ଶରୀର ପାଇଁ ଅମୃତ ସମାନ କାମ କରେ ଡାଳିମ୍ବ ଜୁସ୍
ସୁସ୍ଥ ଶରୀର ପାଇଁ ଫଳମୂଳ ଖାଇବା ନିହାତି ଜରୁରୀ । ଡାକ୍ତରମାନେ ମଧ୍ୟ ସବୁବେଳେ ଫଳମୂଳ ଖାଇବାକୁ ପରାମର୍ଶ ଦିଅନ୍ତି । ସବୁ ଫଳମୂଳ ମଧ୍ୟରେ ଡାଳିମ୍ବ ହେଉଛି ବହୁତ ସ୍ୱତନ୍ତ୍ର, କାରଣ ଏହା ଏପରି ଏକ ଫଳ ଯାହା ହିତକର ଗୁଣରେ ଭରପୂର । ବିଶେଷଜ୍ଞଙ୍କ ମତରେ, ଯଦି ପ୍ରତିଦିନ ସକାଳେ ଖାଲି ପେଟରେ…