ସେୟାର୍ ବଜାରରେ ହ୍ରାସ, 800 ପଏଣ୍ଟ ତଳକୁ ଖସିଲା ସେନସେକ୍ସ
ଇରାନର ତିନୋଟି ପରମାଣୁ କେନ୍ଦ୍ର ଉପରେ ଆମେରିକା ବୋମା ମାଡ଼ କରିବା ପରେ ମଧ୍ୟପ୍ରାଚ୍ୟ ସଙ୍କଟ ଆହୁରି ତୀବ୍ର ହୋଇଛି। ସେନସେକ୍ସ ପ୍ରାୟ ୫୦୦ ପଏଣ୍ଟ ଖୋଲିଥିଲା କିନ୍ତୁ ଶୀଘ୍ର ୮୦୦ ରୁ ଅଧିକ ହ୍ରାସ ପାଇଥିଲ। ଏପଟେ ନିଫ୍ଟି ପ୍ରାୟ ୨୫୦ ପଏଣ୍ଟ ହ୍ରାସ ପାଇଛି। ସକାଳ ୯.୪୫ ରେ, ସେନସେକ୍ସ…