ଫିଲ୍ମ ‘ଈଠା’ ପାଇଁ ୧୫ କୋଟିର ପାରିଶ୍ରମିକ ନେଲେ ଚୁଲବୁଲି ଅଭିନେତ୍ରୀ ଶ୍ରଦ୍ଧା କପୁର
ବିଟାଉନ୍ର ଚୁଲବୁଲି ଅଭିନେତ୍ରୀ ଶ୍ରଦ୍ଧା କପୁର। ସେ ତାଙ୍କର ଅପକମିଂ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି । "ସ୍ତ୍ରୀ" ଏବଂ "ସ୍ତ୍ରୀ ୨" ଭଳି ଫିଲ୍ଲର ସଫଳତା ପରେ ଶ୍ରଦ୍ଧା ତାଙ୍କର ଫି' ବୃଦ୍ଧି କରିଛନ୍ତି। ‘ଈଠା’ରେ ବିଠାବାଇ ନାରାୟଣଗାଓଁକର ଭୂମିକା ପାଇଁ ସେ କୋଟି କୋଟି ଟଙ୍କା ନେଇଥିବା…