Browsing Tag

#india

ଆଜି ବିଶ୍ୱ ହସ୍ତୀ ଦିବସ,

ଆଜି ବିଶ୍ୱ ହସ୍ତୀ ଦିବସ । ନନ୍ଦନକାନନରେ ମହାସମାରୋହରେ ହସ୍ତୀ ଦିବସ ପାଳିତ ହେବ । ଏଥିପାଇଁ ପ୍ରାଣୀ ଉଦ୍ୟାନରେ ବ୍ୟାପକ ପ୍ରସ୍ତୁତି ହୋଇଛି । ବିଲୁପ୍ତି ଆଶଙ୍କାରେ ଥିବା ଗଜରାଜଙ୍କ ସୁରକ୍ଷା, ସଂରକ୍ଷଣ ଏବଂ ହାତୀ-ମଣିଷ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ହେଉଛି ଏହି ଦିବସର ମୁଖ୍ୟ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ,୧୭ ପର୍ଯ୍ୟନ୍ତ ଓଡ଼ିଶାରେ ବ୍ୟାପକ ବର୍ଷାର ସମ୍ଭାବନା

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ ! । ୪୮ ଘଣ୍ଟାରେ ଆହୁରୀ ଘନୀଭୂତ ହେବା ସମ୍ଭାବନା । ଅଧିକ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ଲଘୁଚାପ ପ୍ରଭାବରେ ରାଜ୍ୟର ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୧୭ ପର୍ଯ୍ୟନ୍ତ ଓଡ଼ିଶାରେ ବ୍ୟାପକ ବର୍ଷାର ସମ୍ଭାବନା ରହିଛି ।…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚିତାଲାଗି ନୀତି ଅନୁଷ୍ଠିତ,ଦ୍ଧାଳୁଙ୍କ ପାଇଁ ୫ ଘଣ୍ଟା ବନ୍ଦ ରହିବ ଦର୍ଶନ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଶ୍ରଦ୍ଧାଳୁଙ୍କ ପାଇଁ ୫ ଘଣ୍ଟା ବନ୍ଦ ରହିବ ଦର୍ଶନ । ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀବିଗ୍ରହମାନଙ୍କ ପବିତ୍ର ଚିତାଲାଗି ଅମାବାସ୍ୟା ନୀତି ସୁଚାରୁରୂପେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି…

ଏହି ରାଶି ଙ୍କ ପାଇଁ ଆଜି ରହିଛି ନିଯୁକ୍ତି ସୁଯୋଗ

ମେଷ : ଆଜି ମେଷ ରାଶି ପାଇଁ ଦିନଟି ଭଲ ରହିବ । ବ୍ୟବସାୟିକ ସମସ୍ୟାର ସମାଧାନ ସହ ନୂଆ ପ୍ରକଳ୍ପ ଆରମ୍ଭ ହୋଇପାରେ । ହଠାତ୍ ଆର୍ଥିକ ଲାଭର ସୁଯୋଗ ରହିଛି । ସମ୍ପତ୍ତି ନିବେଶ ଲାଭଦାୟକ ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ବିବାଦରୁ ଦୂରେଇ ରୁହନ୍ତୁ । ବେକାରଙ୍କୁ ନିଯୁକ୍ତି ସୁଯୋଗ ମିଳିପାରେ ।…

ବର୍ଷା ଋତୁରେ ଘରେ ଫଙ୍ଗସ୍‌ ସମସ୍ୟା ସ୍ୱାସ୍ଥ୍ୟ ପାଇଁ ବିପଦ

ବର୍ଷା ଋତୁରେ ବାୟୁରେ ଆର୍ଦ୍ରତା ବଢ଼ିବା ସହ ଘରେ ଫଙ୍ଗସ୍‌ ସମସ୍ୟା ମଧ୍ୟ ବଢ଼ିଥାଏ। ଲଗାତାର ବର୍ଷା, କମ୍‌ ସୂର୍ଯ୍ୟକିରଣ, ଘରେ ବାୟୁ ଚଳାଚଳର ଅଭାବ ଏବଂ ଛାତ କିମ୍ବା ପାଇପ୍‌ରୁ ପାଣି ଲିକେଜ୍‌ ଯୋଗୁଁ କାନ୍ଥ, ଛାତ ଓ ଆସବାବପତ୍ରରେ ଆର୍ଦ୍ରତା ଜମିଥାଏ। ଦୀର୍ଘ ସମୟ ଧରି ଓଦା ରହିଲେ ଫଙ୍ଗସ୍‌…

ଆଉ ଏକ ଶସ୍ତା ସ୍ମାର୍ଟଫୋନ୍ ଲଞ୍ଚ କଲା ଦେଶୀ ବ୍ରାଣ୍ଡ୍ Lava,ଫୋନରେ ରହିଛି ୫,୦୦୦ mAh ର ବଡ଼ ବ୍ୟାଟେରୀ

Lava ପକ୍ଷରୁ ଭାରତୀୟ ବଜାରରେ ଆଉ ଏକ ଶସ୍ତା ସ୍ମାର୍ଟଫୋନ୍ ଲଞ୍ଚ କରାଯାଇଛି । ଦେଶୀ ବ୍ରାଣ୍ଡ୍ Lava ର ଏହି ନୂଆ ସ୍ମାର୍ଟଫୋନଟି ବିଶେଷ କରି ବଜେଟ୍ ଫ୍ରେଣ୍ଡଲି ୟୁଜର୍ସଙ୍କୁ ଧ୍ୟାନରେ ରଖି ବଜାରକୁ ଆଣାଯାଇଛି । ଫୋନରେ ରହିଛି ୫,୦୦୦ mAh ର ବଡ଼ ବ୍ୟାଟେରୀ । ଏହା ସହିତ ମିଳୁଛି ମିଲିଟାରୀ…

ଦୁଷ୍କର୍ମ ଅଭିଯୋଗରେ ଆଇପିଏଲ କ୍ରିକେଟର ଅଭିଷେକ ପୋରେଲ ଗିରଫ

ଦୁଷ୍କର୍ମ ଅଭିଯୋଗରେ ଆଇପିଏଲ କ୍ରିକେଟର ଅଭିଷେକ ପୋରେଲ ଗିରଫ ହୋଇଛନ୍ତି। ମଙ୍ଗଳବାର ଦିନ ଭାରତୀୟ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଅଭିଷେକ ପୋରେଲଙ୍କୁ ଯୌନ ନିର୍ଯାତନା ମାମଲାରେ ପୁଲିସ ଗିରଫ କରିଛି। ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ଅଭିଷେକ, ଜଣେ ଡାକ୍ତରୀ ଛାତ୍ରୀ ତାଙ୍କ ସହ…

କଲମ୍ବିଆରେ ଭୟଙ୍କର ଭୂମିକମ୍ପର ତାଣ୍ଡବ,ମୃତ୍ୟୁସଂଖ୍ୟା ୧୩୨କୁ ବୃଦ୍ଧି

କଲମ୍ବିଆରେ ଭୟଙ୍କର ଭୂମିକମ୍ପର ତାଣ୍ଡବ । ଯାହାର ତୀବ୍ରତା ୭.୪ ଥିବା ଜଣାପଡିଛି । ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୩୨କୁ ବୃଦ୍ଧି ପାଇଛି । ଏଥିରେ ୫୦୦ରୁ ଅଧିକ ଆହତ ହୋଇଛନ୍ତି । ବହୁ କୋଠା ଭୁଶୁଡ଼ି ପଡ଼ିଥିବା ବେଳେ ଧ୍ୱଂସାବଶେଷ ତଳେ ଲୋକ ଫସି ରହିଥିବାରୁ ଉଦ୍ଧାର ଅଭିଯାନ ଜାରି ରହିଛି । …

ରାଜେଶ ଖାନ୍ନାଙ୍କ ଭୂମିକାରେ ଅଭିନୟ କରିବେ ଅକ୍ଷୟ କୁମାର ,ଶୁଟିଂ କରିବେ ୧୦ ଦିନ

ଅକ୍ଷୟ କୁମାରଙ୍କୁ ଶେଷଥର ଫିଲ୍ମ ‘ୱେଲକମ୍ ଟୁ ଦ ଜଙ୍ଗଲ୍’ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମକୁ ଦର୍ଶକଙ୍କର ଭଲ ପ୍ରତିକ୍ରିୟା ମିଳିଥିଲା । ଏବେ ଅକ୍ଷୟ କୁମାର ଆର୍.ଡି. ବର୍ମନଙ୍କ ବାୟୋପିକ୍‌ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବାକୁ ଯାଉଥିବା ନେଇ ଚର୍ଚ୍ଚା ଚାଲିଛି । ରିପୋର୍ଟ…

ପଲିମର ନୋଟ ପ୍ରଚଳନକୁ ମିଳିଲା ମଞ୍ଜୁରୀ,୧୦ ଓ ୨୦ ଟଙ୍କିଆ ହେବ ପ୍ଲାଷ୍ଟିକ

ପଲିମର ନୋଟ ପ୍ରଚଳନକୁ ମିଳିଲା ମଞ୍ଜୁରୀ। ରାଜ୍ୟସଭାରେ ଲିଖିତ ଉତ୍ତରରେ ଏହି ସୂଚନା ଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୧୦ ଓ ୨୦ ଟଙ୍କିଆ ପଲିମର ନୋଟ୍ ଫିଲ୍ଡ ଟ୍ରାଏଲ୍(ପରୀକ୍ଷା ମୂଳକ ପ୍ରଚଳନ) ପାଇଁ ମଞ୍ଜୁର କରାଯାଇଛି। ଉଭୟ ମୂଲ୍ୟର ୧୦୦ କୋଟି ଲେଖାଏ ପଲିମର ନୋଟ୍…