ଜାଆଁଳା ସନ୍ତାନର ମା’ ହେବାକୁ ଯାଉଛନ୍ତି ଟିଭିର ଚର୍ଚ୍ଚିତ ନାଗିନ୍ ଫେମ୍ ସୁରଭି ଜ୍ୟୋତି,ଏହି ଖୁସିକୁ ସୋସିଆଲ ମିଡିଆରେ…
ଜାଆଁଳା ସନ୍ତାନର ମା’ ହେବାକୁ ଯାଉଛନ୍ତି ଟିଭିର ଚର୍ଚ୍ଚିତ ନାଗିନ୍ ଫେମ୍ ସୁରଭି ଜ୍ୟୋତି । ସେ ଏହି ଖୁସି ଖବରକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ଉତ୍ସାହ ପ୍ରକାଶ କରିଛନ୍ତି ।
ସୁରଭି ଜ୍ୟୋତି ତାଙ୍କ ପ୍ରେଗ୍ନେସିକୁ ନେଇ ଖୁବ୍ ଖୁସି…