ପ୍ରମିଳା ମଲ୍ଲିକଙ୍କ ସରକାରୀ ବାସଭବନରେ ଯାଜପୁର ବିଜେଡି ନେତାଙ୍କ ମେଳି, ଯାହାକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି
ସାଧାରଣ ନର୍ବାଚନରେ ପରାଜୟ ପରଠୁ ବିଜେଡିର ଦଳୀୟ କନ୍ଦଳ ପଦାରେ ପଡ଼ିଛି। ଦଳ ଅନ୍ୟ କାହାର ଇଙ୍ଗିତରେ ପରିଚାଳିତ ହେଉଥିବା ଅଭିଯୋଗ ଆଣି ଅନେକ ଦଳୀୟ ନେତା ଓ କର୍ମୀ ଅସନ୍ତୋଷ ପ୍ରକାଶ କରୁଥିବାର ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ ବିଭିନ୍ନ ସମୟରେ ଦଳୀୟ ନେତାଙ୍କ ମେଳି ମଧ୍ୟ ବେଶ୍…