Browsing Tag

#india

ଆଇପିଏଲ୍ ୪୮ତମ ମୁକାବିଲା,ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ୱିକେଟରେ ପରାସ୍ତ କଲା ଚେନ୍ନାଇ

ଆଇପିଏଲ୍ ୨୦୨୬ର ୪୮ତମ ମୁକାବିଲାରେ ଦିଲ୍ଲୀର ଅରୁଣ ଜେଟଲି ଗ୍ରାଉଣ୍ଡରେ ମୁହାଁମୁହିଁ  ହୋଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ। ପ୍ରଥମେ ଦିଲ୍ଲୀ ଟସ ଜିତି ବ୍ୟାଟିଂ ନିଷ୍ପର୍ତ୍ତି ନେଇଥିଲା। ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୧୫୫ ରନ ସଂଗ୍ରହ କରିଥିଲା। ଚେନ୍ନାଇ…

ଲକ୍ଷ୍ମୀସାଗର ବସନ୍ତ ଭିଲ୍ଲା ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ,ଦୁଇ ଜୀବନ୍ତ ଦଗ୍ଧ

ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଅଘଟଣ । ଲକ୍ଷ୍ମୀସାଗର ବସନ୍ତ ଭିଲ୍ଲା ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ଦୁଇ ଜଣଙ୍କର ପୋଡ଼ି ମୃତ୍ୟୁ ହୋଇଥିବା ସୂଚନା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଚାଲିଛି ଉଦ୍ଧାର ଏବଂ ନିଆଁ ଲିଭା କାର୍ଯ୍ୟ । ଖବର…

ଆସନ୍ତା ୧୦ ତାରିଖ ଯାଏ ରାଜ୍ୟରେ ତାତି କମ୍‌ ରହିବ

ଆସନ୍ତା ୧୦ ତାରିଖ ଯାଏ ରାଜ୍ୟରେ ତାତି କମ୍‌ ରହିବ। ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଆଭ୍ୟନ୍ତରୀଣ ଓଡ଼ିଶାର ବହୁ ସ୍ଥାନରେ ବର୍ଷା ଆଶଙ୍କା ଅଛି । ଜୋର୍‌ରେ ପବନ ବହିପାରେ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ୬ ତାରିଖରେ ମୟୂରଭଞ୍ଜରେ ଘଡ଼ଘଡ଼ି ସହ…

କିପରି କଟିବ ଆଜିର ଦିନ

ମେଷ: ଆଜି ଆପଣ ସକାରାତ୍ମକ ଅନୁଭବ କରିବେ, ଏବଂ ଆୟର ନୂତନ ରାସ୍ତା ଖୋଲିବା ପରି ଦେଖାଯାଉଛି । ଭୁଲ ଦିଗରେ ପାଦ ନଦେବା ପାଇଁ ସତର୍କ ରୁହନ୍ତୁ । ଆପଣ ଟିକେ ଅସ୍ଥିର ଅନୁଭବ କରିପାରନ୍ତି, କିନ୍ତୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ – କୌଣସି ବଡ଼ ସମସ୍ୟା ଉପୁଜିବ ନାହିଁ । ପ୍ରେମ ଏବଂ…

ଓଡ଼ିଶାକୁ ମିଳିଲା ନୂଆ ‘ରାୟଗଡ଼ା ରେଳ ଡିଭିଜନ’ ,ଆସନ୍ତା ଜୁନ୍ ୧ରୁ ଏହି ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି

ବିଶାଖାପାଟଣାରେ ନୂଆ ‘ଦକ୍ଷିଣ ଉପକୂଳ ରେଳ ଜୋନ୍ । ଓଡ଼ିଶାକୁ ମିଳିଲା ନୂଆ ‘ରାୟଗଡ଼ା ରେଳ ଡିଭିଜନ’ । କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ‘ଦକ୍ଷିଣ ଉପକୂଳ ରେଳ ଜୋନ୍’ ଗଠନ ନେଇ ଆନୁଷ୍ଠାନିକ ଘୋଷଣା କରାଯାଇଛି । ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଏହି ନୂଆ ଜୋନ୍ ର ମୁଖ୍ୟାଳୟ ହେବ ।…

ଆସନ୍ତା ୭ ତାରିଖରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଥାଲପତି ବିଜୟ

ତାମିଲନାଡୁ ନିର୍ବାଚନରେ କମାଲ କରିଥିବା ଥାଲପତି ବିଜୟ ଆସନ୍ତା ୭ ତାରିଖରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ତାଙ୍କ ଦଳ ପ୍ରଥମ କରି ତାମିଲନାଡୁରେ ଲଢ଼ିଥିଲା। ତାଙ ଟିଭିକେ ପ୍ରଥମଥର ତାମିଲନାଡୁ ବିଧାନସଭା ନିର୍ବାଚନ ଲଢ଼ୁଥିବା ବେଳେ ୧୦୮ ଆସନରେ ବିଜୟ ହୋଇ ବହୁମତ ହାସଲ…

ଆଇପିଏଲର ୪୮ ତମ ଲିଗ୍,ମୁହାଁମୁହିଁ ହେବେ ସିଏସକେ ଏବଂ ଡିସି

ଆଇପିଏଲର ୪୮ ତମ ଲିଗ୍ ମୁକାବିଲାରେ ମଙ୍ଗଳବାର ମୁହାଁମୁହିଁ ହେବେ ସିଏସକେ ଏବଂ ଡିସି । ଦିଲ୍ଲୀ କ୍ୟାପିଟାଲ୍ସ ଘରୋଇ ଗ୍ରାଉଣ୍ଡରେ ଚେନ୍ନାଇକୁ ଭେଟିବ । ଉଭୟ ଦଳ ପାଇଁ ବିଜୟ ଜରୁରୀ ହୋଇ ପଡ଼ିଥିବାରୁ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ଉଭୟ ଦଳ ୯ଟି ଲେଖାଏଁ ଲିଗ୍ ମ୍ୟାଚ…

ଚଳିତବର୍ଷ ଛାତ୍ରଛାତ୍ରୀଙ୍କୁ ପ୍ରଥମଥର ଇଂରାଜୀ ଏବଂ ଓଡ଼ିଆରେ ମିଳିବ ପାସ୍ ସର୍ଟିଫିକେଟ୍

ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂଆ ପଦକ୍ଷେପ ନେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ଚଳିତବର୍ଷ ବାର୍ଷିକ ପରୀକ୍ଷାରେ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରଥମଥର ଦୁଇଟି ଭାଷାରେ ଅର୍ଥାତ୍ ଇଂରାଜୀ ଏବଂ ଓଡ଼ିଆରେ ଅରିଜିନାଲ୍ ପାସ୍ ସର୍ଟିଫିକେଟ୍ ଯୋଗାଇ ଦିଆଯିବ। ଏହାକୁ ନେଇ ବୋର୍ଡ ପକ୍ଷରୁ…

ସ୍କିନର ହଜିଯାଇଥିବା ଚମକକୁ ଫେରାଇ ଆଣିବ ଗୋଲାପ ଫେସ୍ ଜେଲ୍

ଖରାଦିନେ ସ୍କିନକୁ ଥଣ୍ଡା କରିବା ପାଇଁ ମୁହଁରେ ଥଣ୍ଡା ଜିନିଷ ଲଗାଯାଏ । ଯେପରିକି କାକୁଡି, ଦହି, ଆଲୋଭେରା ଏବଂ ଗୋଲାପ ଜଳ । ଲୋକମାନେ ସେମାନଙ୍କୁ ବିଭିନ୍ନ ଉପାୟରେ ବ୍ୟବହାର କରନ୍ତି । କେହି କେହି ସେମାନଙ୍କୁ ମିଶ୍ରଣ କରି ଏକ ଫେସ୍ ପ୍ୟାକ୍ ରେ ପ୍ରୟୋଗ କରନ୍ତି । କିନ୍ତୁ ଅଧିକାଂଶ ଲୋକ…

ବାଣ ଫ୍ୟାକ୍ଟ୍ରିରେ ବିସ୍ପୋରଣ,୨୬ ମୃତ

ଚାଇନାରେ ଭୟଙ୍କର ବିସ୍ଫୋରଣ । ଚୀନର ହୁନାନ ପ୍ରାନ୍ତରେ ଥିବା ଏକ ବାଣ ଫ୍ୟାକ୍ଟ୍ରିରେ ବିସ୍ପୋରଣ ହୋଇଛି । ଏଥିରେ ୨୬ ଜଣ ପ୍ରାଣ ହରାଇଥିବା ଜଣାପଡିଛି । ବିସ୍ଫୋରଣର ଭୟାବହତା ଏତେ ଭୟଙ୍କର ଥିଲା ଯେ ଖୁବ୍ ଦୂର ଯାଏଁ ଏହାର ଶବ୍ଦ ଶୁଣିବାକୁ ମିଳିଥିଲା । ଏପରିକି ପ୍ରାୟ ୨୦୦ ମିଟର ଯାଏଁ…