ପ୍ରାୟ ୯୦ ବର୍ଷ ପରେ ରାକ୍ଷୀ ପୂର୍ଣ୍ଣିମାରେ ୪ ଶୁଭ ମହା ସଂଯୋଗ ସୃଷ୍ଟି ହେଉଛି

ରକ୍ଷାସୂତ୍ରର ଡୋର ଭାଇଭଉଣୀଙ୍କ ସମ୍ପର୍କକୁ ଅତୁଟ ରଖିଥାଏ । ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଦିନ ଗ୍ରହଙ୍କ ଅଦ୍ଭୁତ ସଂଯୋଗ ହେବାକୁ ଯାଉଛି । ପ୍ରାୟ ୯୦ ବର୍ଷ ପରେ ରାକ୍ଷୀ ପୂର୍ଣ୍ଣିମାରେ ୪ ଶୁଭ ମହା ସଂଯୋଗ ସୃଷ୍ଟି ହେଉଛି । ଗ୍ରହ-ନକ୍ଷତ୍ରଙ୍କ ଅଦ୍ଭୁତ ସଂଯୋଗ ଭାଇଭଉଣୀ ସମ୍ପର୍କକୁ ମଜଭୁତ…

ଆମ ଓଡ଼ିଶା ନବୀନ ଓଡ଼ିଶା ନିର୍ବାଚନ ଜିତିବା ପାଇଁ ଯୋଜନା ହୋଇଥିଲା -ବିଧାୟକ ଆଶ୍ରିତ ପଟ୍ଟନାୟକ

ପୂର୍ବ ସରକାରଙ୍କ ଯୋଜନାର ନା ବଦଳିବା ନେଇ ଗୃହରେ ଉଦବେଗ। ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା। ଗଣେଶ୍ୱର ବେହେରା କହିଛନ୍ତି ସରକାର ବଦଳିବା ପରେ ୩୧୪ ବ୍ଲକର ବିକାଶ କାର୍ଯ ଠପ ହୋଇଯାଇଛି। ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ବିକାଶମୂଳକ…

ଆଳୁ ଗୋଦାମରେ ମନ୍ତ୍ରୀ ,୩୨ ଟଙ୍କାରୁ ଅଧିକ ଦରରେ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ

ଆଉ କିଛି ସମୟ ଭିତରେ ଆଳୁକୁ ନେଇ ବସିବ ବୈଠକ। ବୈଠକ ପୂର୍ବରୁ ଆଳୁ ଗୋଦାମରେ ପହଞ୍ଚି ସ୍ଥିତି ପରଖିଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ବଜାର ଓ ଗୋଦାମରେ ଚଢାଉ କରାଯାଉଛି। ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଆଗାମୀ ୭ ଦିନ ଯାଏ ମହଜୁଦ ରହିଛି ଆଳୁ। ତେଣୁ…

ବଢିପାରେ ମଧ୍ୟାହ୍ନ ଭୋଜନ ମୁଣ୍ଡପିଛା ମୂଲ୍ୟ

ବଢିପାରେ ମଧ୍ୟାହ୍ନ ଭୋଜନ ମୁଣ୍ଡପିଛା ମୂଲ୍ୟ । ଏନେଇ ରାଜ୍ୟ ସରକାର ଚିନ୍ତା କରୁଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଶୁକ୍ରବାର ବିଧାନସଭାରେ ମଧ୍ୟାହ୍ନ ଭୋଜନ ନେଇ ପ୍ରଶ୍ନ କରିଥିଲେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ ପଚାରିଥିଲେ ଯେ, ବର୍ତ୍ତମାନ…

ବିବାହକୁ ନେଇ ଏମିତି କହିଲେ ଶ୍ରୀଦେବୀ କନ୍ୟା ଜାହ୍ନବୀ

ବିଜ୍‌ନେସ୍ ଟାଇକୁନ୍ ସଞ୍ଜୟ ପାହାଡିୟାଙ୍କ ପୁଅ ଶିଖର ପାହାଡିୟାଙ୍କ ସହ ଶ୍ରୀଦେବୀ କନ୍ୟା ଜାହ୍ନବୀ କପୁରଙ୍କ ରୋମାନ୍ସ ପ୍ରାୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଜାହ୍ନବୀଙ୍କୁ ଶିଖରଙ୍କ ସହ ପ୍ରାୟ ସବୁବେଳେ ଦେଖିବାକୁ ମିଳେ। ବେକରେ ତାଙ୍କ ନାଁରେ ଥିବା ଲକେଟ୍ ପିନ୍ଧିବା ଠାରୁ ଆରମ୍ଭ କରି…

ସ୍ବାଧୀନତା ଦିବସ ଅବସର‌ରେ ଜିଓ ଗ୍ରାହକଙ୍କୁ ୧୦୦୦ ଟଙ୍କା ରିହାତି

ଜିଓ ଗ୍ରହକଙ୍କ ପାଇଁ ଏକ ଖୁସି ଖବର ରହିଛି। ଜାଣବାକୁ ମିଳିଛି ଯେ ଜିଓ ସ୍ବାଧୀନତା ଦିବସ ଅବସର‌ରେ ଏକ ବଢ଼ିଆ ଅଫର୍‌ ନେଇଆସିଛି। ଏହି ନୂଆ ଅଫର୍‌ରେ ଗ୍ରାହକଙ୍କୁ ୧୦୦୦ ଟଙ୍କା ରିହାତି ମିଳିବ।କମ୍ପାନି ଜିଓ ଏୟାର୍‌ ଫାଇବର୍‌ ପାଇଁ ଏହି ଅଫର୍‌ ଘୋଷଣା କରିଛି। ଯଦି ଆପଣ ଏହି ଅଫର୍‌ରେ ଜିଓ…

ମମତାଙ୍କ ବଡ଼ ନିଷ୍ପତ୍ତି

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନୀତି ଆୟୋଗ ବୈଠକରେ ଯୋଗଦେବେ। ସେ ମଧ୍ୟ ଏହି ବୈଠକରେ ଯୋଗଦେବା ପାଇଁ ଦିଲ୍ଲୀ ଯାଇଛନ୍ତି। ତାଙ୍କ ସହ ଦିଲ୍ଲୀର ତୃଣମୂଳ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ମଧ୍ୟ ଆସୁଛନ୍ତି। ମମତା ବାନାର୍ଜୀଙ୍କ ଅନୁଯାୟୀ, ହେମନ୍ତ ସୋରେନ…

ଭାରତ ଦେଲା କଡ଼ା ଜବାବ

ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ନାଟୋ ଶିଖର ସମ୍ମିଳନୀ ଆୟୋଜନ କରିଥିଲେ। ଏଥି ସହ ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ଗସ୍ତରେ ଥିଲେ। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୁଷିଆ ଗସ୍ତକୁ ନେଇ ଭାରତ ମଧ୍ୟ ଆମେରିକାକୁ କଡା ବାର୍ତ୍ତା ଦେଇଛି। ପ୍ରଧାନମନ୍ତ୍ରୀ…

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪

ପ୍ୟାରିସ୍ ଅଲିମ୍ପିକ୍ସର ରାଙ୍କିଙ୍ଗ ରାଉଣ୍ଡରେ ଭାରତର ମହିଳା ତୀରନ୍ଦାଜୀ ଦଳ ଭଲ ପ୍ରଦର୍ଶନ କରିଛି। ଭାରତ ପକ୍ଷରୁ ଦୀପିକା କୁମାରୀ, ଅଙ୍କିତା ଭଗତ ଓ ଭଜନ କୌର ମୋଟ ୧୯୮୩ ପଏଣ୍ଟ ହାସଲ କରିଛନ୍ତି। ଏହା ସହ ଭାରତୀୟ ଦଳ ଚତୁର୍ଥ ସ୍ଥାନରେ ରହି କ୍ୱାର୍ଟର ଫାଇନାଲରେ ନିଜ ସ୍ଥାନ ସୁନିଶ୍ଚିତ…

କାହିଁକି ଯାଆନ୍ତି ବୋଲବମ ଯାତ୍ରା?

ଶ୍ରାବଣ ମାସ ଆରମ୍ଭ ହୋଇସାରିଛି। ଏନେଇ ରାଜ୍ୟର ବିଭିନ୍ନ ଶୈବପୀଠରେ ଜଳଲାଗି କରିବାକୁ କାଉଡିଆମାନେ ବିଭିନ୍ନ ନଦୀରୁ ଜଳ ଉଠାଉଛନ୍ତି । ଗେରୁଆ ବସ୍ତ୍ର ପିନ୍ଧି ବର୍ଷା ଏବଂ ଖରାକୁ ଖାତିର ନକରି ଖାଲି ପାଦରେ କାନ୍ଧରେ ବାହୁଙ୍ଗି ଧରି ଶିବ ମନ୍ଦିରରେ ପହଞ୍ଚିଛନ୍ତି ଶ୍ରଦ୍ଧାଳୁ । ହାତରେ…