡ କରାଯାଇଛି । ଭୂକମ୍ପ ଯୋଗୁଁ ୪ଟି ପ୍ରଦେଶରେ ମୋଟ ୨୩ ଜଣ ଆହତ ହୋଇଥିବା ଅଧିକାରୀମାନେ ସୂଚନା…