Browsing Tag

#india

ସାମାଜିକ ଗଣମାଧ୍ୟମରେ ଅଳଙ୍କାର ପ୍ରଦର୍ଶନ କରିବା ପଡ଼ିଲା ମହଙ୍ଗା, କଳାକନା ବୁଲାଇଲେ ଦୁର୍ବୃତ୍ତ

ସାମାଜିକ ଗଣମାଧ୍ୟମରେ ନିଜ ଘରେ ରଖିଥିବା ଟଙ୍କା, ସୁନା ସହ ହୀରା ଅଳଙ୍କାର ପ୍ରଦର୍ଶନ କରିବା ଜଣେ ମହିଳାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ତାଙ୍କ ଘରେ ପଶି କେତେକ ଦୁର୍ବୃତ୍ତ ଏକକୋଟି ଟଙ୍କାରୁ ଊର୍ଦ୍ଧ୍ବ ସାମଗ୍ରୀ ଚୋରି କରି ନେଇଥିବା ଜଣାପଡ଼ିଛି। ପୁଲିସ ସୂଚନାନୁଯାୟୀ ଥାମାଟୁକୋନାମ…

ଯଦି କୌଣସି ଦେଶ ଆତଙ୍କବାଦକୁ ପ୍ରଶ୍ରୟ ଦିଏ, ତେବେ ସେହି ମୁହୂର୍ତ୍ତରୁ ହିଁ ସମସ୍ତ ଆଲୋଚନାର ଅନ୍ତ ଘଟେ –…

ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନକୁ ଏକ ସ୍ପଷ୍ଟ ଏବଂ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ପଡ଼ୋଶୀ ଦେଶ ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବ, ସେପର୍ଯ୍ୟନ୍ତ ଭାରତ ଆତଙ୍କବାଦୀଙ୍କ ବିରୋଧରେ ଯେକୌଣସି ପ୍ରକାରର ସ୍ଟ୍ରାଇକ୍ (ସାମରିକ ଆକ୍ରମଣ) କରିବା ପାଇଁ…

ଗୁଳିମାଡ଼ରେ ଥରିଲା ଦକ୍ଷିଣ ଆଫ୍ରିକା, ୧୭ ମୃତ

ଗୁଳିମାଡ଼ରେ ଥରିଲା ଦକ୍ଷିଣ ଆଫ୍ରିକା । ଯିଏ ଯୁଆଡେ ପାରିଲେ ଧାଇଁଲେ । ଜୀବନ ରକ୍ଷା ପାଇଁ ଏଣେତେଣେ ଦୌଡିଲେ । ତଥାପି ପ୍ରାଣ ହରାଇଥିଲେ ୧୭ ଜଣ ବ୍ୟକ୍ତି । ଶନିବାର ରାତିରେ କିଛି ଏମିତି ଘଟଣା ଦକ୍ଷିଣ ଆଫ୍ରିକାକୁ ଦୋହଲାଇ ଦେଇଛି । ଦକ୍ଷିଣ ଆଫ୍ରିକା ପୋଲିସ ସେବା ଅନୁସାରେ, ଶନିବାର…

ପଶ୍ଚିମ ନେପାଳରେ ଭୟଙ୍କର ହିମସ୍ଖଳନ,୧୦ ଜଣ ନିଖୋଜ

ପଶ୍ଚିମ ନେପାଳର ତିବ୍ବତ ସୀମା ନିକଟସ୍ଥ ହିମଲୁଙ୍ଗ ହିମାଲର ବେସ୍ କ୍ୟାମ୍ପରେ ରବିବାର ସକାଳେ ଭୟଙ୍କର ହିମସ୍ଖଳନ ଘଟିଛି। ଏହି ଘଟଣାରେ ଅତି କମରେ ୧୦ ଜଣ ନିଖୋଜ ଥିବା ସୂଚନା ମିଳିଛି। ନିଖୋଜଙ୍କ ମଧ୍ୟରେ ଜଣେ ଆୟୋଜକଙ୍କ କିଚେନ୍‌ର ଦୁଇଜଣ କର୍ମଚାରୀ ମଧ୍ୟ ଥିବା କୁହାଯାଉଛି। ଆୟୋଜକ ମିଙ୍ଗମା…

ଏସୀୟ କ୍ରୀଡ଼ା​‌ : ମହିଳା ୪୦୦ ମିଟର ଦୌଡ଼ରେ କାଂସ୍ୟ ପଦକ ହାସଲ କଲେ ଭାରତର ପ୍ରାଚୀ ଚୌଧୁରୀ

ଏସୀୟ କ୍ରୀଡ଼ା​‌ରେ ମହିଳା ୪୦୦ ମିଟର ଦୌଡ଼ରେ କାଂସ୍ୟ ପଦକ ଜିତିଛନ୍ତି ଭାରତର ପ୍ରାଚୀ ଚୌଧୁରୀ। ଶନିବାର ଫାଇନାଲରେ ପ୍ରାଚୀ ୫୩.୨୧ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନ ହାସଲ କରିବା ସହ ଦେଶ ପାଇଁ ପଦକ ଜିତି ପାରିଛନ୍ତି। ଏହି ଇଭେଣ୍ଟରେ ବାହାରିନର ସାଲୱା ନାସେର ୪୯.୨୦ ସେକେଣ୍ଡର ଏସୀୟ…

‘ରାମାୟଣ’୨୦୨୬ : ଫିଲ୍ମର ଦୁଇଟି ନୂଆ ପୋଷ୍ଟର ରିଲିଜ୍,ରାବଣ ଭୂମିକାରେ ଦମଦାର ଲୁକ୍‌ରେ ୟଶ

ନିତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ରାମାୟଣ’୨୦୨୬ର ସବୁଠାରୁ ଚର୍ଚ୍ଚିତ ଏବଂ ମହଙ୍ଗା ଫିଲ୍ମ ମଧ୍ୟରୁ ଅନ୍ୟତମ । ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ଦୁଇଟି ଭାଗରେ ରିଲିଜ୍ ହେବାକୁ ଥିବା ଏହି ବିଗ୍ ବଜେଟ୍ ଫିଲ୍ମରେ ରଣବୀର କପୁର ପ୍ରଭୁ ଶ୍ରୀରାମଙ୍କ…

ଆସୁଛି ଆଉ ଏକ ଲଘୁଚାପ,ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ କି ନାହିଁ ସେନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା…

ପୁଣି ହେବ କି ପ୍ରବଳ ବର୍ଷା ? ଦକ୍ଷିଣ ମିଆଁମାର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟିକୁ ନେଇ ଏପରି କିଛି ଚର୍ଚ୍ଚା ବଢିଛି । ଆଗାମୀ ୨୪ ଘଣ୍ଟାରେ ଏହା ଉତ୍ତର ଆଣ୍ଡାମାନ ସାଗର ଓ ମିଆଁମାରର ସଂଲଗ୍ନ ଇରାୱାଡି ଅଞ୍ଚଳକୁ ପ୍ରବେଶ କରିବ । ଏହା ପରେ ଏହାର ପରବର୍ତ୍ତୀ ଗତି କୁଆଡ଼େ ରହିବ, ତାହା ଉପରେ…

ଦକ୍ଷିଣ ଓଡ଼ିଶାରେ ବନ୍ୟା ସ୍ଥିତିର ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଦକ୍ଷିଣ ଓଡ଼ିଶାରେ ବନ୍ୟା ସ୍ଥିତିର ଅନୁଧ୍ୟାନ କରିଛନ୍ତି ମୁଖ୍ଯମନ୍ତ୍ରୀ । ଏରିଅଲ ସର୍ଭେ ପରେ ଜୟପୁରରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଠାରୁ କୋଟପାଡ ଯାଇ ବନ୍ଯାଞ୍ଚଳ ପରିଦର୍ଶନ କରିଛନ୍ତି । ବୋଟ୍ରେ ଯାଇ ବନ୍ଯା ପ୍ରଭାବିତ ଅଞ୍ଚଳ ଦେଖିଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ସହ…

ଜନଶୁଣାଣି ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିଛନ୍ତି ମୋହନ ସରକାର ,ଏଣିକି ସୋମବାରକୁ ନୋ ମିଟିଂ ଡେ’ ଘୋଷଣା

ସାଧାରଣ ଲୋକଙ୍କ ଅଭିଯୋଗ ଓ ସମସ୍ୟାର ସମାଧାନକୁ ଗୁରୁତ୍ୱ ଦେଇ ଜନଶୁଣାଣି ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିଛନ୍ତି ମୋହନ ସରକାର । ଲୋକଙ୍କ ସମସ୍ୟା ସିଧାସଳଖ ଶୁଣିବା ସହ ଏହାର ସମାଧାନ ପାଇଁ ଜନ ଅଭିଯୋଗ ଶୁଣାଣି କରାଯାଉଛି । କେବଳ ରାଜ୍ୟସ୍ତରୀୟ ଜନଶୁଣାଣି ନୁହେଁ, ବିଭିନ୍ନ ସରକାରୀ ବିଭାଗ ଓ…

ଡିଜେର ଶବ୍ଦ ଓ ଭାଇବ୍ରେସନ ମଧ୍ୟରେ ଭୁଶୁଡ଼ି ପଡ଼ିଲା ଦୁଇ ମହଲା କଂକ୍ରିଟ୍ ଛାତ, ଜଣେ ମୃତ ୧୦ରୁ ଅଧିକ ଲୋକ ଆହତ

ଜଟଣୀରେ ଗଣେଶ ଭସାଣି ବେଳେ ଘଟିଛି ଅଘଟଣ । ଡିଜେର ଶବ୍ଦ ଓ ଭାଇବ୍ରେସନ ମଧ୍ୟରେ ଭୁଶୁଡ଼ି ପଡ଼ିଲା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଦୁଇ ମହଲା କଂକ୍ରିଟ୍ ଛାତ । ଭସାଣି ଦେଖିବା ପାଇଁ ରାସ୍ତାକଡ଼ରେ ଏକାଠି ହୋଇଥିବା ଲୋକଙ୍କ ଉପରେ ଛାତର ଭଗ୍ନାବଶେଷ ଖସି ପଡ଼ିବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ…