ନୂଆଁଖାଇ ଲଗ୍ନ ଧାର୍ଯ୍ୟ ହେଲା

ନୂଆଁଖାଇ ପାଇଁ ବଲାଙ୍ଗିର ଜିଲ୍ଲାରେ ତାରିଖ ଓ ସମୟ ଧାର୍ଯ୍ୟ ହୋଇଛି । ବଲାଙ୍ଗିର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭା ନବାନ୍ନ ନିର୍ଣ୍ଣାୟକ କମିଟି ଏହ ଲଗ୍ନ ଧାର୍ଯ୍ୟ କରିଛନ୍ତି । ଭାଦ୍ରବ ଶୁକ୍ଳପକ୍ଷ ପଂଚମୀ ତିଥି ସେପ୍ଟେମ୍ବର ୮ ତାରିଖରେ ବଲାଙ୍ଗିର ଇଷ୍ଟଦେବୀ ମା’ ପାଟଣେଶ୍ୱରୀଙ୍କ ନିକଟରେ…

ଅଙ୍କିତାଙ୍କ ରାଗ

ଟିଭି ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅଙ୍କିତା ଲୋଖଣ୍ଡେ ଅନ୍ୟତମ। ୨୦୨୧ ଡିସେମ୍ବରରେ ଅଙ୍କିତା ଉଦ୍ୟୋଗୀ ଭିକି ଜୈନଙ୍କୁ ବିବାହ କରିଥିଲେ। ଭିକି ଏବଂ ଅଙ୍କିତାଙ୍କ ଯୋଡ଼ିକୁ ଟିଭି ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ ଯୋଡ଼ି ଭାବେ ଧରାଯାଇଥାଏ। ବିଭିନ୍ନ ପ୍ରସଙ୍ଗରେ ଉଭୟେ ଏକାଠି…

ବିଏସଏନଏଲ ଦେଲା ସାରା ଭାରତକୁ ୫ଜି ସେବା

ସାରା ଭାରତରେ ବିଏସଏନଏଲ ୫ଜିକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ନୂଆଦିଲ୍ଲୀ ସ୍ଥିତ କ୍ୟାମ୍ପସରେ ବିଏସଏନଏଲ ୫ଜିର ପରୀକ୍ଷଣ କରାଯାଉଛି।ଏହି ପରୀକ୍ଷାକୁ ପରୀକ୍ଷଣ କରିବା ପାଇଁ ସେଣ୍ଟର ଫର୍‌ ଡେଭଲପମେଣ୍ଟ ଅଫ୍‌ ଟେଲିମାଟିକ୍ସର(C-DOT)ରେ ପହଞ୍ଚିଥିଲେ । ସେଠାରେ ବିଏସଏନଏଲର ୫ଜି…

ଓଡ଼ିଶାରେ କାର୍ଯ୍ୟକାରୀ ହେବ “ପେସା ଆଇନ”

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନେକ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ଦୀର୍ଘଦିନ ଧରି ବନ୍ଦ ରହିଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ନିୟମିତ ଭାବେ ଶୁଣାଣି ଆରମ୍ଭ କରିଥିଲେ । ଏଥିସହିତ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲା ଯିବା ସହିତ ରତ୍ନଭଣ୍ଡାର ମଧ୍ୟ ଖୋଲା…

ରାଷ୍ଟ୍ରପତିଙ୍କୁ ମିଳିଲା ସର୍ବୋଚ୍ଚ ନାଗରିକ ପୁରସ୍କାର

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ବଡ଼ ସମ୍ମାନରେ ସମ୍ମାନିତ କରାଯାଇଛି । ଫିଜୀର ସର୍ବୋଚ୍ଚ ନାଗରିକ ପୁରସ୍କାରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ନିଜର ୩ ରାଷ୍ଟ୍ର ଯାତ୍ରା ଅବସରରେ ପ୍ରଥମ ପର୍ଯ୍ୟାୟରେ ଫିଜୀର ରାଜସ୍ଥାନୀ ସୁବାରେ ପହଞ୍ଚିଛନ୍ତି…

ଛିଡୁଛି ବିଜେଡି, ବଢୁଛି ବିଜେପି

ବିଜେପିରେ ମିଶିବେ ବଡ଼ ବିଜେଡି ନେତା । ବିଜେପି ବିଧାୟକଙ୍କ ବିସ୍ଫୋରକ ବୟାନ । ‘ଲାଇନ୍‌ରେ ଅଛନ୍ତି ଅନେକ ବଡ ନେତା’ ।ଏଭଳି ଏକ ଚର୍ଚ୍ଚା ଏବେ ରାଜ୍ୟ ରାଜନୀତିରେ ଜୋରଦାର ହୋଇଛି । ନିର୍ବାଚନ ପୂର୍ବରୁ ଯଦିଓ କିଛି ବିଜେଡି ନେତା ବିଜେପିରେ ମିଶିଥିଲେ ଏହା ପଛରେ କିନ୍ତୁ ଦଳୀୟ ଟିକେଟ୍…

ସାବଧାନ !ପିଲାଙ୍କୁ ଜୁସ ପିଇବା ଦ୍ୱାରା କଣ କ୍ଷତି ହେଇଥାଏ

ପିଲାମାନଙ୍କୁ ଅନେକ ସମୟରେ ଟିଫିନ୍ ରେ ପ୍ୟାକେଡ୍ ଜୁସ ଦିଅନ୍ତି । ସେମାନେ ଅନୁଭବ କରନ୍ତି ଯେ ଏହା ଶିଶୁକୁ ଶକ୍ତିରେ ପରିପୂର୍ଣ୍ଣ ରଖିବ ଏବଂ ତାଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ହେବ । କିନ୍ତୁ ବାସ୍ତବରେ ଏହା କରିବା ଦ୍ୱାରା ଆପଣ ଜାଣିଶୁଣି ପିଲାମାନଙ୍କର ସ୍ୱାସ୍ଥ୍ୟ ସହିତ ଖେଳୁଛନ୍ତି ।…

ଇଣ୍ଡିଗୋରେ ଆରମ୍ଭ ହେଲା ବିଜନେସ କ୍ଲାସ

ଇଣ୍ଡିଗୋ ୧୨ ରୁଟରେ ବିଜନେସ କ୍ଲାସ ସର୍ଭିସେଜ ଇଣ୍ଡିଗୋ ଷ୍ଟ୍ରେଚ ଆରମ୍ଭ ହେବାର ନିଷ୍ପତ୍ତି ନେଇଛି । ଏଥିରେ ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ମୁମ୍ବାଇ ଭଳି ସହର ସାମିଲ ଅଛି । ଇଣ୍ଡିଗୋ ଦେଶରେ ବଢୁଥିବା ପ୍ରିମିୟମ କ୍ଲାସର ଚାହିଦାକୁ କାବୁ କରିବା ପାଇଁ ଇଣ୍ଡିଗୋ ମଧ୍ୟ ଉଦ୍ୟମ…

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ସୁଯୋଗ

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ଯୋଗ୍ୟ ପ୍ରାର୍ଥୀମାନେ ଶ୍ରୀ ସଦାଶିବ କମ୍ପ୍ୟାସ ପୁରୀ, ଓଡ଼ିଶାରେ ପୋଷ୍ଟିଂ ପାଇବେ । ଆସନ୍ତା ୧୨ ତାରିଖ ଦିନ ୧୧ଟା ସମୟରେ ସାକ୍ଷାତକାର ନିଆଯିବ । ରାଜନୀତି ବିଜ୍ଞାନ, ହିନ୍ଦି ଓ ଭୂଗୋଳ ବିଷୟରେ ଅତିଥି…

ବାଂଲାଦେଶରେ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତାକୁ ନେଇ ଭାରତ ସୀମାରେ ହାଇ ଆଲର୍ଟ ଜାରି

ଜଳୁଛି ବାଂଲାଦେଶ। ବାଂଲାଦେଶରେ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତାକୁ ନେଇ ଭାରତ ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି। ମେଘାଳୟରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି କରାଯାଇଛି। ସୀମା ସୁରକ୍ଷା ଦାୟିତ୍ବରେ ଥିବା ବିଏସଏଫ୍‌କୁ ସତର୍କତା ଜାରି କରାଯାଇଛି। ବାଂଲାଦେଶ ସଂଲଗ୍ନ ୪୦୯୬ କିମି…