DG ପାହ୍ୟକୁ ଗଲେ ସଞ୍ଜୀବ ପଣ୍ଡା ଏବଂ ଯଶୋବନ୍ତ ଜେଠୱା
DGP ରେସ୍ ଆଗରେ ଅଫିସର ସଞ୍ଜୀବ ପଣ୍ଡା । ୧୯୯୪ ବ୍ୟାଚ IPS ସଞ୍ଜୀବ ପଣ୍ଡା, ଯଶୱନ୍ତ ଜେଠୱା DGP ରାଙ୍କକୁ ପଦୋନ୍ନତି ହୋଇଛି । ଫଳରେ DGP ରେସ୍ ରେ ସଞ୍ଜୀବ ପଣ୍ଡାଙ୍କ ସ୍ଥିତି ମଜବୁତ ହୋଇଛି । ADGରୁ DG ପାହ୍ୟାକୁ ପଦୋନ୍ନତି କରିଛନ୍ତି ରାଜ୍ୟ ସରକାର । ପଦୋନ୍ନତି ପ୍ରସ୍ତାବକୁ ଅନୁମୋଦନ…