ବିନା ପରୀକ୍ଷାରେ କରିପାରିବେ ଚାକିରି

ଅଙ୍ଗନବାଡ଼ିରେ ନିଯୁକ୍ତି ପାଇଁ ଆବେଦନ ଆରମ୍ଭ ହୋଇଛି । ମୌଳିକ ଶିକ୍ଷା ଆଧାରରେ ଏହି ନିଯୁକ୍ତି ପ୍ରଦାନ କରାଯାଉଛି । ଏହି ନିଯୁକ୍ତି ପାଇଁ କୌଣସି ପରୀକ୍ଷା ଦେବାକୁ ପଡିବନି। ଏଥିରେ ଆପଣ ନିଜ ଯୋଗ୍ୟତା ବଳରେ ଚାକିରି ପାଇ ପାରିବେ ।ତେବେ ଏଥିପାଇଁ ଆପଣଙ୍କୁ ପ୍ରକ୍ରିୟାନୁସାରେ ଆବେଦନ…

ବେକାରୀ ହାର ୭.୯%କୁ ଖସିଲା

ଚାଷ କାମ ଜାରି ରହିଥିବା ବେଳେ ଶ୍ରମିକ ନିଯୁକ୍ତି ଅବ୍ୟାହତ ରହିଥିବାରୁ ଜୁଲାଇ ମାସରେ ଦେଶର ବେକାରୀ ହାର ହ୍ରାସ ପାଇଛି। ଘରୋଇ ସଂସ୍ଥା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମ୍‌ଆଇଇ)ର ଏକ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ‌ଜୁଲାଇ ସୁଦ୍ଧା ବେକାରୀ ହାର ୭.୯ ପ୍ରତିଶତକୁ ହ୍ରାସ…

ରତ୍ନଭଣ୍ଡାରର ହେବ ଟେକ୍ନିକାଲ ସ୍କାନିଂ

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ବୈଠକରେ ସମୁଦାୟ ୬ଟି ପ୍ରସ୍ତାବ ଉପରେ ଆଲୋଚନା କରାଯାଇଛି । ଭିତର ଓ ବାହାର ରତ୍ନଭଣ୍ଡାର ସ୍ଥାନାନ୍ତରଣ ପ୍ରକ୍ରିୟାକୁ ଅନୁମୋଦନ କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ଆଲୋଚନା ହୋଇଛି । ଟେକ୍ନିକାଲ ସ୍କାନିଙ୍ଗ ଉପରେ ରାଜ୍ୟ ସରକାଙ୍କ…

ଷ୍ଟକ୍ ମାର୍କେଟକୁ ବଡ଼ ଝଟକା

ଟ୍ରେଡରେ ସବୁଠୁ ଖରାପ ପ୍ରଦର୍ଶନ କରିଛି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ-BSE। ମାର୍କେଟ ଖୋଲିବା ପରେ ଏବେ ସେନସେକ୍ସ ୨୬ ଶହ ଖସିଥିବା ବେଳେ ନିଫଟି ପ୍ରାୟ ୮୦୦ ପଏଣ୍ଟ ଖସିଛି। କୁହାଯାଉଛି ଏହା ସିଜନ୍ ର ସବୁଠୁ ଖରାପ ପ୍ରଦର୍ଶନ କରିଛି ଷ୍ଟକ୍ ଏକସଚେଞ୍ଜ। ଫଳରେ ଅନେକ ଗୁଡ଼ିଏ ଲାଭ ଦାୟକ କମ୍ପାନୀର…

ଓଜନ ହ୍ରାସ କରିଥାଏ ମଧୁରୀ

କେତେବେଳେ ଆପଣ ଖାଦ୍ୟରେ ବ୍ୟବହାର କରୁଥିବେ ତ କେତେବେଳେ ଆପଣ ମାଉଥ ଫେସ୍ କରିବା ପାଇଁ ଖାଉଥିବେ । ଓଡ଼ିଆ ଲୋକମାନେ ଏହାକୁ ପାନମଧୁରୀ ମଧ୍ୟ କହିଥାନ୍ତି, କାରଣ ମାଧୁରୀକୁ ପାନ ମସଲା ଭାବେ ବ୍ୟବହାର କରାଯାଏ । ହେଲେ ଆପଣ ଜାଣନ୍ତି କି ମଧୁରୀ ଖାଇବାର ପ୍ରକୃତ ଫାଇଦା? ଏହା ଖାଇବା ଦ୍ୱାରା ଓଜନ…

ବାୟୁସେନାରେ ନିଯୁକ୍ତି ସୁଯୋଗ

ଭାରତୀୟ ବାୟୁସେନାରେ ଗ୍ରୁପ୍‌-‘ସି’ ସିଭିଲିଆନ୍ ପଦବୀ ପାଇଁ ବମ୍ପର ନିଯୁକ୍ତି ସୁଯୋଗ ରହିଛି । ଏଥିପାଇଁ ପ୍ରାର୍ଥୀ ଜଣଙ୍କୁ ଅଫିସିଆଲ ୱେବସାଇଟ୍ indianairforce.nic.inକୁ ଯାଇ ଆବେଦନ କରିପାରିବେ ।ଭାରତୀୟ ବାୟୁସେନାରେ ମୋଟ ୧୮୨ ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି । ଏଥିପାଇଁ…

ଭୟରେ ଇସ୍ତଫା ଦେଲେ ଶେଖ୍ ହସିନା: ଭାରତ ଆସିଥିବା ସୂଚନା

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଆଜି ତାଙ୍କ ପଦରୁ ଇସ୍ତଫା ଦେଇ ଦେଶ ଛାଡିଛନ୍ତି। ତାଙ୍କ ପଦରୁ ଇସ୍ତଫା ଦେବା ପାଇଁ ବାଂଲାଦେଶ ସେନା, ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ୪୫ ମିନିଟର ଅଲ୍ଟିମେଟମ ଦେଇଥିଲା ବୋଲି ଚର୍ଚା ହେଉଛି । ଏହା ପରେ ତାଙ୍କ ବାସଭବନରେ ଶତାଧିକ ବିକ୍ଷୋଭକାରୀ…

ଖାଲି ପାଦରେ ଦୌଡ଼ିଲେ ଜାହ୍ନବୀ

ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ‘ଉଲଝ୍‌ ’ ଚଳଚ୍ଚିତ୍ର ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରରେ ଜାହ୍ନବୀଙ୍କ ସହ ରୋଶନ୍‌ ମାଥ୍ୟୁ ଓ ଗୁଲ୍‌ଶାନ ଦେବେୟା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ବିନୀତ ଜୈନଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା…

ବିଧାନସଭା ନିର୍ବାଚନରେ ମାଟି କାମୁଡି ପଡିବ ଭାଜପା

ଚଳିତ ବର୍ଷ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଅଣ୍ଟା କଷି ସାରିଲେଣି ସବୁ ଦଳ। ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ତୀବ୍ର କଥା କଟାକଟିି ଜାରି ରହିଥିବାବେଳେ ଭେଟେରାନ ନେତାମାନେ ମଧ୍ୟ ପରସ୍ପରକୁ ଭେଟୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…

କ୍ରେଡିଟ୍ କାର୍ଡ଼ଧାରୀଙ୍କ ପାଇଁ ଟ୍ୟାକ୍ସ ଲାଗିବନି

ଆପଣ ଜାଣନ୍ତି କି ଯଦି ଆପଣ ଟ୍ୟାକ୍ସ ଦେବାର ସଠିକ୍ ପଦ୍ଧତି ବ୍ୟବହାର କରନ୍ତି, ତେବେ ଆପଣ ଟଙ୍କା ସଞ୍ଚୟ କରିପାରିବେ। ସାଧାରଣତଃ ଲୋକମାନେ ଅନଲାଇନରେ ଟ୍ୟାକ୍ସ ଦିଅନ୍ତି, ଯାହା ସହଜ ବୋଲି ବିବେଚନା କରାଯାଏ।ଅନେକ ଉପାୟରେ ଅନଲାଇନରେ ଟ୍ୟାକ୍ସ ପୈଠ ମଧ୍ୟ କରାଯାଇଥାଏ। ଏଥିରେ ଆପଣଙ୍କୁ…