ଖୁଚୁରା ବଜାରରୁ ଖୁସି ଖବର

ନୂଆ ସରକାରଙ୍କ ପାଇଁ ପ୍ରଥମ ଦିନରୁ ଖୁସି ଖବର ଆସିଛି। ରାଜ୍ୟରେ ଉଚ୍ଚା ରହୁଥିବା ଖୁଚୁରା ଦରଦାମ୍‌ରେ ସୁଧାର ଘଟିଛି। ଗତ କିଛି ମାସ ହେଲାଣି ଲଗାତାର ଭାବେ ୭ ପ୍ରତିଶତରୁ ଅଧିକ ରହୁଥିବା ଖୁଚୁରା ମୁଦ୍ରାସ୍ଫୀତି ହାର ୬.୨୫ ପ୍ରତିଶତକୁ ହ୍ରାସ ପାଇଛି। କିନ୍ତୁ ଏବେବି ତାହା ସାରା ଦେଶରେ…

ରିଲିଜ୍‌ ହେଲା ‘ପାବାର୍’

ପୁଣି ଥରେ ଓଡ଼ିଆ ସି‌ନେମାକୁ ଭଲ ପାଇବା ଅଜାଡ଼ି ଦେଉଛନ୍ତି ଦର୍ଶକ। ଓଡ଼ିଆ ସୁପରଷ୍ଟାର ବାବୁଶାନ୍‌ ମହାନ୍ତିଙ୍କ ନୂଆ ଫିଲ୍ମ ‘ପାବାର୍‌’ର ପ୍ରିମିୟର୍‌ ସୋ’ର ଭିଡ଼ରୁ ଅନ୍ତତଃ ଏ ଆତ୍ମବିଶ୍ବାସ ମିଳିଛି। ବାବୁ ଓ ଅଭିନେତ୍ରୀ ଏଲିନାଙ୍କ ସମେତ ଅନ୍ୟ ଓଡ଼ିଆ ତାରକାଙ୍କର ଟିକେ ଝଲକ ପାଇବା ପାଇଁ ଆଜି…

କୁଏତରେ ଭୟାବହ ଅଗ୍ନିକାଣ୍ଡ

କୁଏତର ଦକ୍ଷିଣ ମଙ୍ଗାଫ ଜିଲାରେ ଥିବା ଏକ ଅଟ୍ଟାଳିକା(ଲେବର କ୍ୟାମ୍ପ)ରେ ବୁଧବାର ଭୟଙ୍କର ନିଆଁ ଲାଗିଛି। ଏଯାବତ ଏଥିରେ ୪୦ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେହିଭଳି ୩୦ ଭାରତୀୟ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ପ୍ରାୟ ୯୦ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। ଘଟଣା…

ମଞ୍ଚରେ ସୁଖ ଦୁଃଖ ବାଣ୍ଟିଲେ

ବିଜେଡି ସରକାର ୨୪ ବର୍ଷରୁ ଅଧିକ ସମୟ ଧରି ଶାସନ କରୁଥିଲେ। ଆଜିଠାରୁ ମୋହନ ମାଝୀଙ୍କ ନେତୃତ୍ବରେ ବିଜେପି ସରକାରର ଶାସନ ଆରମ୍ଭ ହୋଇଛି। ଆଜି ନୂଆ ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ବିଦାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ଏହା ବେଶ୍‌ ଚର୍ଚ୍ଚାର ବିଷୟ ହୋଇଥିଲା।ଆଜି…

ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି

ଆଗାମୀ ୩ରୁ ୪ଦିନ ମଧ୍ୟରେ ଓଡ଼ିଶାର କିଛି ଅଞ୍ଚଳ ସମେତ ଆନ୍ଧ୍ର ଉପକୂଳ ଓ ବଙ୍ଗୋପସ‌ାଗରର ଉତ୍ତର ପଶ୍ଚିମ ଅଞ୍ଚଳକୁ ସ୍ପର୍ଶ କରିବା ନେଇ ପାଗ ଅନୁକୂଳ ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ମୌସୁମୀ ସ୍ପର୍ଶ କରିବା ପର୍ଯ୍ୟନ୍ତ ଓଡ଼ିଶାରେ…

ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ 

ଜାମ୍ମୁ-କାଶ୍ମୀରରେ ଆଉ ଏକ ଆତଙ୍କବାଦୀ ଆକ୍ରମଣ ହୋଇଛି । ୩ ଦିନ ମଧ୍ୟରେ ଆତଙ୍କବାଦୀ ଏଠାରେ ଚତୁର୍ଥ ଥର ପାଇଁ ଆକ୍ରମଣ କରିଛନ୍ତି । ସୁରକ୍ଷାକର୍ମୀ ଚତୁପାଶ୍ୱର୍ରୁ ଆତଙ୍କବାଦଙ୍କୁ ଘେରି ରହିଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି । ତେଣୁ ଭାରତୀୟ ସେନାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ…

ଖୋଲିଲା ଶ୍ରୀମନ୍ଦିର ଚାରିଦ୍ୱାର

ମଙ୍ଗଳ ଆଳତି ପରେ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିଲା । ବିନାବାଧାରେ ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳ ସଦସ୍ୟଙ୍କ ଉପସ୍ଥିତିରେ ପୁରୀ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିଛି । ତେବେ ଚାରିଦ୍ୱାର ଖୋଲିବାକୁ ଦୀର୍ଘଦୀନର ଦାବି ଥିଲା ।ଶ୍ରୀମନ୍ଦିରରେ…

ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ନୂଆ ମନ୍ତ୍ରୀମଣ୍ଡଳ

ନୂଆ ଦାୟିତ୍ୱ ନେବା ମାତ୍ରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତାକାଲିଠୁ ଖୋଲିବ ଶ୍ରୀମନ୍ଦିରର ୪ ଦ୍ୱାର । ଏଣିକି ଭକ୍ତ ଯେକୌଣସି ଦ୍ୱାର ଦେଇ ଜଗାଦର୍ଶନ ପାଇଁ ଯାଇପାରିବେ । ଅପରାହ୍ନରେ ଶପଥପାଠ ପରେ କ୍ୟାବିନେଟ ବୈଠକ କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି…

ନୂଆ ସରକାରରେ ସୁରମା ପାଢ଼ୀ ବାଚସ୍ପତି

ବୁଧବାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝି ଶପଥ ନେଇଥିବା ବେଳେ ତାଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଆଉ ୧୫ ମନ୍ତ୍ରୀ ମଧ୍ୟ ଶପଥ ପାଠ କରିଛନ୍ତି। ତେବେ ନୂଆ ସରକାରରେ ବାଚସ୍ପତି କିଏ ହେବେ ସେନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା।  ଏଥିରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି।…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଚରଣ ମାଝୀ

ଓଡ଼ିଶାରେ ଆଜି(୨୦୨୪ ଜୁନ୍‌ ୧୨)ଠାରୁ ବିଜେପି ସରକାର ଆରମ୍ଭ ହୋଇଛି। ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦୁଝର ବିଧାନସଭା ଆସନରୁ ୪ ଥର ନିର୍ବାଚିତ ମୋହନ ଚରଣ ମାଝୀ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ହଜାର…