ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଚତୁର୍ଥ ପର୍ଯ୍ଯାୟର ଶୁଭାରମ୍ଭ,ଉପାନ୍ତ ରାୟଗଡ଼ା ଜିଲ୍ଲା ପାଇଁ ୨୭୪ଟି ପକ୍କା ସଡକ…
ରାୟଗଡାରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡକ ଯୋଜନା ଚତୁର୍ଥ ପର୍ଯ୍ଯାୟର ଶୁଭାରମ୍ଭ । ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଉପସ୍ଥିତିରେ ଏହି ଯୋଜନା ଆରମ୍ଭ ହୋଇଛି । ଏହି ଯୋଜନାରେ ଓଡିଶାରେ ୮୨୭ଟି ପ୍ରଧାନମନ୍ତ୍ରୀ…