ଖୋଲିବ ହୀରାକୁଦ ଗେଟ୍

ଖୋଲିବ ହୀରାକୁଦ ଗେଟ୍, ନିଷ୍କାସିତ ହେବ ବର୍ଷର ପ୍ରଥମ ବନ୍ୟାଜଳ । ତଳିଆ ଅଞ୍ଚଳରେ ସମସ୍ତଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ କର୍ତ୍ତୃପକ୍ଷ । ଛତିଶଗଡ଼ରେ ତୁହାକୁ ତୁହା ବର୍ଷା ହେଉଛି । ଓଡ଼ିଶାରେ ଭଲ ବର୍ଷା ନଥିବା ବେଳେ ଛତିଶଗଡ଼ର ଉପର ମୁଣ୍ଡରେ ବର୍ଷା ହେବା ପାଇଁ ହୀରାକୁଦରେ ବଢ଼ିବାକୁ…

ଆଜିର ରାଶିଫଳ

‌‌ମେଷ: ଶାରୀରିକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। ବ୍ୟବସାୟରେ ତୁରନ୍ତ ଫଇସଲା ଲାଭପ୍ରଦ ହେବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ସମୟ ଅତିବାହିତ କରିବେ। ‌ ବୃଷ: କୌଣସି ଜରୁରୀ କାମରେ ଦୂରସ୍ଥାନକୁ ଯିବେ। ଅଫିସରେ କାମର ବୋଝ ବଢ଼ିପାରେ। ପରିବାର ଲୋକଙ୍କୁ ଆପଣଙ୍କ ଠାରୁ ବହୁତ…

ପ୍ରତ୍ୟେକ ମାସ ୧୨ ଦିନ ସ୍କୁଲ ପରିଦର୍ଶନ କରିବେ ବିଇଓ

ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନର ମାନ ଯାଞ୍ଚ କରିବେ ଗୋଷ୍ଠୀ ଶିକ୍ଷାଧିକାରୀ। ଠିକ୍‌ ସମୟରେ ଶିକ୍ଷାନୁଷ୍ଠାନରେ ମଧ୍ୟାହ୍ନଭୋଜନ ଦିଆଯାଉଛି ନା ନାହିଁ, ଖାଦ୍ୟର ମାନ ସମେତ ଶିକ୍ଷକଶିକ୍ଷୟିତ୍ରୀ ନିଜ ନିଜ କର୍ତ୍ତବ୍ୟ ପାଳନ କରୁଛନ୍ତି ନା ନାହିଁ, ତାହା ତଦାରଖ…

ରାହୁଲ ଗାନ୍ଧୀଙ୍କୁ ମିଳିଲା ସରକାରୀ ବଙ୍ଗଳା

କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସରକାରୀ ବଙ୍ଗଳା ଯୋଗାଇ ଦିଆଯାଇଛି। ନୂଆଦିଲ୍ଲୀସ୍ଥ ସୁନହେରିବାଗସ୍ଥିତ ୫ ନମ୍ବର ବଙ୍ଗଳା ରାହୁଲଙ୍କୁ ଆବଣ୍ଟନ କରାଯାଇଛି। ବିରୋଧୀ ଦଳ ନେତା ହୋଇଥିବାରୁ ରାହୁଲ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ସୁବିଧା ସୁଯୋଗ ପାଇବାକୁ…

ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳର ଫଟୋ ଓ ଭିଡିଓ ବାରମ୍ବାର ଭାଇରାଲ୍‌ ,ପୋଲିସର କଟକଣା କେବଳ ଲୋକ ଦେଖାଣିଆ

ଶ୍ରୀମନ୍ଦିର ସୁରକ୍ଷାରେ ଅବହେଳା, ପଶୁଛି ମାଳ ମାଳ ମୋବାଇଲ। ପୋଲିସର କଟକଣା କେବଳ ଲୋକ ଦେଖାଣିଆ ହୋଇଥିବା ବେଳେ ଅମାନିଆଙ୍କୁ ସାହସ ଦେଉଛି କୋହଳ ଆଇନ ବ୍ୟବସ୍ଥା। ଫଳରେ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳର ଫଟୋ ଓ ଭିଡିଓ ବାରମ୍ବାର ଭାଇରାଲ୍‌ ହେବାରେ ଲାଗିଛି। ନିକଟରେ ବି ଏଭଳି କିଛି ଘଟଣା…

ଆଜି ନିତି ଆୟୋଗ ବୈଠକ

ଆଜି ନିତି ଆୟୋଗ ବୈଠକ । ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶାସିତ ଅଞ୍ଚଳର ରାଜ୍ୟପାଳ ଯୋଗଦେବେ । ପନଃଗଠିତ ନିତି ଆୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଅଧ୍ୟକ୍ଷ ରହିଥିବା ବେଳେ ୪ ଜଣ ସ୍ଥାୟୀ ସଦସ୍ୟଙ୍କ ସହିତ ୧୫ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ଵତନ୍ତ୍ର ଆମନ୍ତ୍ରିତ…

ଆଜି ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ ର ବୈଠକ

ଆଜି ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ ର ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ।  ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନ କରିବା ଏହି ବୈଠକରେ ଫୋକସ୍ ରହି।  ତେବେ ଏହି ନୀତି ଆୟୋଗ ବୈଠକରେ ଯୋଗଦେବାକୁ ଦିଲ୍ଲୀରେ ପହଞ୍ଚିଛନ୍ତି…

ଶ୍ରାବଣରେ ରୁଦ୍ରାଭିଷେକ

ଭୋଳା ବାବାଙ୍କ ପ୍ରିୟ ମାସ ଶ୍ରାବଣ ମାସ ଜୁଲାଇ ୨୨ରୁ ଆରମ୍ଭ ହୋଇଛି । ଅଗଷ୍ଟ ୧୯ ପର୍ଯ୍ୟନ୍ତ ଶ୍ରାବଣ ମାସ ରହିଥିବାରୁ ପୁରା ମାସ ସାରା ଭୋଳାବାବାଙ୍କ ଭକ୍ତିରେ ଲାଗିଥାନ୍ତି ଶିବ ଭକ୍ତ । ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଏହି ମାସରେ ଅନେକ ଲୋକ ଉପବାସ ପାଳନ କରିବା ସହ ମହାଦେବଙ୍କୁ…

ଖାଆନ୍ତୁ ଡାଳିମ୍ବ: ଦୂର ହେବ ଏସବୁ ରୋଗ

ଡାଳିମ୍ବରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପଯୋଗୀ ଗୁଣ ଭରି ରହିଛି। ଜାଣନ୍ତୁ ସେ ସମ୍ପର୍କରେ…ଭିଟାମିନ୍‌ ‘ସି’ର ଅନ୍ୟତମ ପ୍ରମୁଖ ଉତ୍ସ ହେଉଛି ଡାଳିମ୍ବ। ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଶରୀର ପାଇଁ ବେଶ୍‌ ଉପକାରୀ।ଏଥିରେ ଏଭଳି ତତ୍ତ୍ୱ ଭରି ରହିଛି, ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି…

ଗୋଲ୍ଡ କଏନରେ ରହିଲା କିଙ୍ଗଖାନ୍‌ଙ୍କ ଫଟୋ

ବଲିଉଡ ବାଦଶାହା ଶାହରୁଖ ଖାନ୍‌ଙ୍କୁ ମିଳିଛି ଆଉ ଏକ ବଡ଼ ଉପଲବ୍ଧି। ପୂର୍ବରୁ କୌଣସି କଳାକାର ହାସଲ କରି ନ ଥିବା ସମ୍ମାନର ହକ୍‌ଦାର ହୋଇଛନ୍ତି ଶାହରୁଖ। ଫ୍ରାନ୍ସ ରାଜଧାନୀ ପ୍ୟାରିସ୍‌ର ଗ୍ରେଭିନ ମ୍ୟୁଜିୟମ ଶାହରୁଖ ଖାନ୍‌ଙ୍କୁ ସମ୍ମାନିତ କରିଛି, ତାହା ପୁଣି ଗୋଲ୍ଡ କଏନ ସହ।ମ୍ୟୁଜିୟମ…