ମୋଦି ସରକାରଙ୍କ ବଡ଼ ପଦକ୍ଷେପ: ଓ୍ବାନ ନେସନ ଓ୍ବାନ ଇଲେକସନକୁ କ୍ୟାବିନେଟ ମଂଜୁରି
ମୋଦି ସରକାରଙ୍କ ବଡ଼ ପଦକ୍ଷେପ । ଓ୍ବାନ ନେସନ ଓ୍ବାନ ଇଲେକସନକୁ କ୍ୟାବିନେଟ ମଂଜୁରି ମିଳିଛି । ଯଦି ସରକାର ଏହି ବିଲ ପାସ କରନ୍ତି ତେବେ ଆଗାମୀ ନିର୍ବାଚନ ଏକା ସମୟରେ ହୋଇପାରେ । କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟ ଏବଂ ଏକ ଉଚ୍ଚସ୍ତରୀୟ କମିଟି ନିକଟରେ ଦାଖଲ ହୋଇଥିବା ଏହି ରିପୋର୍ଟକୁ…