ଅଲିମ୍ପିକ୍ସ 2024- ହକି ସେମିଫାଇନାଲରେ ବିଶ୍ୱ ବିଜେତା ଜର୍ମାନୀ ସହ ଆଜି ମହାମୁକାବିଲା

କ୍ରମାଗତ ଦ୍ୱିତୀୟ ଥର ଅଲିମ୍ପିକ୍ସ ସେମିଫାଇନାଲରେ ପହଞ୍ଚିଛି ଭାରତୀୟ ପୁରୁଷ ହକି ଟିମ୍। ଫାଇନାଲ୍ ଟିକେଟ୍ ପାଇଁ ଆଜି ଜର୍ମାନୀ ସହ ହେବ କଡା ଟକ୍କର । ମ୍ୟାଚ୍ ପୂର୍ବରୁ ଭାରତକୁ ଲାଗିଛି ବଡ଼ ଝଟକା। ଟିମର ତାରକା ଡିଫେଣ୍ଡର ଅମିତ ରୋହିଦାସ ଖେଳିବେନି ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍। ଗ୍ରେଟ୍…

କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଜିଲାୱାରି ଚୂଡ଼ାନ୍ତ ତାଲିକା ପ୍ରକାଶିତ

କନିଷ୍ଠ ଶିକ୍ଷକ(ସ୍କିମାଟିକ) ନିଯୁକ୍ତି ପାଇଁ ଜିଲାୱାରି ଚୂଡ଼ାନ୍ତ ତାଲିକା ସୋମବାର ପ୍ରକାଶ ପାଇଛି। କେବଳ ୩ଟି ଜିଲାକୁ ଛାଡ଼ି ବାକି ସମସ୍ତ ଜିଲାର ୱେବ୍‌ସାଇଟ୍‌ରେ ତାଲିକା ଉପଲବ୍ଧ ହୋଇଛି। ଜିଲାପାଳଙ୍କ ମୋହର ପରେ ଉକ୍ତ ୩ଟି ଜିଲାର ତାଲିକା ମଙ୍ଗଳବାର ୱେବ୍‌ସାଇଟରେ ପ୍ରକାଶ ପାଇବ ବୋଲି ଓ…

ଆଜିର ରାଶିଫଳ

ମେଷ: ବ୍ୟବସାୟ କାମରେ ସହଯୋଗୀର ସାହାଯ୍ୟ ପାଇବେ। କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ସ୍ବାସ୍ଥ୍ୟ ଠିକ୍ ଓ ସତେଜ ରହିବ। କଳା କ୍ଷେତ୍ରରେ ଥିବା ଲୋକ କିଛି ନୂଆ କରିବାକୁ ଭାବିବେ। ‌- ବୃଷ: ବ୍ୟବସାୟରେ ବଡ଼ ଫଇସଲା ନେବାକୁ ପଡ଼ିପାରେ। ପାରିବାରିକ ବିବାଦ ଠାରୁ ଦୂରରେ ରୁହନ୍ତୁ।…

ସୁଧୁରିବ ନାହିଁ ଚାଇନା

ଚାଇନା ଏବଂ ତାଇୱାନ ମଧ୍ୟରେ କ୍ରମାଗତ ଭାବେ ଉତ୍ତେଜନା ବୃଦ୍ଧି ପାଉଛି। ବେଜିଂ ଏହାର କାର୍ଯ୍ୟରୁ ନିବୃତ୍ତ ନୁହେଁ। ପୁଣିଥରେ ଚାଇନା ସେନା ତାଇୱାନ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କଲା। ତେବେ ତାଇୱାନର ସେନା ମଧ୍ୟ ଏହାର ଜବାବ ଦେଇଛନ୍ତି। ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି,…

ରାଜ୍ୟରେ ପ୍ରବଳ ବର୍ଷା

ଆଗାମୀ ୪ ଦିନ ଉତ୍ତର ଓ ଉପକୂଳ ଓଡିଶାର କିଚ୍ଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଲାଗିରହିଛି ଲଗାଣ ବର୍ଷା। ତେବେ ୬ ତାରିଖ ସଂଧ୍ୟାରୁ ବର୍ଷାର ପରିମାଣ ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିପରି ୭…

ହେବାକୁ ଯାଉଛି ଆଇପିଏଲ ୨୦୨୫ର ମେଗା ନିଲାମ

ଆଇପିଏଲ ୨୦୨୫ର ମେଗା ନିଲାମ ହେବାକୁ ଯାଉଛି। ଆଜ୍ଞା ହଁ, ସମସ୍ତ ଦଳରେ ବଡ ପରିବର୍ତ୍ତନ ଦେଖାଯିବ। ଅନେକ ଦଳ ଏପରିକି ଷ୍ଟାର ଖେଳାଳିଙ୍କୁ ମୁକ୍ତ କରି ନିଲାମକୁ ପଠାଇବେ। ଏହି ସମୟରେ, ଏହିପରି ଖେଳାଳି ମେଗା ନିଲାମରେ ମଧ୍ୟ ପ୍ରବେଶ କରିପାରିବେ, ଯାହାଙ୍କୁ ସମସ୍ତ ୯ଟିମ କିଣିବାକୁ ରେସ ଲଗାଇବେ…

ମହିଳାଙ୍କ ପାଇଁ କାହିଁକି ଜରୁରୀ ଏସବୁ ଭିଟାମିନ୍‌

ପୁରୁଷଙ୍କ ତୁଳନାରେ ମହିଳାମାନଙ୍କୁ ଅଧିକ ପୋଷଣର ଆବଶ୍ୟକତା ଥାଏ । ଏକ ସୁସ୍ଥ ଡାଏଟରେ ସମସ୍ତ ପ୍ରକାର ପୋଷଣ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମହିଳାଙ୍କ ଶରୀରରେ ଅନେକ ପ୍ରକାର ପରିବର୍ତ୍ତନ ହେଉଥିବାରୁ ସେମାନେ ସୁସ୍ଥ ରହିବା ପାଇଁ ଏକ ସ୍ୱତନ୍ତ୍ର ଭିଟାମିନର ଆବଶ୍ୟକତା…

ନୂଆଦିଲ୍ଲୀରେ ପହଞ୍ଚିଲେ ଶେଖ ହସିନା

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେବା ପରେ ଦେଶ ଛାଡ଼ିଥିଲେ । ଏବେ ଆସିଥିବା ସୂଚନା ଅନୁସାରେ ସେ ଭାରତରେ ପହଞ୍ଚିଛନ୍ତି । ସେ ନୂଆଦିଲ୍ଲୀ ଉପକଣ୍ଠ ଗାଜିଆବାଦରେ ଥିବା ଭାରତୀୟ ବାୟୁସେନାର ବିମାନଘାଟି ହିଣ୍ଡନରେ ଓହ୍ଲାଇଛନ୍ତି । ସଂଧ୍ୟା ୫ଟା ୩୬ରେ ତାଙ୍କ ବିମାନ ହିଣ୍ଡନରେ…

ଫିଲ୍ମ କାହାଣୀରୁ କମ୍ ନୁହେଁ ରିତେଶ ଦେଶମୁଖ-ଜେନେଲିଆ ଡି’ସୁଜାଙ୍କ ପ୍ରେମ କାହାଣୀ

ଯେତେବେଳେ ବି ଆମେ ବଲିଉଡର ସବୁଠାରୁ ସୁନ୍ଦର ଦମ୍ପତିଙ୍କ ବିଷୟରେ କଥା ହେଉ, ରିତେଶ ଦେଶମୁଖ-ଜେନେଲିଆ ଡି’ସୁଜାଙ୍କ ଚେହେରା ପ୍ରଥମେ ଆସେ। ଦୁହେଁ କେବଳ ପତି-ପତ୍ନୀ ନୁହଁନ୍ତି ବରଂ ଭଲ ବନ୍ଧୁ ମଧ୍ୟ। ସେମାନଙ୍କ ସମ୍ପର୍କର ଉଦାହରଣ ସମଗ୍ର ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଦିଆଯାଏ। ତେବେ ଖୁବ୍ କମ୍…

କୋଚିଂ ସେଣ୍ଟର ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳୁଛି ଏବଂ ମୃତ୍ୟୁ ପ୍ରକୋଷ୍ଠରେ ପରିଣତ ହୋଇଛି – ସୁପ୍ରିମ୍‌କୋର୍ଟ

ଦିଲ୍ଲୀର ଏକ କୋଚିଂ ସେଣ୍ଟରରେ ତିନିଜଣ ଆଇଏଏସ ଆଶାୟୀଙ୍କ ମୃତ୍ୟୁ ପରେ ସୋମବାର ଦିନ ସୁପ୍ରିମକୋର୍ଟ ଏହାକୁ ଏକ ‘ଆଖି ଖୋଲିବା’ ପରି ଘଟଣା ବୋଲି କହିଛନ୍ତି। କୋର୍ଟ କୋଚିଂ ସେଣ୍ଟରଗୁଡ଼ିକୁ “ଡେଥ୍ ଚାମ୍ବର” ବା ମୃତ୍ୟୁର ପ୍ରକୋଷ୍ଠ ବୋଲି ମଧ୍ୟ କହିଛନ୍ତି। ଏହା ଛାତ୍ରମାନଙ୍କ ଜୀବନ ସହିତ…