ରିଲିଜ୍ ହେଲା ‘କଲ୍କି ୨୮୯୮ ଏଡି’

ସାଉଥ୍ ଇଣ୍ଡିଆ ସୁପରଷ୍ଟାର ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘କଲ୍କି ୨୮୯୮ ଏଡି’ର ରିଲିଜକୁ ଅପେକ୍ଷା କରିଛନ୍ତି ସିନେପ୍ରେମୀ। ପ୍ରତିଦିନ ଫିଲ୍ମ ସହ ଜଡିତ ଅପଡେଟ୍ ସାମ୍ନାକୁ ଆସୁଛି । ଦ୍ୱିତୀୟ ଟ୍ରେଲରରେ ଅମିତାଭ ବଚ୍ଚନ, ଦୀପିକା ପାଦୁକୋନ, ପ୍ରଭାସ ଏବଂ କମଲ ହାସନଙ୍କ…

ଅଟଳ ସେତୁରେ ଫାଟ !

ମୁମ୍ବାଇରେ ଅଟଳ ‌ସେତୁ ଉଦ୍‌ଘାଟନ ହେବାର ମାତ୍ର ୫ ମାସ ପରେ ଏଥିରେ ଫାଟ ଦେଖାଦେବା ବିଷୟ ନେଇ ବିଜେପି ଏବଂ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲ୍‌ ନାଭି ମୁମ୍ବାଇରେ ଅଟଳ ସେତୁର ଯାଞ୍ଚ କରିବାପରେ ଅଟଳ ସେତୁ ନିର୍ମାଣରେ ଦୁର୍ନୀତି ହୋଇଥିବା…

ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା

ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଆମେରିକା କଲେଜରୁ ସ୍ନାତକ ଡିଗ୍ରି ହାସଲ କରିଥିବା ବିଦେଶୀ ଛାତ୍ରଛାତ୍ରୀଙ୍କୁ ସ୍ୱତଃସ୍ଫୂର୍ତ୍ତ ଗ୍ରୀନ୍ କାର୍ଡ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏକ ପଡକାଷ୍ଟରେ ଟ୍ରମ୍ପ କହିଛନ୍ତି ଯେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଭାରତ ଓ ଚୀନ୍ ଭଳି ନିଜ ଦେଶକୁ…

ଇଣ୍ଡିଆ ମେଣ୍ଟକୁ ଅଫର ଦେଲା ଜେଡିୟୁ!

ଭାରତୀୟ ଜନତା ପାର୍ଟିକୁ ଲୋକ ସଭା ନିର୍ବାଚନ ୨୦୨୪ରେ ଆଶା ଠାରୁ କମ ଆସନ ପାଇବା ପରେ ସମଗ୍ର ରାଜନୈତିକ ଜଗତରେ ଚର୍ଚ୍ଚା ଦେଖାଦେଇଛି।ଏହି ବିଷୟରେ ବିଭିନ୍ନ ପ୍ରକାରର ବିବୃତ୍ତି ମଧ୍ୟ ଦିଆଯାଉଛି। ଏହି କ୍ରମରେ ଭାଜପାର ସହଯୋଗୀ ଜେଡିୟୁ ଏଭଳି ଏକ ବିବୃତ୍ତି ଦେଇଛି ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ…

ବଢିଲା ସିଏନଜି ମୂଲ୍ୟ

ଦେଶର ରାଜଧାନୀ ଦିଲ୍ଲୀ ସମେତ ଅନେକ ସହରର ଲୋକମାନେ ଶନିବାର ମୁଦ୍ରାସ୍ଫୀତିର ଏକ ନୂଆ ଝଟ୍‌କା ପାଇଛନ୍ତି। ଶନିବାରଠାରୁ ଅନେକ ସହରରେ CNG ମୂଲ୍ୟ ବୃଦ୍ଧି କରାଯାଇଛି। ଏହା ସାଧାରଣ ଲୋକଙ୍କ ପକେଟ ଉପରେ ଚାପ ବଢାଇବାକୁ ଯାଉଛି।ଏକ ସରକାରୀ ବିବୃତ୍ତି ଅନୁଯାୟୀ, ସିଏନଜି ଅର୍ଥାତ କମ୍ପ୍ରେସଡ…

ଓଡ଼ିଶାରେ ସଂକ୍ରମଣର ରୂପ ନେଉଛି ଡିପଥେରିଆ, ରୋଗ କଣ, ଲକ୍ଷଣ ଓ ଚିକିତ୍ସା ବାବଦରେ ଜାଣନ୍ତୁ

ଓଡ଼ିଶାରେ ସଂକ୍ରମଣର ରୂପ ନେଉଛି ଡିପଥେରିଆ। ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ମାଡ଼ି ଚାଲିଛି ଏହି ରୋଗ। ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ସଂକ୍ରମିତ ଚିହ୍ନଟ ହେଲେଣି। ସମସ୍ତ ମୃତକ ରାୟଗଡ଼ା ଜିଲ୍ଲାର ହୋଇଥିବା ବେଳେ କିଛି ସଂକ୍ରମିତ କୋରାପୁଟ ଓ କଳାହାଣ୍ଡି…

ଓଡ଼ିଶାରେ ପାଦ ଥାପିଛି ମୌସୁମୀ

ସାରା ଓଡ଼ିଶାରେ ପାଦ ଥାପିଛି ମୌସୁମୀ ବାୟୁ । ଅନୁକୂଳ ପାଗ ହେବା ପରେ ସକ୍ରିୟ ହୋଇଉଠିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏହାସହିତ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ମୌସୁମୀ ବାୟୁ ପ୍ରବେଶ କରିଛି । ତେବେ ଏହି ମୌସୁମୀ ବାୟୁ ୨୪ଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବରେ ଛୁଇଥିବା ବେଳେ ୬ଟି ଜିଲ୍ଲାରେ…

ଖଲିସ୍ତାନୀ ଉଗ୍ରବାଦୀଙ୍କ ‘ନାଗରିକ ଅଦାଲତ, କଡ଼ା ବିରୋଧ କଲା ଭାରତ

ଖାଲିସ୍ତାନୀ ଉଗ୍ରବାଦୀମାନେ ଭାନକୁଭରସ୍ଥିତ ଭାରତୀୟ ଦୂତାବାସ ବାହାରେ ତଥାକଥିତ ‘ନାଗରିକ ଅଦାଲତ’ ଆୟୋଜନ କରିବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୁତ୍ତଳିକା ଜାଳିବା ନେଇ ଭାରତ କାନାଡ଼ା ନିକଟରେ ତୀବ୍ର ପ୍ରତିବାଦ ଜଣାଇଛି। କାନାଡ଼ା ହାଇକମିସନରଙ୍କୁ କୂଟନୈତିକ ଚିଠି ଜାରି କରି…

ଶୟନ କକ୍ଷରେ ହନୁମାନଙ୍କ ଫଟୋ ଲଗାନ୍ତୁ ନାହିଁ – ଦାମ୍ପତ୍ୟ ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ

କିଛି ଘରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ କଳି ଝଗଡ଼ା ଲାଗି ରୁହେ। ଦାମ୍ପତ୍ୟ ଜୀବନରେ ଲାଗି ରହୁଥିବା ଏହି କଳି ଝଗଡ଼ା କାରଣ ନିଜ ବେଡ ରୁମ୍‌ ବି ହୋଇପାରେ। କାରଣ ବେଡ୍ ରୁମରେ ବାସ୍ତଦୋଷ ଥିଲେ ବା କିଛି ଜିନିଷ ଶୟନ କକ୍ଷରେ ରଖିବା ଦ୍ୱାରା ଏପରି ସମସ୍ୟା ଉପୁଜି ଥାଏ। ତାହାହେଲେ…

ଷ୍ଟକ ବଜାରରେ ନିବେଶକମାନଙ୍କ ଲାଗି ସର୍ବାଧିକ ସମ୍ପତ୍ତି ସୃଷ୍ଟି କରିଛି ବେଦାନ୍ତ ଗ୍ରୁପ୍

ବେଦାନ୍ତ ଗ୍ରୁପ୍ ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ଷ୍ଟକ ବଜାରରେ ନିବେଶକମାନଙ୍କ ଲାଗି ସର୍ବାଧିକ ସମ୍ପତ୍ତି ସୃଷ୍ଟି କରିଛି । କମ୍ପାନିର ବଜାର ପୁଞ୍ଜି ଗତ ତିନିମାସରେ ପ୍ରାୟ ୨.୨ ଲକ୍ଷ କୋଟି ବୃଦ୍ଧି ପାଇଛି । ଏପରିକି ଭାରତର ଅଗ୍ରଣୀ କମ୍ପାନି ଯଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍,…