Browsing Tag

#india

ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ…

ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ଶୀଘ୍ର ଆଇନଗତ ନ୍ୟାୟ ପ୍ରଦାନ ଏବଂ ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଅତ୍ୟାଚାର ନିରୋଧ) ଆଇନ, ୧୯୮୯ ଅଧୀନରେ…

NEET ପେପର ଲିକ୍ କୁ ନେଇ ଦେଶବ୍ୟାପୀ ବିକ୍ଷୋଭ,ଅନେକ ରାଜ୍ୟରେ ଛାତ୍ର ଓ କଂଗ୍ରେସର ପ୍ରତିବାଦ

NEET ପେପର ଲିକ୍ କୁ ନେଇ ଦେଶବ୍ୟାପୀ ବିକ୍ଷୋଭ । ଅନେକ ରାଜ୍ୟରେ ଛାତ୍ର ଓ କଂଗ୍ରେସର ପ୍ରତିବାଦ । NEET-UG ୨୦୨୬ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଏବଂ ଦିଲ୍ଲୀରେ ଛାତ୍ର ପ୍ରତିବାଦ ସମୟରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ବିକ୍ଷୋଭ ଜୋରଦାର ହୋଇଛି । ଛାତ୍ର ସଂଗଠନଙ୍କ…

ହୋଟେଲ ସୁଇମିଂ ପୁଲରେ ବଡ଼ ଅଘଟଣ,ବିଷାକ୍ତ ଗ୍ୟାସ୍ ନିର୍ଗତ ହୋଇ ୬୦ ଜଣ ପର୍ଯ୍ୟଟକ ଅସୁସ୍ଥ

ସ୍ପେନର 'କୋଷ୍ଟା ଡେଲ୍ ସୋଲ୍' ନିକଟସ୍ଥ ବେନାହାଭିସ୍ ଅଞ୍ଚଳର ଏକ ହୋଟେଲ ସୁଇମିଂ ପୁଲରେ ବଡ଼ ଅଘଟଣ ଘଟିଛି । ବିଷାକ୍ତ ଗ୍ୟାସ୍ ନିର୍ଗତ ହୋଇ ଅତି କମରେ ୬୦ ଜଣ ପର୍ଯ୍ୟଟକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥମାନଙ୍କ ମଧ୍ୟରେ ଶିଶୁ ଓ ବୟସ୍କ ମଧ୍ୟ ସାମିଲ ଅଛନ୍ତି ।…

ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୬: ପ୍ରତିଯୋଗିତାରେ ସ୍ବର୍ଣ୍ଣ ସହ ୨୦୧୮ ସଫଳତାକୁ ଦୋହରାଇବା ଲକ୍ଷ୍ୟ ରଖିଛନ୍ତି…

ଅଲିମ୍ପିକ୍‌ସ ସ୍ବର୍ଣ୍ଣ ବିଜେତା ତାରକା ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୬ରେ ଦୌଡ଼କୁଦରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଦାବିଦାର ରହିଛନ୍ତି। ନୀରଜ ଉକ୍ତ ପ୍ରତିଯୋଗିତାରେ ସ୍ବର୍ଣ୍ଣ ସହ ୨୦୧୮ ସଫଳତାକୁ ଦୋହରାଇବା ଲକ୍ଷ୍ୟ ରଖିଛନ୍ତି। ୨୦୧୮ ଗୋଲ୍ଡକୋଷ୍ଟ…

ସୁବର୍ଣ୍ଣପୁରରେ ବଢ଼ୁଛି କିଡନୀ ରୋଗୀ ସଂଖ୍ୟା,ସ୍ଥିତିର ସମୀକ୍ଷା କରିଛନ୍ତି ଏମ୍ସର ଚାରିଜଣିଆ ବିଶେଷଜ୍ଞ ଟିମ୍

ସୁବର୍ଣ୍ଣପୁରରେ ବଢ଼ୁଛି କିଡନୀ ରୋଗୀ ସଂଖ୍ୟା । ଶିଶୁଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ଏହି ରୋଗରେ ଆକ୍ରାନ୍ତ ହୋଇ ଜୀବନ ହରାଉଥିବାରୁ ପ୍ରଶାସନର ଚିନ୍ତା ବଢ଼ାଇଛି । ଜିଲ୍ଲାରେ ରୋଗର କାରଣ ଏବଂ ନିରାକରଣ ପାଇଁ କ’ଣ ପଦକ୍ଷେପ ନିଆଯାଇପାରିବ ଅନୁସନ୍ଧାନ ପାଇଁ ଏମ୍ସର ଚାରିଜଣିଆ ବିଶେଷଜ୍ଞ…

ନିଜର ଏସୟୁଭି ବାସାଲ୍ଟର ନୂଆ ‘ବାସାଲ୍ଟ X କମ୍ଫର୍ଟ ଏଡିସନ୍’ ଭାରତୀୟ ବଜାରରେ ଲଞ୍ଚ କରିଛି ସିଟ୍ରୋଏନ୍…

ସିଟ୍ରୋଏନ୍ ଇଣ୍ଡିଆ (Citroen India) ନିଜର ଏସୟୁଭି ବାସାଲ୍ଟର ନୂଆ 'ବାସାଲ୍ଟ X କମ୍ଫର୍ଟ ଏଡିସନ୍' ଭାରତୀୟ ବଜାରରେ ଲଞ୍ଚ କରିଛି। ଏହାର ପ୍ରାରମ୍ଭିକ ମୂଲ୍ୟ ୮.୭୫ ଲକ୍ଷ ଟଙ୍କା (ଏକ୍ସ-ଶୋ'ରୁମ୍)। ଯାହା ମୂଳ 'You' ଭାରିଆଣ୍ଟ (୮.୫୫ ଲକ୍ଷ ଟଙ୍କା) ଠାରୁ ମାତ୍ର ୨୦,୦୦୦ ଟଙ୍କା ଅଧିକ।…

ଚର୍ଚ୍ଚାରେ ସାଉଥ ଷ୍ଟାର ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ “ଟକ୍ସିକ: କାହାଣୀ ଏବଂ ଆକ୍ସନ ଅପେକ୍ଷା ଏହାର…

ସାଉଥ ଷ୍ଟାର ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ "ଟକ୍ସିକ ଏବେ ଚର୍ଚ୍ଚା ଅଛି। ଏହା କେବଳ ଷ୍ଟାରକାଷ୍ଟ କିମ୍ବା ବିଗ୍ ବଜେଟ୍ ଫିଲ୍ମ ପାଇଁ ନୁହେଁ, ବରଂ ଗୋଟିଏ ପରେ ଗୋଟିଏ ରିଲିଜ୍ ହୋଇଥିବା ଟିଜର, ଟ୍ରେଲର ଏବଂ ଗୀତରେ ପ୍ରଦର୍ଶିତ ବୋଲ୍ଡ କେମେଷ୍ଟ୍ରି ପାଇଁ ଲାଇମ ଲାଇଟ୍କୁ ଆସିଛି। ଫିଲ୍ମର ନୂଆ…

ସୁନା – ରୂପା ଦରରେ ବଡ଼ ପରିବର୍ତନ , ଜାଣି ନିଅନ୍ତୁ ଆଜିର ସୁନା ଦର 

ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୪୬,୫୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ…

ଇରାନର ଜବାବୀ ଆକ୍ରମଣରେ ପ୍ରାୟ ୧୦୦ ସୈନ୍ୟ ଆହତ,ଟ୍ରମ୍ପ ନେବେ ପ୍ରତିଶୋଧ

ଇରାନର ଜବାବୀ ଆକ୍ରମଣରେ ପ୍ରାୟ ୧୦୦ ସୈନ୍ୟ ଆହତ ହୋଇଥିବା ଶେଷରେ ମାନିଛି ଆମେରିକା। ପେଣ୍ଟାଗନ ମୁଖପାତ୍ର ସୀନ୍ ପାର୍ନେଲ କହିଛନ୍ତି, ଜୁଲାଇ ୭ ପରେ ହୋଇଥିବା ଆକ୍ରମଣରେ ଏହି ସୈନ୍ୟ ମାନେ ଆହତ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୯୬% ସୈନ୍ୟ ଆରୋଗ୍ୟ ହୋଇ ଯୁଦ୍ଧଭୂମିକୁ ଫେରିଆସିଛନ୍ତି। ସେ…

ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC

ଦିଲ୍ଲୀର ଜନ୍ତରମନ୍ତରରେ CJP Protest ଚାଲିଛି । ମଙ୍ଗଳବାର ରାତିରେ ଜନ୍ତର ମନ୍ତର ଏବଂ କନୋଟ ପ୍ଲେସ୍ ଅଞ୍ଚଳରେ ସିଜେପି ପ୍ରଦର୍ଶନକାରୀ ଉତ୍ତେଜନା କରିଥିଲେ । ଏହାପରେ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲା । ଏହାରି ଭିତରେ ବଡ଼ ନିଷ୍ପତ୍ତି ନେଇଛି DMRC । ଦିଲ୍ଲୀ ମେଟ୍ରୋ ରେଳ…