ଭୋଟ ଦେଲେ ମୁଖ୍ୟମନ୍ତ୍ରୀ

ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ। ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ସଂସଦୀୟ କ୍ଷେତ୍ର ସମେତ ୪୨ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଯାଇଛି ମତଦାନ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମତସାବ୍ୟସ୍ତ କରିଛନ୍ତି।

ବୈଦ୍ୟୁତିକ ସାମଗ୍ରୀର ଦର ବୃଦ୍ଧି

ଲୋହିତ ସାଗର ସଙ୍କଟ ଯୋଗୁ ବର୍ତ୍ତମାନ ଏହାର ପ୍ରଭାବ ବ୍ୟବସାୟ କ୍ଷେତ୍ରରେ ଦେଖିବାକୁ ମିଳୁଛି। ଶିପିଂ କଣ୍ଟେନରର ଅଭାବ କାରଣରୁ ଚାଇନାରୁ ଆସୁଥିବା ସାମଗ୍ରୀ ଉପରେ ମାଲ ପରିବହନ ଶୁଳ୍କ ବୃଦ୍ଧି ହେତୁ ଆଇଟି ହାର୍ଡୱେର୍‌, ଟିଭି, ୱାଶିଂ ମେଶିନ ଏବଂ ଏସି ଆଦି ବୈଦ୍ୟୁତିକ ସାମଗ୍ରୀ ମୂଲ୍ୟ…

ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ଦେଶରେ ୧୦.୮୨ ପ୍ରତିଶତ ମତଦାନ

ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ଦେଶରେ ମୋଟ ୧୦.୮୨ ପ୍ରତିଶତ ମତଦାନ ହୋଇଛି। ସେଥିମଧ୍ୟରୁ ପଶ୍ଚିମବଙ୍ଗରେ ସର୍ବାଧିକ ମତଦାନ ହୋଇଛି। ପଶ୍ଚିମବଙ୍ଗରେ ୧୬.୫୪ ପ୍ରତିଶତ ମତଦାନ ହୋଇଥିବାବେଳେ ହରିୟାଣାରେ ୮.୩୧ ପ୍ରତିଶତ, ଦିଲ୍ଲୀରେ ୮.୯୪ ପ୍ରତିଶତ, ଝାଡଖଣ୍ଡରେ…

ESIC Recruitment

ଭାରତ ସରକାର ଅଧିନରେ ଥିବା ESIC ଏକ ଅଗ୍ରଣୀ ସଂସ୍ଥା। ଏଥିରେ ଚାକିରି କରିବାକୁ ଅନେକ ପ୍ରାର୍ଥୀ ଇଛା କରିଥାନ୍ତି। ଆପଣ ଯଦି ଏହି ସଂସ୍ଥାରେ ଚାକିରି କରିବାକୁ ଚାହାନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। ESIC ଏନେଇ ଏକ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଛି।ଏହି ନିଯୁକ୍ତି ମାଧ୍ୟମରେ ESIC…

ଫ୍ଲିପ୍‌କାର୍ଟରେ ନିବେଶ କଲା ଗୁଗ୍‌ଲ

ଭାରତୀୟ ଇ-କମର୍ସ କମ୍ପାନି ଫ୍ଲିପ୍‌କାର୍ଟରେ ଗୁଗ୍‌ଲ ୩୫୦ ନିୟୁତ ଡଲାର (୨୯୦୦ କୋଟି ଟଙ୍କା) ନିବେଶ କରିଛି। କମ୍ପାନି ପକ୍ଷରୁ ଗୁଗ୍‌ଲକୁ ସଂଖ୍ୟାଲଘୁ ନିବେଶକ ମାନ୍ୟତା ପ୍ରଦାନ କରାଯାଇଛି। ଏହି ନିବେଶ ପରେ ଫ୍ଲିପ୍‌କାର୍ଟର ମୂଲ୍ୟ ୩୫-୩୬ ବିଲିଅନ୍ ଡଲାରରେ ପହଞ୍ଚିଛି।ଫ୍ଲିପ୍‌କାର୍ଟରେ…

ମନୋଜଙ୍କ ନୈରାଶ୍ୟଜନକ ଶତକ

ମନୋଜ ବାଜପେୟୀ ମୁଖ୍ୟତଃ ଦେଶୀ ଖଳନାୟକ ଚରିତ୍ରମାନଙ୍କ ଜରିଆରେ ଭାରତୀୟ ସିନେମା ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କର ଶହେତମ ଚଳଚ୍ଚିତ୍ର ଭାବେ ‘ଭୈୟା ଜୀ’କୁ ନେଇ ଦର୍ଶକଙ୍କ ମନରେ ଉତ୍କଣ୍ଠା ସୃଷ୍ଟି ହେବା ସ୍ବାଭାବିକ। ଏଥିରେ ସେ ନାୟକ ଭୂମିକାରେ ଅବତୀର୍ଣ୍ଣ…

ଫାଇନାଲରେ ହାଇଦ୍ରାବାଦ-କୋଲକାତା

ଆଇପିଏଲ୍‌ ରାଜସ୍ଥାନର ଟ୍ରେଣ୍ଟ ବୋଲ୍ଟ ଓ ଆଭେସ ଖାଁ ଚମତ୍କାର ବୋଲିଂ କରି ସନ୍‌ରାଇଜର୍ସ ଇନିଂସକୁ ୨୦ ଓଭରରେ ୯ ଉଇକେଟରେ ୧୭୫ ମଧ୍ୟରେ ସୀମିତ ରଖିଥିଲେ। ୧୭୬ ରନ ବିଜୟ ଲକ୍ଷ୍ୟନେଇ ବ୍ୟାଟିଂ କରିଥିବା ରାଜସ୍ଥାନ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇ ୨୦ ଓଭରରେ ୭ ଉଇକେଟ ହରାଇ ୧୩୯ ରନ କରିବାକୁ…

ରାଫାହ ବର୍ବରରାଫାହ ବର୍ବରତା ବନ୍ଦ କର

ଗାଜା ସିଟିର ରାଫାହରେ ବୋମା ବର୍ଷଣ ଓ ରକେଟ ମାଡ଼ ତୁରନ୍ତ ବନ୍ଦ କରିବା ପାଇଁ ନେଦରଲାଣ୍ଡ୍ସର ହେଗ୍‌ସ୍ଥିତ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ ଶୁକ୍ରବାର ଇସ୍ରାଏଲ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏହି ଦକ୍ଷିଣାଞ୍ଚଳ ବସତିରେ ଅସ୍ତ୍ରବିରତି ରୋକିବା ଉପରେ କିଛି କହି ନାହାନ୍ତି।…

ଆସୁଛି ବାତ୍ୟା ‘ରେମାଲ’ 

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶଙ୍କ ମନୋରମା ମହାପାତ୍ରଙ୍କ କହିବାନୁସାରେ, ବାତ୍ୟା ‘ରେମାଲ’ ଏବେ ଉତ୍ତର ପୂର୍ବ ଦେଇ ବାଂଲାଦେଶ ମୁହାଁ ଗତି କରୁଛି । ଏହା ୨୬ ତାରିଖ ସୁଦ୍ଧା ମଧ୍ୟରାତ୍ରରେ ଲ୍ୟାଣ୍ଡଫଲ କରିବାର ସୂଚନା ମିଳିଛି ।ବାତ୍ୟା ରେମଲ ବାଂଲାଦେଶର ଉପକୂଳ ଅଞ୍ଚଳରୁ…

ଷଷ୍ଠ ପର୍ଯ୍ୟାୟ ନିର୍ବାଚନ: ୫୮ ଲୋକସଭା ଆସନରେ ମତଦାନ ଜାରି

ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନଲାଗି ମତଦାନ ଶନିବାର ସକାଳ ୭ଟାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି। ୮ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ଜାରି ରହିଛି। ମୋଟ୍ ୫୮ଟି ଲୋକସଭା ଆସନ ଲାଗି ଭୋଟର ମତଦାଧିକାର ସାବ୍ୟସ୍ତ କରୁଛନ୍ତି । ଭୋଟିଂ ପ୍ରକ୍ରିୟା…