କଲବଲ କରୁଛି ତାତି , ଆହୁରି ୪ ଦିନ ଗରମ ଓ ଗୁଳୁଗୁଳିରୁ ମିଳିବନି ନିସ୍ତାର
କଲବଲ କରୁଛି ତାତି । ଆହୁରି ୪ ଦିନ ଗରମ ଓ ଗୁଳୁଗୁଳିରୁ ମିଳିବନି ନିସ୍ତାର । ଅସ୍ତବ୍ୟସ୍ତ କରୁଛି ଗରମ । ତଳେ ଉପରେ ସବୁଠି ତାତି । ୨୫ ଯାଏ ତାତି ରୁ ନାହିଁ ତ୍ରାହି । ୪୦ ଡିଗ୍ରୀ ଉପରେ ୧୪ ସହର । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ତାତି । ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି…