Browsing Tag

#india

ଚଳିତ ମାସ ୩୦ ତାରିଖରେ ହେବ OSSTET ପରୀକ୍ଷା,ସକାଳ ୯ ଟାରୁ ସାଢ଼େ ୧୧ ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା

OSSTET ଆସନ୍ତା ୩୦ ତାରିଖରେ ହେବ OSSTET ପରୀକ୍ଷା । ଓଡିଶା ସେକେଣ୍ଡାରୀ ସ୍କୁଲ ଟିଚରସ ଇଲିଜିବିଲିଟି ଟେଷ୍ଟ । ସକାଳ ୯ ଟାରୁ ସାଢ଼େ ୧୧ ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା ।  ଗୋଟିଏ ସିଟିଂରେ ହେବ ଏହି ପରୀକ୍ଷା । ପରୀକ୍ଷାର୍ଥୀମାନେ ସକାଳ ୭ ଟା୪୫ ମିନିଟ ସୁଦ୍ଧା ପହଞ୍ଚିବାକୁ ପରାମର୍ଶ…

ଚଳିତ ମାସ 30 ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର ,ସକାଳ ୬ରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ…

ଶ୍ରୀ ମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଦୀର୍ଘ 4 ଘଣ୍ଟା ଧରି ବୈଠକ ଚାଲିଥିଲା   ।  ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହୋଇଛି ଆଲୋଚନା। ଚଳିତବର୍ଷ ସ୍ନାନଯାତ୍ରା ଠାରୁ ନୀଳାଦ୍ରୀବିଜେ ପର୍ଯ୍ୟନ୍ତ ନୀତିକାନ୍ତି ସମୀକ୍ଷା କରାଯାଇ…

ବିଷାକ୍ତ ମଦ ପିଇ ୧୯ ଜଣଙ୍କ ମୃତ୍ୟୁ, ୧୯ ଗିରଫ

ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୧୯ ଜଣଙ୍କ ମୃତ୍ୟୁ ହୋଇଛି । ଟୁଏନସାଙ୍ଗ ଜିଲ୍ଲାରେ ୧୧ ଜଣ ଏବଂ ମୋକୋକଚୁଙ୍ଗ ଜିଲ୍ଲାରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ନାଗାଲାଣ୍ଡରେ ୧୯୯୦ ମସିହାରୁ ମଦ ନିଷେଧ ଆଇନ ଲାଗୁ ରହିଛି, ଯାହା ଅଧୀନରେ ରାଜ୍ୟରେ ମଦ ବିକ୍ରି ଓ ସେବନ ଉପରେ ସମ୍ପୂର୍ଣ୍ଣ ଆଇନଗତ କଟକଣା…

ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା,୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଛତିଶଗଡ଼ରେ ସକ୍ରିୟ ଅବପାତ । ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଏହା ଡିପ୍ରେସନ ରୂପରେ ରହିବ । ପରବର୍ତ୍ତୀ ୧୨ ଘଣ୍ଟାରେ ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ । ରାଜ୍ୟରେ ଏହାର ପ୍ରକୋପ ଜାରି ରହିଛି । ଲାଗି ରହିଛି ତୁହାକୁ ତୁହା ବର୍ଷା । ଉପକୂଳରୁ ଉପାନ୍ତ ଯାଏଁ ସବୁଠି…

ସିକ୍କିମରେ ଭୟଙ୍କର ଭୂସ୍ଖଳନ, ଭୂସ୍ଖଳନରେ ୩୦ରୁ ଅଧିକ ଘର ପ୍ରଭାବିତ

ସିକ୍କିମର ଗ୍ୟାଲସିଂ ଜିଲ୍ଲାର ରିମ୍ବି ଗାଁରେ ଭୟଙ୍କର ଭୂସ୍ଖଳନ । ସେପ୍ଟେମ୍ବର ୨୪ ରାତିରେ ଘଟିଥିବା ଏହି ଭୂସ୍ଖଳନ ଯୋଗୁଁ ଅନେକ ଘର ଓ ସରକାରୀ ଆବାସ କ୍ଷତିଗ୍ରସ୍ତ ହୋଇଛି । ପାହାଡ଼ ଉପରୁ ବହୁ ପରିମାଣର ମାଟି, ପଥର ଓ ଆବର୍ଜନା ତଳକୁ ଖସି ଜନବସତି ଅଞ୍ଚଳକୁ ପ୍ରଭାବିତ କରିଥିଲା । ସ୍ଥାନୀୟ…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ–ଦିନଟି ଆପଣଙ୍କ ପାଇଁ ସାଧାରଣ ରହିବ। କାର୍ଯ୍ୟକ୍ଷେତ୍ରରେ କିଛି ନୂତନ ଦାୟିତ୍ୱ ମିଳିପାରେ। ଧନ ଆଗମନ ହେବାର ସମ୍ଭାବନା ରହିଛି। ପରିବାରରେ ଖୁସିର ପରିବେଶ ରହିବ। ସ୍ୱାସ୍ଥ୍ୟରେ ସାବଧାନ ରହିବା ଦରକାର। ଅନାବଶ୍ୟକ ଚିନ୍ତାରୁ ଦୂରେ ରୁହନ୍ତୁ। ବୃଷ– ମନ ଅଶାନ୍ତ ରହିପାରେ। କାମରେ ବାଧା…

‘ଲଭ୍ ଆଣ୍ଡ ୱାର୍’: ଆଲିଆ ଭଟ୍ଟଙ୍କ ଫାଷ୍ଟ ଲୁକ ଆଉଟ

ସଞ୍ଜୟ ଲୀଲା ଭନସାଲୀଙ୍କ ଆଗାମୀ ଫିଲ୍ମ ଲଭ୍ ଆଣ୍ଡ ୱାରକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି । ସେପ୍ଟେମ୍ବର ୨୪ରେ ରଣବୀର କପୁରଙ୍କ ଇଣ୍ଟେନ୍ସ ଫାଷ୍ଟ ଲୁକ୍ ଆଉଟ୍ ହେବା ପରେ ଏବେ ଆଲିଆ ଭଟ୍ଟଙ୍କ ପ୍ରଥମ ଝଲକ ଦେଖିବାକୁ ମିଳିଛି । ଆଲିଆଙ୍କ ଗ୍ଲାମରସ୍ ଏବଂ ଷ୍ଟନିଂ ଅବତାରରେ…

ବର୍ଷା ପାଇଁ ଆସନ୍ତାକାଲି କଟକ ଜିଲ୍ଲାରେ ସମସ୍ତ ବିଦ୍ୟାଳୟ, ଡିଗ୍ରୀ କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ

କଟକ ଜିଲ୍ଲାରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବିଜୁଳି ମାରିବାର ସମ୍ଭାବନା ଥିବାରୁ, ଆସନ୍ତାକାଲି ଜିଲ୍ଲାର ସମସ୍ତ ବିଦ୍ୟାଳୟ, ଡିଗ୍ରୀ କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି। ଏକ ବିଜ୍ଞପ୍ତିରେ ଜିଲ୍ଲାପାଳ କହିଛନ୍ତି, “ଜିଲ୍ଲାରେ ପ୍ରବଳ ବର୍ଷା…

ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୫ ଜିଲ୍ଲାରେ ସ୍କୁଲ ଛୁଟି

ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୫ ଜିଲ୍ଲାରେ ସ୍କୁଲ ଛୁଟି । ରାୟଗଡ଼ା, କୋରାପୁଟ, ଗଜପତି ଜିଲ୍ଲାରେ ବନ୍ଦ ରହିବ ସବୁ ସ୍କୁଲ। ଗଞ୍ଜାମ ଓ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ସ୍କୁଲ ଓ ଅଙ୍ଗନୱାଡି ବନ୍ଦ ରହିବ । ଶିଶୁ ବାଟିକା ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବିଦ୍ୟାଳୟ ଗୁଡିକ…

ଓଡ଼ିଶାରେ ବି ତୁହାକୁ ତୁହା ବର୍ଷା ଲାଗି,ରବିବାର ଠାରୁ ବର୍ଷା ପ୍ରାୟତଃ କମିବ

ପ୍ରବଳ ବର୍ଷା । ଦକ୍ଷିଣ ଓଡ଼ିଶା ବେହାଲ୍। ପଶ୍ଚିମ, ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ବି ତୁହାକୁ ତୁହା ବର୍ଷା ଲାଗି ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବର୍ଷାର ସର୍ବାଧିକ ପ୍ରକୋପ ଆହୁରି ଦିନଟିଏ ରହିପାରେ। ଶୁକ୍ରବାର (୨୫ ତାରିଖ) ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ।…