ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କଲେ ଆରବିଆଇ ଗଭର୍ଣ୍ଣର

ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଦର୍ଶନ କରିବା ପରେ ଆରବିଆଇ ଗଭର୍ଣ୍ଣରଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ବହୁବର୍ଷ ପରେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବାର ସୁଯୋଗ ମିଳିଲା । ଆମେ ବହୁ ଭଲରେ ପ୍ରଭୁ ଲିଙ୍ଗରାଜଙ୍କର ଦର୍ଶନ…

ହେଡଫୋନର ବ୍ୟବହାର ଦ୍ୱାରା କ୍ୟାନସର ଶିକାର ହୋଇପାରନ୍ତି !

ମୋବାଇଲ ବିନା ଯେପରି ଆମର ଜୀବନ ଆଉ କଳ୍ପନା କରିବା ସମ୍ଭବ ନୁହେଁ । ମୋବାଇଲ ସାଙ୍ଗକୁ ରହିଛି ଏହାର ହେଡଫୋନ । ଯାହାକୁ ଦେଖନ୍ତୁ କାନରେ ହେଡଫୋନ ନହେଲେ ଇୟରଫୋନ । କାନରେ ହେଡଫୋନ କିମ୍ବା ଇୟରଫୋନ ଲଗାଇବା ସତେ ଯେମିତି ଏକ ଫ୍ୟାସନ ହୋଇଗଲାଣି । ଅଧିକାଂଶ ସମୟ କାନରେ ଏହାକୁ ଲଗାଇ ଗୀତ ଶୁଣିବା…

ସୋମବାର ପ୍ରକାଶ ପାଇପାରେ ମାଟ୍ରିକ ରେଜଲ୍ଟ

ସୋମବାର ପ୍ରକାଶ ପାଇପାରେ ମାଟ୍ରିକ ରେଜଲ୍ଟ । ଆଜି ପୂର୍ବାହ୍ନରେ ତାରିଖ ଘୋଷଣା କରିବ ବୋର୍ଡ । ୨୭ ତାରିଖରେ ପରୀକ୍ଷା ଫଳ ପ୍ରକାଶ ସମ୍ଭାବନା । ସାଢ଼େ ୫ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଦେଇଛନ୍ତି ପରୀକ୍ଷା । ମାଟ୍ରିକ୍ ସହ ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ଫଳ ଏକକାଳୀନ ପ୍ରକାଶ ପାଇବ ।…

ଟ୍ରୁକଲ ଆଣିଲା ଏକ ନୂଆ AI ଫିଚର

ଟ୍ରୁକଲ ଆପ ଆମକୁ ସ୍ପାମ କଲ୍ସରୁ ରକ୍ଷା କରିଥାଏ । ବର୍ତ୍ତମାନ ଟ୍ରୁକଲରର ନିଜ ୟୁଜର୍ସଙ୍କ ପାଇଁ ଏକ ଭଲ ଏଆଇ ଫିଚର ଇଣ୍ଟ୍ରୋଡ୍ୟୁସ କରିଛି । ଏଥିପାଇଁ ଟ୍ରୁକଲରର ଆପ ମାଇକ୍ରୋସଫ୍ଟ ସହ ପାର୍ଟନରସିପ କରିଛି । ବର୍ତ୍ତମାନ ଟ୍ରୁକଲରର  ୟୁଜର୍ସଙ୍କୁ କଲ୍ ଆଇଡେଣ୍ଟିଫିକେସନ ସହ ନିଜ ରେପ୍ଲିକା…

ଟି-୨୦ ବିଶ୍ୱକପ୍ ପୂର୍ବରୁ ଆଇସିସି ଜାରି କଲା ନୂଆ ଆନଥେମ

 ଟି-୨୦ ବିଶ୍ୱକପ୍ ୨୦୨୪ ଆରମ୍ଭ ହେବା ପୂର୍ବରୁ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ ଏକ ନୂଆ ଆନଥେମ ଜାରି କରିଛି । ଏହି ସଂଗୀତ ଏବେ ବିଶ୍ୱ କ୍ରିକେଟର ସମସ୍ତ ଆଇସିସି ଇଭେଣ୍ଟରେ ମଧ୍ୟ ବ୍ୟବହୃତ ହେବ । ଏଣିକି ଏହି ସଂଗୀତକୁ ଆଇସିସିର ବ୍ରାଣ୍ଡ ସଂଗୀତ ବୋଲି ବିବେଚନା କରାଯିବ । ଏହା ପୂର୍ବରୁ…

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁହଁ ଖୋଲିଲେ ପିଏମ ମୋଦୀ

ମଦ ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା । ସେ ବର୍ତ୍ତମାନ ଅନ୍ତରୀଣ ଜାମିନରେ ପଦାକୁ ଆସିଛନ୍ତି, ପୁଣି ଜୁନ ୨ରେ ସେ ସରେଣ୍ଡର କରିବେ । ଏନେଇ ଅନେକ ପ୍ରକାର ପ୍ରଶ୍ନ ବି ଉଠିଛି । ଏହାରି ମଧ୍ୟରେ ନରେନ୍ଦ୍ର…

ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ

ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ରାଜ୍ୟର ୬ ଲୋକସଭା ଆସନ ଓ ୪୨ ବିଧାନସଭା ଆସନରେ ବଡ଼ ବଡ଼ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ସମ୍ବଲପୁର, ଭୁବନେଶ୍ୱର, କଟକ, କେନ୍ଦୁଝର, ଢେଙ୍କାନାଳ ଓ ପୁରୀ ଭଳି ହାଇପ୍ରୋଫାଇଲ ଆସନରେ ଭୋଟ୍ ପଡିବାକୁ ଯାଉଛି । ଯାହା ବଡ ବଡ…

ତାଇଓ୍ବାନକୁ ସମର୍ଥନ କଲେ ମୁଣ୍ଡ କାଟି ଦିଆଯିବ

ତାଇୱାନର ସ୍ବତନ୍ତ୍ରତାକୁ ସମର୍ଥନ କରୁଥିବା ବ୍ୟକ୍ତିଙ୍କ ମୁଣ୍ଡ କାଟି ଦିଆଯିବ। ଚାଇନା କହିଛି ତାଇୱାନର ସ୍ବ-ଶାସିତ ଦ୍ୱୀପ ଚାରିପାଖରେ ଏହାର ସାମରିକ ଅଭ୍ୟାସ ଏକ ‘ଗଭୀର ଚେତାବନୀ’ ପଠାଇବା ପାଇଁ ଉଦ୍ଦିଷ୍ଟ। ତାଇୱାନର ନୈସେନା ଚାଇନାର ଯୁଦ୍ଧାଗ୍ୟାସର ଏକ ଚିତ୍ର ଶେୟାର କରିଛି।ନିକଟରେ…

ଆଜି ମୟୂରଭଞ୍ଜରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୟୂରଭଞ୍ଜରେ ଆଜି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜିଲ୍ଲାର ଦୁଇଟି ସ୍ଥାନରେ ହେବାକୁ ଥିବା ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ସାମିଲ ହେବେ ବିଜେଡି ସୁପ୍ରିମୋ । ପ୍ରଚାର ସଭାରେ ସାମିଲ ହୋଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ।…

ଆଜିର ରାଶିଫଳ

ମେଷ: ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିବେ। ଶୀଘ୍ର କୌଣସି ନୂଆ ଦାୟିତ୍ବ ମିଳିବ। ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କର ସହଯୋଗ ମିଳିବ। ଆସୁଥିବା ସମୟରେ ଆପଣଙ୍କର ମହତ୍ତ୍ବାକାଂକ୍ଷା ବୃଦ୍ଧି ହୋଇପାରେ। ବୃଷ: ପରିବାରରେ ଖୁସିର ବାତାବରଣ ରହିବ। ଆପଣଙ୍କ ପାଇଁ କୌଣସି…