ଆଜିର ରାଶିଫଳ

ମେଷ: ଦିନଟି ସମାଜରେ ମାନ ସମ୍ମାନ ଆଣିଦେବ। ଅନ୍‌ଲାଇନ୍‌ରେ ବେପାର କରିବା ଲାଗି ଯୋଜନା କରିବେ। ପ୍ରେମୀଯୁଗଳ ପରସ୍ପର ଉପରେ ଭରସା ରଖନ୍ତୁ। ବୃଷ: ଆପଣ ଆଜି ବହୁତ ସକ୍ରିୟ ରହିବେ। ଘର କାମରେ ପରିଜନଙ୍କର ସହଯୋଗ ପାଇବେ। ବନ୍ଧୁ ସହିତ ଭ୍ରମଣ ଯୋଜନା ବାତିଲ ହେବ। ଦୋକାନୀଙ୍କ ଲାଗି…

ରାଜ୍ଯରୁ ହଟିଲା ‘ଫାଇଭ-ଟି’ ବ୍ୟବସ୍ଥା

ରାଜ୍ଯରୁ ହଟିଲା ଫାଇଭ-ଟି ବ୍ୟବସ୍ଥା । ସରକାରୀ କାର୍ଯ୍ୟାଳଯ ପରିସରରୁ ‘ଫାଇଭ-ଟି’ ବୋର୍ଡ଼ ହଟାଇବାକୁ ନିର୍ଦ୍ଦେଶ ହୋଇଛି। ଏପରିକି ‘ମୋ-ସରକାର’ ବୋର୍ଡ ହଟାଇବାକୁ ମଧ୍ଯ ନିର୍ଦ୍ଦେଶ ହୋଇଛି । ଏନେଇ ନିର୍ଦ୍ଦେଶ ଦେଲା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ସୋସିଆଲ ମିଡିଆ ଏକ୍ସ କେ ସୂଚନା…

ରାତି ପାହିଲେ ରଜ, ଓଡିଶାର ପୁର ପଲ୍ଲୀରେ ରଜ ପ୍ରସ୍ତୁତି

ରାତି ପାହିଲେ ରଜ । ପ୍ରତି ଓଡିଆଙ୍କ ପାଇଁ ୫ ଦିନିଆ ପର୍ବ । ସଜବାଜ, ଖିଆପିଆ, ବୁଲାବୁଲି ଓ ମଜାମସ୍ତିରେ ସମୟ ବିତାଇବାର ମୁହୁର୍ତ । ସଜବାଜରୁ ଆରମ୍ଭ ହେଉଥିବା ଏହି ପର୍ବ ବସୁମତି ସ୍ନାନରେ ଶେଷ ହୁଏ । ଆଜି ହେଉଛି ସେଇ ସଜବାଜ ବା ରଜ ଉତ୍ସବର ଆଦ୍ୟ ପର୍ବ କହିଲେ ଚଳେ । କଟକ ଜିଲ୍ଲା…

କିସ୍ତିରେ ତୀର୍ଥଯାତ୍ରା

ଗ୍ରୀଷ୍ମ ଛୁଟି ସମୟରେ ତୀର୍ଥଯାତ୍ରାର ଯୋଜନା କରୁଛନ୍ତି କି? ଆପଣଙ୍କ ପାଇଁ ଖୁସି ଖବର। କାରଣ ଆଇଆରସିଟିସି ଆପଣଙ୍କୁ ୭ ଜ୍ୟୋର୍ତିଲିଙ୍ଗ ଶସ୍ତାରେ ଦର୍ଶନ କରାଇବାର ସୁଯୋଗ ଆଣିଛି। ଏହି ଯାତ୍ରା ଆପଣଙ୍କୁ ଭାରତର ପ୍ରଥମ ପର୍ଯ୍ୟଟନ ଟ୍ରେନ୍ ଭାରତ ଗୌରବ ଦ୍ୱାରା ପରିଚାଳିତ କରାଯିବ। ଭ୍ରମଣ ସମୟରେ…

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ- ଓଡ଼ିଆ ପୁଅ ପ୍ରମୋଦ କୁମାର ମିଶ୍ର

ଓଡ଼ିଆ ପୁଅ ପ୍ରମୋଦ କୁମାର ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବରେ ପୁନଃନିଯୁକ୍ତି କରାଯାଇଛି। ତାଙ୍କର ନିଯୁକ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ସହିତ ଜାରି ରହିବ କିମ୍ବା ଯେପର୍ଯ୍ୟନ୍ତ ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିନାହିଁ। ଏହି ସମୟରେ ତାଙ୍କୁ କ୍ୟାବିନେଟରେ ମନ୍ତ୍ରୀ…

ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ଏହିସବୁ ଜିଲ୍ଲା ଗୁଡ଼ିକୁ ବର୍ଷା ଓ ବଜ୍ରପାତ ବିପଦ

ରାଜ୍ୟର ୫ଟି ଜିଲ୍ଲାକୁ ସତର୍କ  ରହିବାକୁ ପରାମର୍ଶ । ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନର ପୂର୍ବାନୁମାନ କରି କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ନୂଆପଡ଼ା…

ରାଜ୍ୟସଭା ଉପ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ରାଜ୍ୟସଭାରେ ଖାଲି ହେଇଥିବା ୧୦ଟି ସିଟରେ ଉପ ନିର୍ବାଚନ କରିବା ନେଇ ଘୋଷଣା କରାଯାଇଛି । ରାଜ୍ୟସଭା ସଚିବାଳୟ ତରଫରୁ ୧୦ଟି ସିଟରେ ଉପ ନିର୍ବାଚନ ହେବା ନେଇ ନୋଟିଫିକେସନ୍ ଜାରି କରାଯାଇଛି । ତେବେ ଏଥର କିନ୍ତୁ ରାଜ୍ୟସଭା ନିର୍ବାଚନ ଏନଡିଏ ମେଣ୍ଟକୁ ଫାଇଦା ଦେବ । ଅନ୍ୟପଟେ ଇଣ୍ଡିଆ ମେଣ୍ଟ…

୫୩ ବର୍ଷ ପରେ ୧୩ ଦିନ ଅଣସର ନୀତି

୫୩ ବର୍ଷ ପରେ ଚଳିତବର୍ଷ ୧୫ ଦିନ ବଦଳରେ ୧୩ ଦିନ ଅଣସର ପଡ଼ିଛି। ଯେଉଁଦିନ ନେତ୍ରୋତ୍ସବ, ସେହିଦିନ ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ଏହାକୁ ନେଇ ଅଡ଼ୁଆ ସ୍ଥିତି ଉପୁଜିଛି। ହାତରେ ଦୁଇଦିନ କମ୍‌ ଥିବାରୁ ନୀତିକାନ୍ତିକୁ ନେଇ ଚିନ୍ତାରେ ପଡ଼ିଛନ୍ତି ସେବାୟତ। ୧୩ ଦିନ ଭିତରେ ସବୁ…

ବଦଳୁଛି ‘ନବୀନ ନିବାସ’

ଜନତା ଜନାର୍ଦ୍ଦନଙ୍କ ଭୋଟ୍‌ ଆଧାରରେ ଗଠନ ହୁଏ ସରକାର। ହେଲେ ସରକାର ବଦଳିଲେ ବଦଳିଯାଏ ଚିତ୍ର। ପୂର୍ବ କ୍ଷମତାରେ ଥିବା ବ୍ୟକ୍ତି ବିଶେଷଙ୍କଠାରୁ କାଢ଼ି ନିଆଯାଇଥାଏ ସୁବିଧା ଏବଂ ସୁରକ୍ଷା। କିଛି ଏଭଳି ଚିତ୍ର ଦୀର୍ଘ ୨୫ ବର୍ଷ ଧରି ଓଡ଼ିଶାରେ ଶାସନ କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ନବୀନ…

NHAIର ବଡ଼ ଘୋଷଣା

NHAI, ଫାସଟ୍ୟାଗ୍ ମାଧ୍ୟମରେ ଟିକସ ସଂଗ୍ରହ ସମୟରେ ଯାତ୍ରୀଙ୍କୁ ହେଉଥିବା ଅସୁବିଧାରୁ ମୁକ୍ତ କରିବା ପାଇଁ ଟୋଲ ପ୍ଲାଜାରେ IT ବ୍ୟବସ୍ଥା ଏବଂ ହାର୍ଡ଼ୱେୟାର ନିୟୋଜନରେ ଏକ ବଡ଼ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟ ପାଇଁ ଏଜେନ୍ସୀ ଅଭିଜ୍ଞତା ଥିବା କମ୍ପାନୀଗୁଡ଼ିକୁ ସୁଯୋଗ…