ଆମେରିକାରେ ପରିସ୍ଥିତି ଗମ୍ଭୀର, ଦେଶରେ ଅନେକ ସ୍ଥାନରେ ତୁଷାର ଝଡ଼
ଆମେରିକାରେ ପରିସ୍ଥିତି ଗମ୍ଭୀର। ଦାଉ ସାଧୁଛି ପ୍ରକୃତି କୋପ। ଦେଶରେ ଅନେକ ସ୍ଥାନରେ ତୁଷାର ଝଡ଼। ନ୍ୟୁୟର୍କ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ। କେବଳ ସେତିକି ନୁହେଁ। ଦେଶର ସର୍ବବୃହତ ସହର ନ୍ୟୁୟର୍କରେ ରାତ୍ରିରେ ୧୦ ଇଞ୍ଚ ପର୍ଯ୍ୟନ୍ତ ତୁଷାରପାତ ହେବାର ସମ୍ଭାବନା ଅଛି, ତାପମାତ୍ରା ଶୂନ୍ୟ…