‘କକ୍ରୋଚ୍ ଜନତା ପାର୍ଟି’ର ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍ ହ୍ୟାକ୍ – ଅଭିଜିତ୍ ଦୀପକେ
ଅଭିଜିତ୍ ଦୀପକେ ଏବେ ଭାରତର ବହୁଚର୍ଚ୍ଚିତ ନାମ। 'କକ୍ରୋଚ୍ ଜନତା ପାର୍ଟି'ର ପ୍ରତିଷ୍ଠାତା। ତାଙ୍କର ବ୍ୟଙ୍ଗାତ୍ମକ ଡିଜିଟାଲ୍ ଅଭିଯାନ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହୋଇଛି। ଯାହାକୁ ଲକ୍ଷ ଲକ୍ଷ ଲୋକଙ୍କ ସମର୍ଥନ ମିଳିଛି। ଅଭିଜିତ୍ ଦୀପକେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଅନଲାଇନ୍…