ଘୁଞ୍ଚିଲା “ଟକ୍ସିକ” ର ରିଲିଜ୍ ତାରିଖ , ପ୍ରଶଂସକଙ୍କୁ ଧୈର୍ଯ୍ୟ ଧରିବା ପାଇଁ ଅନୁରୋଧ କଲେ ୟଶ
କନ୍ନଡ ସୁପରଷ୍ଟାର ୟଶଙ୍କୁ ପରଦାରେ ଦେଖିବା ପାଇଁ ଦର୍ଶକ ଚାହିଁ ରହିଥିଲେ ମଧ୍ୟ ସେମାନଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ । ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ, ଟକ୍ସିକ୍ ଫିଲ୍ମଟି ମାର୍ଚ୍ଚ ୧୯ରେ ମୁକ୍ତିଲାଭ କରିବାର ଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ସ୍ଥଗିତ ରଖାଯାଇଛି ।…