Browsing Tag

#india

ସୁବର୍ଣ୍ଣପୁରରେ ବଢ଼ୁଛି କିଡନୀ ରୋଗୀ ସଂଖ୍ୟା,ସ୍ଥିତିର ସମୀକ୍ଷା କରିଛନ୍ତି ଏମ୍ସର ଚାରିଜଣିଆ ବିଶେଷଜ୍ଞ ଟିମ୍

ସୁବର୍ଣ୍ଣପୁରରେ ବଢ଼ୁଛି କିଡନୀ ରୋଗୀ ସଂଖ୍ୟା । ଶିଶୁଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ଏହି ରୋଗରେ ଆକ୍ରାନ୍ତ ହୋଇ ଜୀବନ ହରାଉଥିବାରୁ ପ୍ରଶାସନର ଚିନ୍ତା ବଢ଼ାଇଛି । ଜିଲ୍ଲାରେ ରୋଗର କାରଣ ଏବଂ ନିରାକରଣ ପାଇଁ କ’ଣ ପଦକ୍ଷେପ ନିଆଯାଇପାରିବ ଅନୁସନ୍ଧାନ ପାଇଁ ଏମ୍ସର ଚାରିଜଣିଆ ବିଶେଷଜ୍ଞ…

ନିଜର ଏସୟୁଭି ବାସାଲ୍ଟର ନୂଆ ‘ବାସାଲ୍ଟ X କମ୍ଫର୍ଟ ଏଡିସନ୍’ ଭାରତୀୟ ବଜାରରେ ଲଞ୍ଚ କରିଛି ସିଟ୍ରୋଏନ୍…

ସିଟ୍ରୋଏନ୍ ଇଣ୍ଡିଆ (Citroen India) ନିଜର ଏସୟୁଭି ବାସାଲ୍ଟର ନୂଆ 'ବାସାଲ୍ଟ X କମ୍ଫର୍ଟ ଏଡିସନ୍' ଭାରତୀୟ ବଜାରରେ ଲଞ୍ଚ କରିଛି। ଏହାର ପ୍ରାରମ୍ଭିକ ମୂଲ୍ୟ ୮.୭୫ ଲକ୍ଷ ଟଙ୍କା (ଏକ୍ସ-ଶୋ'ରୁମ୍)। ଯାହା ମୂଳ 'You' ଭାରିଆଣ୍ଟ (୮.୫୫ ଲକ୍ଷ ଟଙ୍କା) ଠାରୁ ମାତ୍ର ୨୦,୦୦୦ ଟଙ୍କା ଅଧିକ।…

ଚର୍ଚ୍ଚାରେ ସାଉଥ ଷ୍ଟାର ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ “ଟକ୍ସିକ: କାହାଣୀ ଏବଂ ଆକ୍ସନ ଅପେକ୍ଷା ଏହାର…

ସାଉଥ ଷ୍ଟାର ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ "ଟକ୍ସିକ ଏବେ ଚର୍ଚ୍ଚା ଅଛି। ଏହା କେବଳ ଷ୍ଟାରକାଷ୍ଟ କିମ୍ବା ବିଗ୍ ବଜେଟ୍ ଫିଲ୍ମ ପାଇଁ ନୁହେଁ, ବରଂ ଗୋଟିଏ ପରେ ଗୋଟିଏ ରିଲିଜ୍ ହୋଇଥିବା ଟିଜର, ଟ୍ରେଲର ଏବଂ ଗୀତରେ ପ୍ରଦର୍ଶିତ ବୋଲ୍ଡ କେମେଷ୍ଟ୍ରି ପାଇଁ ଲାଇମ ଲାଇଟ୍କୁ ଆସିଛି। ଫିଲ୍ମର ନୂଆ…

ସୁନା – ରୂପା ଦରରେ ବଡ଼ ପରିବର୍ତନ , ଜାଣି ନିଅନ୍ତୁ ଆଜିର ସୁନା ଦର 

ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୪୬,୫୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ…

ଇରାନର ଜବାବୀ ଆକ୍ରମଣରେ ପ୍ରାୟ ୧୦୦ ସୈନ୍ୟ ଆହତ,ଟ୍ରମ୍ପ ନେବେ ପ୍ରତିଶୋଧ

ଇରାନର ଜବାବୀ ଆକ୍ରମଣରେ ପ୍ରାୟ ୧୦୦ ସୈନ୍ୟ ଆହତ ହୋଇଥିବା ଶେଷରେ ମାନିଛି ଆମେରିକା। ପେଣ୍ଟାଗନ ମୁଖପାତ୍ର ସୀନ୍ ପାର୍ନେଲ କହିଛନ୍ତି, ଜୁଲାଇ ୭ ପରେ ହୋଇଥିବା ଆକ୍ରମଣରେ ଏହି ସୈନ୍ୟ ମାନେ ଆହତ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୯୬% ସୈନ୍ୟ ଆରୋଗ୍ୟ ହୋଇ ଯୁଦ୍ଧଭୂମିକୁ ଫେରିଆସିଛନ୍ତି। ସେ…

ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC

ଦିଲ୍ଲୀର ଜନ୍ତରମନ୍ତରରେ CJP Protest ଚାଲିଛି । ମଙ୍ଗଳବାର ରାତିରେ ଜନ୍ତର ମନ୍ତର ଏବଂ କନୋଟ ପ୍ଲେସ୍ ଅଞ୍ଚଳରେ ସିଜେପି ପ୍ରଦର୍ଶନକାରୀ ଉତ୍ତେଜନା କରିଥିଲେ । ଏହାପରେ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲା । ଏହାରି ଭିତରେ ବଡ଼ ନିଷ୍ପତ୍ତି ନେଇଛି DMRC । ଦିଲ୍ଲୀ ମେଟ୍ରୋ ରେଳ…

ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର

ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୧୩ ଦଶମିକ ୩୯ ଫୁଟରେ ପହଞ୍ଚିଛି । ଉପରମୁଣ୍ଡରୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୧୦ ହଜାର ୨୦୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ, ଜଳଭଣ୍ଡାରରୁ ୧ ଲକ୍ଷ ୮୬ ହଜାର ୧୩୩ କ୍ୟୁସେକ୍ ଜଳ ନିଷ୍କାସନ…

ରାଜ୍ୟରେ ଆହୁରି ୫ ଦିନ ଯାଏ ବର୍ଷିବ ,ଆସନ୍ତା ୨୪ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା

ରାଜ୍ୟରେ ଆହୁରି ୫ ଦିନ ଯାଏ ବର୍ଷିବ । ଆସନ୍ତା ୨୪ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ରହିଛି । ଦୁଇ ଦୁଇଟି ଟ୍ରପ ଲାଇନ ପ୍ରଭାବରେ ରାଜ୍ୟରେ ଵର୍ଷା ଲାଗି ରହିଥିବା ବେଳେ ଏଯାଏ ଲଘୁଚାପ ନେଇ କୌଣସି ପୂର୍ବାନୁମାନ କରାଯାଇନାହିଁ । ଆଜି ପାଇଁ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ନେଇ…

ଆଜିର ରାଶିଫଳ

ମେଷ: ନିଜର ଖାଦ୍ୟପେୟ ପ୍ରତି ସତର୍କ ରୁହନ୍ତୁ । ଆପଣଙ୍କ କାମରେ ଆସୁଥିବା ବାଧା ଦୂର ହେବ, ଏବଂ ପ୍ରଗତି ସମ୍ଭବ ହେବ । ଆପଣଙ୍କ ସମ୍ମାନ ଏବଂ ସମ୍ମାନ ବୃଦ୍ଧି ହେବ । ଆପଣ ଭଲ କାମ ପାଇଁ ପଥ ପ୍ରଶସ୍ତ କରିବେ । ସକାଳୁ ଶୀଘ୍ର ନିଜର ଲାଭଦାୟକ କାର୍ଯ୍ୟ ସମାପ୍ତ କରନ୍ତୁ । କାମ ସୀମିତ ହେବା ଉଚିତ…

ଛାତ୍ର ବିକ୍ଷୋଭ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବଡ଼ ବୟାନ,ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ଉଚିତ

ଛାତ୍ର ବିକ୍ଷୋଭ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବଡ଼ ବୟାନ। ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ନେଇ ବହୁ ବିରୋଧୀ ଦଳ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛନ୍ତି ।  ଏହି ପରିପ୍ରେକ୍ଷୀରେ ସେ ଇସ୍ତଫା ଦେବା ଉଚିତ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।  ଦିଲ୍ଲୀରେ ଘଟିଥିବା ଘଟଣା…