ଭାରତୀୟଙ୍କ ପସନ୍ଦ ରୁଷର ମଦ , ଆମଦାନୀ ହୋଇଛି ୫୨୦ ଟନ୍ ହ୍ବିସ୍କି, ଜିନ୍, ଭୋଡକା ଏବଂ ଅନ୍ୟ ପ୍ରଡକ୍ଟ
ଭାରତରେ ରୁଷ ମଦର ଚାହିଦା ବଢ଼ିଛି । ଏହାର ଅନୁମାନ ଏଥିରେ କରାଯାଇପାରେ ଯେ, ୨୦୨୫ର ପ୍ରଥମ ମାସରେ ଭାରତରେ ୫୨୦ ଟନ୍ ହ୍ବିସ୍କି, ଜିନ୍, ଭୋଡକା ଏବଂ ଅନ୍ୟ ପ୍ରଡକ୍ଟ ଆମଦାନୀ ହୋଇଛି। ଯାହା ଗତ ବର୍ଷର ସମାନ ଅବଧି ତୁଳନାରେ ପ୍ରାୟ ୪ ଗୁଣ ଅଧିକ।
ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏବର୍ଷ…