କେଜରିୱାଲଙ୍କୁ ତଳ କୋର୍ଟ ଜାମିନ ପ୍ରଦାନ କରିଥିବା ବେଳେ ତାହା ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜରିୱାଲଙ୍କୁ ଗତକାଲି ତଳ କୋର୍ଟ ଜାମିନ ପ୍ରଦାନ କରିଥିବା ବେଳେ ଆଜି ହାଇକୋର୍ଟ ଏହା ଉପରେ ରୋକ ଲଗାଇଛି । ମାମଲାର ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟ ଏହି ଜାମିନ ପ୍ରଦାନ ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି । କେଜ୍ରିୱାଲଙ୍କ ଜାମିନ ପ୍ରଦାନ ବିରୋଧରେ…

ଜେଲ୍‌ରୁ ବାହାରିବେ କେଜ୍ରିୱାଲ୍‌

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ତିହାର ଜେଲରୁ ବାହାରକୁ ବାହାରିବାକୁ ଯାଉଛନ୍ତି।କେଜ୍ରିୱାଲଙ୍କ ଓକିଲମାନେ ଆଜି ପରେ କୋର୍ଟରେ ୧ ଲକ୍ଷ ଟଙ୍କା ଜାମିନ ବଣ୍ଡ ଦାଖଲ କରିବେ। ଏହାପରେ ତାଙ୍କୁ ତିହାର ଜେଲରୁ ମୁକ୍ତ କରାଯିବ; ଯେଉଁଠାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଶେଷ ହେବା ପରେ…

ଅନୁପମ ଖେରଙ୍କ ଅଫିସରେ ଚୋରି

ବଲିଉଡ୍ ଅଭିନେତା ଅନୁପମ ଖେରଙ୍କ ଅଫିସରେ ଚୋର ପଶି ଭଙ୍ଗାରୁଜା କରିବା ସହିତ କିଛି ଜରୁରୀ ସାମଗ୍ରୀ ଚୋରି କରି ନେଇଛି । ମୁମ୍ବାଇ ସ୍ଥିତ ଅନୁପମଙ୍କ ଅଫିସରୁ ଚୋର ଫିଲ୍ମର ନେଗେଟିଭ୍ ମଧ୍ୟ ଚୋରି କରି ନେଇଛି । ଏନେଇ ଅଭିନେତା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି…

ଆସନ୍ତା କାଲି ସ୍ନାନପୂର୍ଣ୍ଣିମା

ବିଭିନ୍ନ ଶାସ୍ତ୍ର-ଗ୍ରନ୍ଥରେ ଶ୍ରୀଜଗନ୍ନାଥଙ୍କର ‘ବାରମାସରେ ତେରଯାତ୍ରା’ବର୍ଣ୍ଣନା ଅଛି।ଏହି ବାରଟି ଯାତ୍ରା ହେଉଛି- ସ୍ନାନଯାତ୍ରା, ରଥଯାତ୍ରା, ଶୟନଯାତ୍ରା, ଦକ୍ଷିଣାୟନଯାତ୍ରା, ପାଶ୍ୱର୍ପରିବର୍ତ୍ତନଯାତ୍ରା ଉତ୍‌ଥାପନଯାତ୍ରା, ପ୍ରାବରଣଯାତ୍ରା, ପୁଷ୍ୟପୂଜାଯାତ୍ରା, ଉତ୍ତରାୟଣଯାତ୍ରା,…

ସେନ୍‌ସେକ୍ସରେ ୫୦୦୦ ପଏଣ୍ଟ ବୃଦ୍ଧି

ବମ୍ବେ ଷ୍ଟକ୍ ବଜାର ସେନ୍‌ସେକ୍ସ ଦ୍ରୁତ ଗତିରେ ଆଗକୁ ବଢ଼ିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ଆକଳନ କରିଥିଲେ ତାହା ସତ ହୋଇଛି। ଜୁନ୍ ୪ରେ ଫଳ ପ୍ରକାଶ ପାଇବା ପରେ ସେନ୍‌ସେକ୍ସରେ ୫୦୦୦ ପଏଣ୍ଟରୁ ଅଧିକ ବୃଦ୍ଧି‌ ହୋଇଛି। ତାହାର ପ୍ରଭାବରେ ନିବେଶକମାନଙ୍କୁ ୪୨.୪ ଲକ୍ଷ କୋଟି…

ପିଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ଉପାୟ

ଦୈନନ୍ଦିନ ଜୀବନରେ ଅଫିସରେ ବେଶୀ ଟାଇମ ବସିବା ହେଉ ବା ଖାଦ୍ୟପେୟରେ ଅନିୟମିତତା, ପରିବର୍ତ୍ତିତ ଜୀବନଶୈଳୀ ତଥା ଶୋଇବାରେ ଅସାବଧାନତା ଯୋଗୁ ପିଠି ଯନ୍ତ୍ରଣା ହୋଇଥାଏ । ପିଠି ଯନ୍ତ୍ରଣାରୁ ଉପଶମ ପାଇବା ପାଇଁ କେତେକ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇଥାନ୍ତି । ଏଥିରୁ ମୁକ୍ତି ପାଇବା…

ଶରୀର ଓ ମନକୁ ସୁସ୍ଥ ରଖିବା ପାଇଁ ଯୋଗ ଆବଶ୍ୟକ – ମୋଦୀ।

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଚଳିତ ବର୍ଷ ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି ସାରା ବିଶ୍ୱ। ଚଳିତ ବର୍ଷ ଏହି ଦିବସରେ ଥିମ୍‌‌ ରହିଛି ‘ନିଜ ଓ ସମାଜ ପାଇଁ ଯୋଗ’। ଏହି ଅବସରରେ ଶ୍ରୀନଗରରେ ଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଡାଲ୍‌‌ ହ୍ରଦ ନିକଟରେ ଥିବା ଶୈର-ଏ-କଶ୍ମୀର…

କାଳବୈଶାଖୀ ନେଇ ବିଭିନ୍ନ ଜିଲାକୁ ସତର୍କ ସୂଚନା

ଆଗାମୀ ୨ଦିନ ମଧ୍ୟରେ ମୌସୁମୀ ଅଗ୍ରଗତି ହେବା ନେଇ ସ୍ଥିତି ଅନୁକୂଳ ରହିଛି। ପୂର୍ବରୁ ମୌସୁମୀ ମାଲକାନଗିରି, କୋରାପୁଟ, ନବରଗଙ୍ଗପୁର ଜିଲାକୁ ଛୁଇଁଥିବାବେଳେ ଗୁରୁବାର କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଜିଲାକୁ ପ୍ରବେଶ କରିଛି। ୨ଦିନ ଭିତରେ ସ୍ଥିତି ଅନୁକୂଳ ହେଲେ ଏହା ଅନ୍ୟ ଜିଲାକୁ ଅଗ୍ରସର…

ଆଇପିଓ ଲଞ୍ଚ୍‌ କରିବ ଓଲା

ଆଇପିଓ ଆରମ୍ଭ କରିବା ପାଇଁ ଓଲା ଇଲେକ୍ଟ୍ରିକ ସିକ୍ୟୁରିଟି ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ (ସେବି)ରୁ ଅନୁମୋଦନ ଲାଭ କରିଛି। ଓଲା ଭାରତର ସର୍ବବୃହତ୍‌ ବୈଦ୍ୟୁତିକ ଦୁଇଚକିଆ ଉତ୍ପାଦନକାରୀ ସଂସ୍ଥା ହୋଇଥିବାବେଳେ ବେଙ୍ଗାଲୁରୁସ୍ଥିତ କମ୍ପାନୀ ଆଇପିଓ ପାଇଁ ରେଡ୍‌ ହେରିଙ୍ଗ ପ୍ରୋସ୍‌ପେକ୍ଟସ…

ନୀଟ-ୟୁଜି ପେପର ଲିକ ମାମଲାକୁ ନେଇ ଏପରି କହିଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସାରା ଦେଶରେ ୟୁଜିସି-ନେଟ ଏବଂ ନୀଟ-ୟୁଜି ପରୀକ୍ଷାର ପେପର ଲିକ ମାମଲାକୁ ନେଇ ଆନ୍ଦୋଳନ ଦେଖାଦେଇଛି । ଏହାରି ମଧ୍ୟରେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ଖୁବଶୀଘ୍ର ବଡ଼ ପଦକ୍ଷେପ ନିଆଯିବ । ସର୍ବପ୍ରଥମେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ସ୍ୱୀକାର…