Browsing Tag

#india

ଆଇପିଏଲ: ୮ ଓ୍ୱିକେଟରେ CSKକୁ ହରାଇଲା ରାଜସ୍ଥାନ ରୟାଲ୍ସ

ଆଇପିଏଲରେ ରାଜସ୍ଥାନ ରୟାଲ୍ସର ବାଜିମାତ ।  ୮ ଓ୍ୱିକେଟରେ CSKକୁ ହରାଇଲା । ୩୭ ବଲ ବାକିଥାଇ ୧୨୮ ରନ୍ କରି ମ୍ୟାଚି ଜିତିଥିଲା ଆରଆର । ବୈଭବ ସୂର୍ଯ୍ୟବଂଶୀ ବିସ୍ଫୋରକ ଇଂନିସ ଖେଳି ୧୫ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ଇନିଂସରେ ଥିଲା ୪ ଚୌକା ଓ ୫ ଛକ୍କା । ୧୭ ବଲରେ ୫୨ରନର ପାଳି…

ଆଜି ଚୈତ୍ରମାସ ଚତୁର୍ଥ ମଙ୍ଗଳବାର,ମାଆ ରାଜରାଜେଶ୍ବରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ମଙ୍ଗଳା

ଆଜି ହେଉଛି କାକଟପୁର ବାସିନୀ ମା ମଙ୍ଗଳାଙ୍କ ଚୈତ୍ରମାସ ଚତୁର୍ଥ ମଙ୍ଗଳବାର ପାଳିଯାତ୍ରା । ଆଜି ମାଆ ରାଜରାଜେଶ୍ବରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଏଥିପାଇଁ ମଙ୍ଗଳା ମନ୍ଦିରରେ ଆଜି ମା ମଙ୍ଗଳାଙ୍କ ନୀତିକାନ୍ତି ସହ ପୂଜା ଚାଲିଛି । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏହି କମଣୀୟ ବେଶକୁ…

ଆଜି ସରୁଛି ନକ୍ସଲଙ୍କ ଡେଡ୍ ଲାଇନ୍

ଆଜି ସରୁଛି ନକ୍ସଲଙ୍କ ଡେଡ୍ ଲାଇନ୍ । ନକ୍ସଲ ନିପାତ ପାଇଁ ମାର୍ଚ୍ଚ ୩୧କୁ ଡେଡଲାଇନ୍ ଦେଇଥିଲେ ଗୃହ ମନ୍ତ୍ରୀ ଅମିତ ଶାହ ।  ବହୁ ଟପ୍ ନେତା ସୁରକ୍ଷା ବାହିନୀ ଗୁଳିରେ ନିପାତ ହୋଇଥିବା ବେଳେ ଅନେକ ଆତ୍ମସମର୍ପଣ କରିଛନ୍ତି ।  ଟପ୍ ମାଓ ନେତା କେନ୍ଦ୍ରୀୟ କମିଟି ସଦସ୍ୟ ମେଶ୍ରି ବେଶ୍ରା ଓ…

ଆଜିର ରାଶିଫଳ

ମେଷ: ଆଜି ଆପଣଙ୍କ ଜୀବନରେ ଖୁସି ଆଣିଥାଏ । ସମ୍ପତ୍ତିରେ ନିବେଶ କରିବା ନିଶ୍ଚିତ ଭାବରେ ଭଲ ଲାଭ ଦେବ । ଲୋକଙ୍କୁ ଭେଟିବା ଏବଂ ଏକାଠି ମଜାଦାର କାମ କରିବା ଆପଣଙ୍କୁ ଖୁସି ରଖିବ । କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଆପଣଙ୍କ ଆର୍ଥିକ ପରିସ୍ଥିତି ସମୀକ୍ଷା କରିବା ଏକ ଭଲ ଧାରଣା ହେବ ।…

ରାଜ୍ୟରେ ଭୋଟର ଜାଲିଆତିର ବଡ଼ ଖୁଲାସା କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ,ବାଦ୍ ପଡ଼ିଲେ ୭ ଲକ୍ଷ ୬୮ ହଜାର ୫୨୧ ଜଣ…

ବିଧାନସଭାରୁ ଆସିଲା ସାଂଘାତିକ ତଥ୍ୟ। ଭୋଟର ଜାଲିଆତିରେ ବଡ଼ ଖୁଲାସା କରିଛନ୍ତି ନିର୍ବାଚନ ଅଧିକାରୀ । ରାଜ୍ୟରେ ଭୋଟର ତାଲିକା ସଂଶୋଧନରେ ବାଦ୍ ପଡ଼ିଲେ ୭ ଲକ୍ଷ ୬୮ ହଜାର ୫୨୧ ଜଣ ଭୋଟର ବୋଲି ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଭୋଟର ତାଲିକା ସଂପର୍କୀତ…

ପଇଡ଼ ପାଣିର ଲାଭକାରୀ ଗୁଣ

ପଇଡ଼ ପାଣିରେ ଅନେକ ପୋଷକ ତତ୍ତ୍ବ ଥାଏ । ଏଥିରେ ସୋଡିୟମ୍,ପୋଟାସିୟମ୍, କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଭରପୁର ମାତ୍ରାରେ ରହିଥାଏ । ସେଥିରୁ ଇଲେକ୍ଟ୍ରୋଲାଇଟ୍ସ ମଧ୍ୟ ମିଳିଥାଏ । ଡିହାଇଡ୍ରେସନ୍ ଭଳି ସମସ୍ୟା ପାଇଁ ବେଷ୍ଟ ପଇଡ଼ ପାଣି । ପଇଡ ପାଣି ପାଣି ଭଳି ଏହାର ନାଳି ମଧ୍ୟ ଆମ…

ଇରାନୀ ଆକ୍ରମଣରେ ଭାରତୀୟ କର୍ମଚାରୀ ମୃତ

ଯୁଦ୍ଧରେ ପଛକୁ ହଟୁନି ଇରାନ। ଗଲ୍ଫ ଦେଶକୁ ଆଟାକ୍। ଏହାରି ଭିତରେ କୁଏତର ବିଦ୍ୟୁତ୍ ଏବଂ ଜଳ ବିଶୋଧାନାଗାର ପରିସରରେ ଥିବା ସେବା ଭବନ ଉପରେ ଇରାନ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେଠାରେ କାର୍ଯ୍ୟରତ ଜଣେ ଭାରତୀୟ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। କୁଏତର ବିଦ୍ୟୁତ୍ ଏବଂ ଜଳ ମନ୍ତ୍ରଣାଳୟ…

ପୁଣିଥରେ ବାପା-ମା ହୋଇଛନ୍ତି ସୋନମ କପୁର ଏବଂ ତାଙ୍କ ସ୍ବାମୀ ଆନନ୍ଦ ଆହୁଜା

ବଲିଉଡର ଫ୍ୟାଶନ ଆଇକନ୍ ସୋନମ କପୁରଙ୍କ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ସୋନମ କପୁର ଏବଂ ତାଙ୍କ ସ୍ବାମୀ ଆନନ୍ଦ ଆହୁଜା ପୁଣିଥରେ ବାପା-ମା ହୋଇଛନ୍ତି । ଗତକାଲି ସେମାନେ ସେମାନଙ୍କର ଦ୍ବିତୀୟ ସନ୍ତାନକୁ ସ୍ବାଗତ କରିଛନ୍ତି । ଏହି ଖୁସି ଖବରଟିକୁ ସୋନମ କପୁର ନିଜେ ଫ୍ୟାନ୍ସଙ୍କ ସହ ସୋସିଆଲ…

ଭାରତୀୟ ଷ୍ଟକ୍‌ ବଜାର ହ୍ରାସ,ସେନସେକ୍ସ ୧୦୧୮ ପଏଣ୍ଟ ହ୍ରାସ ପାଇ ୭୨୫୬୫ରେ ପହଞ୍ଚିଛି

ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮ ପଏଣ୍ଟ ହ୍ରାସ ପାଇ ୭୨୫୬୫ରେ ପହଞ୍ଚିଛି। ସେହିପରି ନିଫ୍ଟି ମଧ୍ୟ ୨୬୯ ପଏଣ୍ଟ ହ୍ରାସ ସହିତ ୨୨୫୪୯ରେ ଖୋଲିଛି। ସେନସେକ୍ସ…

ଦିଲ୍ଲୀରେ ବିଜେପି ସାଂସଦ ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଦିଲ୍ଲୀରେ ବିଜେପି ସାଂସଦ ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟର ବିଭିନ୍ନ ବିଷୟରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ସେହିଭଳି ସାଂସଦ ମାନେ ମଧ୍ୟ ନିଜ ନିଜ ନିର୍ବାଚନ ମଣ୍ଡଳୀ ବିଷୟରେ ଚର୍ଚ୍ଚା ଆଲୋଚନା କରିଛନ୍ତି । ଗତ ଶନିବାର ଠାରୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ…