ୟୁକ୍ରେନ ଉପରେ ରୁଷିଆ ଭୟଙ୍କର ଆକ୍ରମଣ,୧୭ ମୃତ ୯୦ରୁ ଅଧିକ ଆହତ
ୟୁକ୍ରେନ ଉପରେ ରୁଷିଆ ଭୟଙ୍କର ଆକ୍ରମଣ ସାମ୍ନାକୁ କରିଛି । ଏହି ଆକ୍ରମଣକୁ 'ଭୟଙ୍କର କାଳରାତ୍ରି' (Night of Horror) ବୋଲି କହିଛି ୟୁକ୍ରେନ । ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିର୍ଦ୍ଦେଶରେ ୟୁକ୍ରେନର ରାଜଧାନୀ କିଭ୍ ଉପରେ ହୋଇଥିବା ଏହି କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣରେ…