ମସ୍କଙ୍କର ଲଞ୍ଚ ହେଲା “ଷ୍ଟାରଲିଙ୍କ ମିନି”

ଷ୍ଟାରଲିଙ୍କ ମିନି ଏକ ସାଟେଲାଇଟ ଇଣ୍ଟରନେଟ ଆଣ୍ଟିନା, ଯାହାକୁ ନେଇ ଖୁବ ଚର୍ଚ୍ଚା କରାଯାଉଛି । ଷ୍ଟାରଲିଙ୍କ ମିନ ଆକାରରେ ଆପଣ ବ୍ୟାଗ ଭଳି ହେବ ସେତିକି, ଅର୍ଥାତ ଆପଣ ଏହାକୁ କୁଆଡେ ବି ଯାଇପାରିବେ ଏବଂ ସୁପରଫାଷ୍ଟ ଇଣ୍ଟରନେଟ ବ୍ୟବହାର କରିପାରିବେ ।ଷ୍ଟାରଲିଙ୍କ ମିନି ଆସିବା ପରେ ଆପଣଙ୍କୁ…

ଶରୀର ପାଇଁ ବିପଦ କୋଲ୍ଡ କଫି

ଲୋକେ ହଟ କଫି-ଚାହା ବଦଳରେ କୋଲ୍ଡ ବହୁତ ଭଲ ଭାବେ ପିଅନ୍ତି । ହେଲେ ଅଧିକ ଲୋକଙ୍କୁ କୋଲ୍ଡ କଫିର ସ୍ୱାଦ ଭଲ ଲାଗିଥାଏ । ହେଲେ ଆବଶ୍ୟକତାଠାରୁ ଅଧିକ ପିଇଲେ ଶରୀରରେ ଏହା ସାଇଡ ଇଫେକ୍ଟ ଦେଖାଏ । ଏହା ଅଧିକ ରୋଗକୁ ବଢାଇଥାଏ ।କୋଲ୍ଡ କଫିରେ ଅଧିକ ମାତ୍ରାରେ ଚିନିର ବ୍ୟବହାର ହୋଇଥାଏ । ଏଥିପାଇଁ…

ଖୁବ୍‌ ଶୀଘ୍ର ରତ୍ନଭଣ୍ଡାର ଖୋଲାଯିବ

ରତ୍ନଭଣ୍ଡାର ନିଶ୍ଚିତ ଖୋଲା ଯିବ। ଏନେଇ ଆଜି ସୂଚନା ଦେଇଛନ୍ତି ଓଡ଼ିଶାର ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ଖୁବ୍‌ ଶୀଘ୍ର ରତ୍ନଭଣ୍ଡାର ଖୋଲାଯାଇ ଗଣତି ଓ ମଣତି କରାଯିବ। ଏଥିପାଇଁ ଯାହା ପ୍ରକ୍ରିୟା ରହିଛି ତାହା କରାଯାଉଛି। ନିର୍ଦ୍ଦିଷ୍ଟ ତାରିଖ ଓ ଗାଇଡ୍‌ଲାଇନ୍‌ ବିଭାଗ…

ଭାରତୀୟ ମହିଳା ୩-୦ରେ ଶୃଙ୍ଖଳା ଜିତିଲେ

ଦିନିକିଆ ଅନ୍ତର୍ଜାତୀୟ ଶୃ୍ଙ୍ଖଳାକୁ ଘରୋଇ ଭାରତ ୩-୦ରେ ମୂଳପୋଛ କରି ଜିତିଛି। ରବିବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ହର୍ମନପ୍ରୀତ୍ କୌରଙ୍କ ଦଳ ୬ ୱିକେଟ୍‌ରେ ସହଜ ବିଜୟ ସହ ଏହି ସଫଳତା ଅର୍ଜନ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୧୫…

ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି

ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥପାଠ କରାଇଛନ୍ତି। ଲଗାତର ୬ ଥର ବିଜେଡିର ଏମ୍‌ପି ହୋଇଥିବା ବେଳେ ଭର୍ତ୍ତୃହରି ଗତ ନିର୍ବାଚନରେ ଭାଜପାରେ ମିଶି ମଧ୍ୟ ବିଜୟ ଲାଭ କରିଥିଲେ। ଲଗାତର ୭ ଥରର ଏମ୍‌ପି ଭର୍ତ୍ତୃହରି ନବନିର୍ବାଚିତ ଏମ୍‌ପିଙ୍କୁ ଶପଥ ପାଠ…

ସୁଧୁରିବ ନାହିଁ ଚାଇନା

ଦକ୍ଷିଣ ଚାଇନା ସାଗରରେ ଚାଇନା ସେନା ଏବଂ ଫିଲିପାଇନ୍ସର ନୌସେନା ମଧ୍ୟରେ ସଂଘର୍ଷ ପରେ ତାଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ତେବେ ଚାଇନା ଫିଲିପାଇନ୍ସ ନୌସେନାର ଦୁଇଟି ବୋଟକୁ ଛୁରୀ, କୁରାଢିି ଏବଂ ହାତୁଡ଼ିରେ ଆକ୍ରମଣ ନଷ୍ଟ କରି ଦେଇଥିବା କୁହାଯାଇଛି।ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ…

ଓଡ଼ିଶାକୁ ଛୁଇଁଲା ମୌସୁମୀ

ମୌସୁମୀ ବାୟୁ ସକ୍ରିୟ ଥିବାରୁ ଆସନ୍ତା ୫ ଦିନ ବର୍ଷା ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଜୁନ ୧ରୁ ଅଦ୍ୟାବଧି ରାଜ୍ୟରେ ୮୮.୭ ମିଲିମିଟର ବର୍ଷା ହୋଇଛି। ଏହା ସ୍ୱାଭାବିକ ଠାରୁ ୩୯% କମ୍। ୨୧ ଜିଲ୍ଲାରେ ୫୯% କମ୍‌ ବର୍ଷା ହୋଇଛି। ମାଲକାନଗିରି,…

ନବୀନଙ୍କ ଫିଜିଓଥେରାପିଷ୍ଟ ଶ୍ରଦ୍ଧା ଏବେ କେଉଁଠି , କାହିଁକି ଛାଡ଼ିଲେ ନବୀନ ନିବାସ

ବିଜୁ ଜନତା ଦଳ ତିଷ୍ଠିବ ତ? ନା ଭୁଶୁଡ଼ି ପଡ଼ିବ? ନିର୍ବାଚନୀ ବିପର୍ଯ୍ୟୟର ଏପର୍ଯ୍ୟନ୍ତ ସମୀକ୍ଷା ହେଲାନି କି ଦଳୀୟ କର୍ମୀ ଓ ନେତାଙ୍କ ମନୋବଳ ବଢ଼ାଇବାକୁ ପଦକ୍ଷେପ ବି ନିଆଗଲାନି । ପାଣ୍ଡିଆନକୁ ନେଇ ବିଜେଡ଼ି କର୍ମୀ ମାନେ ଅସନ୍ତୁଷ୍ଟ ଥିବା ବେଳେ ନବୀନ କିନ୍ତୁ ତାଙ୍କ ସପକ୍ଷରେ ଯୁକ୍ତି…

ପାଗ ଅନୁକୂଳ ହେତୁ ଆଜି ଠାରୁ ସ୍କୁଲ ସ୍ବାଭାବିକ ସମୟରେ ଚାଲିବ

ସୋମବାରଠାରୁ ସ୍କୁଲ ସ୍ବାଭାବିକ ସମୟରେ ଚାଲିବ। ଏ ନେଇ ରବିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୂର୍ବରୁ ଖରା ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ସକାଳ ସାଢ଼େ ୬ରୁ ସାଢ଼େ ୧୦ଟା ଯାଏ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ…

ମା’ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ

ଘଟଗାଁରେ ମା’ ତାରିଣୀଙ୍କୁ ଦର୍ଶନ ପରେ ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମା’ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ବିଜେଡି ସରକାର ୫୦ କୋଟି ଟଙ୍କା ଦେଇଥିଲେ । କିନ୍ତୁ ପୀଠର ବିକାଶ ପାଇଁ ଏହା…