ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ , ନେତା ବାଛୁଛନ୍ତି ଜନତା

ରାଜ୍ୟରେ ୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ । ଢେଙ୍କାନାଳ, ପୁରୀ, କେନ୍ଦୁଝର, ଭୁବନେଶ୍ୱର, କଟକ, ସମ୍ବଲପୁର ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ପଡିଲା ଭୋଟ । ସେହିଭଳି ୬ ସଂସଦୀୟ କ୍ଷେତ୍ର ଅଧିନରେ ଆସୁଥିବା ୪୨ ବିଧାନସଭା ଆସନ ପାଇଁ ମଧ୍ୟ ଆରମ୍ଭ ହୋଇଛି ମତଦାନ । ଏଥିରେ ୪୪୭…

ଆଜିର ରାଶିଫଳ

ମେଷ: ଆପଣଙ୍କ ଚେଷ୍ଟାରେ ସକାରାତ୍ମକ ଫଳ ପାଇବେ। ପରିବାରରେ ଖୁସିର ପରିବେଶ ରହିବ। ସାମାଜିକ କାର୍ଯ୍ୟରେ ଭାଗ ନେଇ ପାରନ୍ତି। ପ୍ରିୟଜନଙ୍କୁ ମନର କଥା କହିବେ। ବୃଷ: ଆପଣଙ୍କ ସମ୍ମୁଖକୁ କିଛି ଭଲ ସୁଯୋଗ ଆସିବ। ପର୍ଯ୍ୟଟନ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ପ୍ରିୟତମଙ୍କ…

ରାଜ୍ୟରେ ବାତ୍ୟା ‘ରେମାଲ’ର ପ୍ରଭାବ ,୪ ବନ୍ଦରକୁ ୧ ନମ୍ବର ବିପଦ ସଙ୍କେତ

ସାମ୍ଭାବ୍ୟ ଭୀଷଣ ବାତ୍ୟାର ପ୍ରଭାବ ଓଡ଼ିଶାରେ ସିଧା ସଳଖ ନପଡିଲେ ବି ଏହାର ପରୋକ୍ଷ ପ୍ରଭାବ ରହିବ । ଏଥିପାଇଁ ରାଜ୍ୟର ୪ ଟି ଯାକ ବନ୍ଦରକୁ ୧ ନମ୍ବର ବିପଦ ସଂକେତ ଦିଆଯାଇଛି। ଓଡ଼ିଶା ଉପକୂଳରେ ୨୫ ତାରିଖରେ ୪୦ ରୁ ୫୦ କିମି ବେଗରେ ପବନ ବହିବ। ଝଟକା ପବନ ୬୦ କିମି ରହିବ। ୨୬ ସକାଳେ ବୃଦ୍ଧି…

ବୁଥ୍ ରିଗିଂ ରୋକିବାକୁ ଜିଲ୍ଲାପାଳ ଓ ରିଟର୍ଣ୍ଣିଂ ଅଫିସରଙ୍କୁ ଅପରାଜିତାଙ୍କ ଚିଠି

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଆସନ୍ତାକାଲି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ସମେତ ସମସ୍ତ ବିଧାନସଭା ଆସନ ପାଇଁ ପଡିବ ଭୋଟ । ମତଦାନ ସମୟରେ ବୁଥ ରିଗିଂ ରୋକିବାକୁ ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ରିଟର୍ଣ୍ଣି ଅଫିସରଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ।ଦୁଇଜଣ…

ସ୍ୱାତୀ ମାଲିୱାଲ କେସ୍ ; ବିଭବ କୁମାରଙ୍କୁ ୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଲେ କୋର୍ଟ

ସ୍ୱାତୀ ମାଲିୱାଲ କେସରେ ବିଭବ କୁମାରଙ୍କୁ ୪ ଦିନ ପାଇଁ ବିଚାର ବିଭାଗୀୟ ହେପାଜତକୁ ପଠାଇଲେ କୋର୍ଟ । ତୀସ ହଜାରୀ କୋର୍ଟଙ୍କ ଆଦେଶ ଅନୁସାରେ, ଆସନ୍ତା ମେ ୨୮ ତାରିଖ ପର୍ଯ୍ୟନ୍ତ ବିଭବ କୁମାର ନ୍ୟାୟିକ ହେପାଜତରେ ରହିବେ । ତେବେ ଆଜି ଅର୍ଥାତ ଶୁକ୍ରବାର ବିଭବ କୁମାରଙ୍କୁ କୋର୍ଟରେ ହାଜର…

ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ମାସେ ହେବ ପ୍ରଚାର କରୁଛି , ମିଛ କହିବାର ସୀମା ଟପିଗଲାଣି ବିଜେପି

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିକୁ ଟାର୍ଗେଟ କରିଛନ୍ତି । ନିର୍ବାଚନୀ ସଭାରେ ଯୋଗ ଦେବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମିଛ କହିବାର ସୀମା ଥାଏ । ବିଜେପି ମିଛ କହିବାର ସୀମା ଟପିଯାଇଛି । ମୁଁ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଏବଂ ମାସେ ହେବ…

ରାଇରଙ୍ଗପୁର ବିଜେଡିର ପ୍ରଚାର ,ଭୋଟ୍ ମାଗିଲେ ମୁଖ୍ୟମନ୍ତ୍ରୀ ଓ ଭିକେ ପାଣ୍ଡିଆନ୍

ରାଇରଙ୍ଗପୁରରେ ବିଜେଡିର ପ୍ରଚାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେଡିର ଦୁଇ ନମ୍ବର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ୍ ରାଇରଙ୍ଗପୁରରେ ପ୍ରଚାର କରିଛନ୍ତି । ଭିକେ ପାଣ୍ଡିଆନ୍ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ସବୁଠୁ ଭଲ ଜାଗାରେ ଆଦିବାସୀ ଭାଇ ଭଉଣୀମାନଙ୍କୁ…

୨୫ରେ ଓଡ଼ିଶା ଆସିବେ ସ୍ମୃତି ଇରାନୀ

ପାରାଦୀପ ନିର୍ବାଚନମଣ୍ଡଳୀରେ ଭାଜପା ତା’ର ସ୍ଥିତିକୁ ସୁଦୃଢ କରୁଥିବା ବେଳେ ଭିନ୍ନ ଦଳରୁ ଭିନ୍ନ ଦଳରୁ ବହୁ ସମର୍ଥକ ଭାଜପାରେ ସାମିଲ ହୋଇଛନ୍ତି। ଏହି ନୂତନ ସଦସ୍ୟ ଏବେ ଉତ୍ସାହିତ ଥିବା ବେଳେ ଦଳରେ ଯୋଶ ଭରିବାକୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଅସନ୍ତା ୨୫ ତାରିଖ (ଶନିବାର) ସକାଳ ୯ଟାରେ…

ସର୍ବକାଳୀନ ଉଚ୍ଚରେ ସେନସେକ୍ସ

ଦେଶରେ ନିର୍ବାଚନ ଜାରି ରହିଥିଲା ବେଳେ ସକାରାତ୍ମକ ଫଳାଫଳ ଆଶାରେ ଶେୟାର ବଜାରରେ ଉତ୍ସାହ ଲାଗି ରହିଛି। ଏହି କ୍ରମରେ ଶୁକ୍ରବାର ସେନସେକ୍ସ ଏବଂ ନିଫ୍ଟି ବେଞ୍ଚମାର୍କ ସର୍ବକାଳୀନ ଉଚ୍ଚ ସ୍ତରକୁ ଛୁଇଁଛି। ଗୁରୁବାର ନିଫ୍ଟି ନୂତନ ଉଚ୍ଚତାକୁ ସ୍ପର୍ଶ କରିଥିଲା ବେଳେ ଗୁରୁବାର ମଧ୍ୟ ଏହି ଧାରା…

ବିଗ ବସ ଓଟିଟି’ରେ ଅନିଲ କପୁର

‘ବିଗ ବସ ଓଟିଟି’ ର ସିଜନ ୩ ପାଇଁ ନୂଆ ହୋଷ୍ଟ ମିଳିଯାଇଛି। ଏଥର ସଲମାନ ଖାନ ନୁହଁନ୍ତି ବରଂ ଅନିଲ କପୁର ‘ବିଗ ବସ ଓଟିଟି’ ର ନୂଆ ସିଜନ ଆୟୋଜନ କରିବାକୁ ଯାଉଛନ୍ତି। ତାଙ୍କର ବ୍ୟସ୍ତବହୁଳ ଚଳଚ୍ଚିତ୍ର କାର୍ଯ୍ୟସୂଚୀ ହେତୁ ସଲମାନ ‘ବିଗ ବସ ଓଟିଟି’ରେ ହୋଷ୍ଟ କରିବାକୁ ମନା କରିଦେଇନ୍ତି। କେବଳ…