ମୋଦୀ ସରକାର ୩.0 : ଶପଥ ନେଲେ ଶାହ, ରାଜନାଥ, ଗଡକରୀ,ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟରେ ସାମିଲ

ଆରମ୍ଭ ହୋଇଛି ମୋଦୀ ସରକାରଙ୍କ ତୃତୀୟ ଇନିଂସ । ଆଜି ସଂଧ୍ୟା ୭ଟା ୧୫ ମିନିଟରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।…

ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ

ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇ ଏକ ବିରଳ ରେକର୍ଡ ହାସଲ କରଛନ୍ତି। ୧୯୬୨ ପରଠାରୁ ପ୍ରଥମ ଥର ଜଣେ ନେତା କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସେ ଦେଶର ପ୍ରଥମ…

କିଛି ସମୟ ପରେ ତୃତୀୟ ପାଳି ପାଇଁ ଶପଥନେବେ ମୋଦୀ

କିଛି ସମୟ ପରେ ଆରମ୍ଭ ପ୍ରଧାନମନ୍ତ୍ରୀଙ୍କ ଶପଥଗ୍ରହଣ ସମାରୋହ । ୭.୧୫ରେ ତୃତୀୟ ପାଳି ପାଇଁ ଶପଥନେବେ ମୋଦୀ । ଏହାକୁ ନେଇ ବଡ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଶପଥଗ୍ରହଣ କାର୍ଯ୍ୟକ୍ରମ ପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ନିମନ୍ତ୍ରଣ ମିଳିଛି । ତେବେ ସେ ଏଥିରେ ସାମିଲ…

ସନ୍ୟାସ ନେଲେ ଭି କେ ପାଣ୍ଡିଆନ୍‌

ସନ୍ୟାସ ନେଲେ ଭି କେ ପାଣ୍ଡିଆନ୍‌ । ରାଜ୍ୟ ରାଜନୀତିରୁ ସନ୍ୟାସ ନେଲେ । କିଛି ମାସ ପୂର୍ବରୁ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିବା ଭୈରବ କାର୍ତ୍ତିକ ପାଣ୍ଡିଆନ୍‌ ଆଜି ରାଜନୀତି ଛାଡ଼ିଛନ୍ତି। ସେ ରାଜନୀତିରୁ ସନ୍ୟାସ ନେଇଥିବା ଭିଡିଓ ବାର୍ତ୍ତା…

ବଜାରକୁ ଆସିଲା ହିରୋର ଅଲ୍‌ ନ୍ୟୁ ଜୁମ୍‌୧୦୦

ଅଲ୍‌ ନ୍ୟୁ ହିରୋ ଜୁମ୍‌୧୦୦ରେ ସମସ୍ତ ପ୍ରକାର ଅତ୍ୟାଧୁନିକ ବୈଶିଷ୍ଟ୍ୟ ସାଙ୍ଗକୁ ସୁରକ୍ଷା ଫିଚର ଓ ଟେକ୍ନୋଲୋଜି ସଂଯୋଗ କରାଯାଇଛି। ଏପରିକି ୪ଟି ଆକର୍ଷଣୀୟ କଲର ସହ ୪ଟି ଭାରିଆଣ୍ଟରେ ଏହା ଉପଲବ୍ଧ ହେଉଛି। ବିଶେଷକରି ଏହାର ସିଲ୍‌ଭର ଓ ବ୍ଲାକ୍‌ ପେଣ୍ଟ ବେଶ୍‌ ଚମତ୍କାର ଓ ଆକର୍ଷଣୀୟ…

ଶ୍ରୀଜଗନ୍ନାଥବଲ୍ଲଭ ପ୍ରଦର୍ଶନୀ ବନ୍ଦ

ଶ୍ରୀଜଗନ୍ନାଥବଲ୍ଲଭ ପାର୍କିଂରେ ହୋଇଥିବା ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ପ୍ରଦର୍ଶନୀକୁ ବନ୍ଦ କରିଦିଆଯାଇଛି ମହାପ୍ରଭୁଙ୍କର ୨୫ ପ୍ରକାରର ବେଶ ସାଙ୍ଗକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ୩ ରଥର ମିନିଏଚର ଶୋଭା ପାଉଥିଲା । ରାଜ୍ୟ ତଥା ରାଜ୍ୟ ବାହାରୁ ଯେଉଁ ଶ୍ରଦ୍ଧାଳୁମାନେ…

ଫ୍ଲିପକାର୍ଟ ଫୋନ୍ ପେ ଏଣିକି ଆଇପିଓ ଲଞ୍ଚ୍ କରିବ

ପ୍ରତି ସପ୍ତାହରେ କୌଣସି ନା କୌଣସି କମ୍ପାନୀ ଷ୍ଟକ ମାର୍କେଟରେ ଏହାର ଆଇପିଓ ଲଞ୍ଚ୍ କରୁଛି । ବିର୍ତ୍ତମାନ ଇ-କମର୍ସ ସେକ୍ଟରର ବିଶିଷ୍ଟ କମ୍ପାନୀ ଫ୍ଲିପକାର୍ଟ(Flipkart) ଏବଂ ଡିଜିଟାଲ ପେମେଣ୍ଟ ସେକ୍ଟରର ବଡ଼ କମ୍ପାନୀ ଫୋନ୍ ପେ(PhonePe) ନିଜ ଆଇପିଓ ଲଞ୍ଚ୍ କରିବା ପ୍ରସ୍ତୁତିରେ ଅଛନ୍ତି ।…

ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ

ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଅଷ୍ଟାଦଶ ସଂସ୍କରଣ ଜୁନ୍ ୧୫ରୁ ଜୁନ୍ ୨୧, ୨୦୨୪ ପର୍ଯ୍ୟନ୍ତ ମୁମ୍ବାଇରେ ଅନୁଷ୍ଠିତ ହେବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ସଞ୍ଜୟ ଜାଜୁ ଆଜି ଘୋଷଣା କରିଛନ୍ତି । ମହୋତ୍ସବର ସ୍ଥାନ ମୁମ୍ବାଇର ଏଫଡ଼ି-ଏନ୍ଏଫଡ଼ିସି କମ୍ପ୍ଲେକ୍ସ ଥିବା ବେଳେ…

ଭାରତୀୟ ସେନାରେ ବମ୍ପର ନିଯୁକ୍ତି

ଭାରତର ଯବାନ ଭାବରେ ଦେଶ ସେବା କରିବା ପାଇଁ ଇଚ୍ଛୁକ ଯୁବକମାନଙ୍କ ପାଇଁ ବମ୍ପର ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ମାଟ୍ରିକ କିମ୍ବା ଦ୍ୱାଦଶ ପାସ୍ କରିଥିବା ପିଲାମାନଙ୍କ ପାଇଁ ସରକାରୀ ଚାକିରିର ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଭାରତୀୟ ସେନାରେ ନିଯୁକ୍ତି ପାଇବାର ଏକ ବଡ଼ ସୁଯୋଗ…

ବ୍ରେନ୍ କ୍ୟାନ୍ସରର ଲକ୍ଷଣ

କ୍ୟାନ୍ସର ବା କର୍କଟ ଏକ ମାରାତ୍ମକ ରୋଗ  । ଯେତେବେଳେ ଲୋକମାନେ କର୍କଟ ରୋଗର ନାମ ଶୁଣନ୍ତି, ସେମାନେ ପ୍ରାୟତଃ ଆଶ୍ଚର୍ଯ୍ୟ ହୋଇଯାଆନ୍ତି  । ମସ୍ତିଷ୍କ ସମେତ ଶରୀରର ବିଭିନ୍ନ ଅଙ୍ଗରେ କର୍କଟ ହୁଏ  । ବ୍ରେନ୍ କ୍ୟାନ୍ସର ହେତୁ ମସ୍ତିଷ୍କ କୋଷଗୁଡ଼ିକ ଅନିୟମିତ ଭାବରେ ବଢ଼ିବାରେ ଲାଗିଥାଏ ।ଯଦି…