ଉପଜିଲ୍ଲାପାଳଙ୍କ କ୍ଷମା ପ୍ରାର୍ଥନା ଓ ପ୍ରତିଶ୍ରୁତି ପରେ କପିଳାସ ଶୈବପୀଠରେ ସ୍ବାଭାବିକ ହେଲା ନୀତିକାନ୍ତି
ଢେଙ୍କାନାଳର କପିଳାସ ଶୈବପୀଠରେ ସ୍ବାଭାବିକ ହେଲା ନୀତିକାନ୍ତି । ଉପଜିଲ୍ଲାପାଳଙ୍କ କ୍ଷମା ପ୍ରାର୍ଥନା ଓ ପ୍ରତିଶ୍ରୁତି ପରେ ସେବାୟତଙ୍କ ଧାରଣା ହଟିଛି । ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ୨୦ ତାରିଖରେ ବସିବ ଗୁରୁତ୍ବପୁର୍ଣ୍ଣ ବୈଠକ। ଏହି ବୈଠକରେ ସେବାୟତ ଛତିଶାନିଯୋଗ ଓ…