ମୁଁ ଦେଇଥିବା ବୟାନ ପ୍ରତ୍ୟାହାର କରୁଛି – କଙ୍ଗନା ରାଣାୱତ

ଭାରତୀୟ ଜନତା ପାର୍ଟିର ଲୋକସଭା ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାୱତ ନିଜ ବୟାନକୁ ନେଇ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଜାରି କରି ପୂର୍ବରୁ ଦେଇଥିବା ବୟାନକୁ ପ୍ରତ୍ୟାହାର କରିଛନ୍ତି କଙ୍ଗନା। ସେ କହିଛନ୍ତି କୃଷି ଆଇନକୁ ନେଇ ମୁଁ ଦେଇଥିବା…

ଲୋକଙ୍କ ଘରେ କ୍ଷେପଣାସ୍ତ୍ର ଗଚ୍ଛିତ ରଖିଛି ଆତଙ୍କବାଦୀ ସଂଗଠନ ଯାହାର ଫଟୋ ଜାରି କରିଛି ଇସ୍ରାଏଲ

ଲୋକଙ୍କ ଘରେ କ୍ଷେପଣାସ୍ତ୍ର ଗଚ୍ଛିତ ରଖିଛି ଆତଙ୍କବାଦୀ ସଂଗଠନ ହେଜବୋଲ୍ଲା। ଘରେ ଘରେ ରହିଛି ଅସ୍ତ୍ରଶସ୍ତ୍ର। ଯାହାର ଫଟୋ ଜାରି କରିଛି ଇସ୍ରାଏଲ। ଇସ୍ରାଏଲ ବିରୋଧରେ ଏସବୁ ଅସ୍ତ୍ରଶସ୍ତ୍ରକୁ ବ୍ୟବହାର କରୁଛି ହେଜବୋଲ୍ଲା, ଯେଉଁଥିପାଇଁ ଏବେ ଯୁଦ୍ଧ ଘନେଇବାରେ ଲାଗିଛି। ପୂର୍ବରୁ ଇସ୍ରାଏଲ…

୧୦୦ କୋଟି ଟଙ୍କାର ରୁପା ଓ ସୁନା ଅଳଙ୍କାରରେ ସଜେଇ ହେବେ ମା’

ଏଥର କଟକ ଦଶହରାରେ ପୂଜାମଣ୍ଡପଗୁଡ଼ିକରେ ପାଖାପାଖି ୧୦୦ କୋଟି ଟଙ୍କାର ରୁପା ଓ ସୁନା ଅଳଙ୍କାରରେ ସଜେଇ ହେବେ ମା’। ବିଭିନ୍ନ କାରଣରୁ ଏଥର ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରତ୍ୟେକ ପୂଜା ମଣ୍ଡପରେ ଅଗ୍ନିଶମ ବିଭାଗ ପକ୍ଷରୁ ଧାର୍ଯ୍ୟ…

‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ,ଖର୍ଚ୍ଚ ହେବ ଏତିକି କୋଟି

ସରକାର ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’କୁ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ମଧ୍ୟ ଏଥିପାଇଁ ସୁପାରିସ କରିସାରିଥିବାବେଳେ କେନ୍ଦ୍ର କ୍ୟାବିନେଟ୍‌ ଏହାକୁ ମଞ୍ଜୁରି ଦେଇସାରିଛି। ଗୋଟିଏ ଦେଶ…

ଶ୍ରମିକମାନଙ୍କର ସର୍ବନିମ୍ନ ମଜୁରୀ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଦିଲ୍ଲୀ ନୂଆ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ଶ୍ରମିକମାନଙ୍କୁ ପୂଜାଭେଟି ଦେଇଛନ୍ତି।  ଦିଲ୍ଲୀର ଅସଂଗଠିତ କ୍ଷେତ୍ରର କୁଶଳୀ, ଅର୍ଦ୍ଧ-କୁଶଳୀ ଏବଂ କୁଶଳୀ ଶ୍ରମିକମାନଙ୍କର ସର୍ବନିମ୍ନ ମଜୁରୀ ବୃଦ୍ଧି କରାଯାଇଛି | ଦାୟିତ୍ବ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ  ଆତିଶୀ ତାଙ୍କର ପ୍ରଥମ…

୨୪ହଜାର ୧୬୨ଜଣଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଏକକ ବାତାୟନ ଅନୁମୋଦନ କମିଟି ବୈଠକରେ ୪ହଜାର ୯୫୪କୋଟି ୨୬ଲକ୍ଷ ଟଙ୍କାର ୩୧ଟି ଶିଳ୍ପ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୨୪ହଜାର ୧୬୨ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ଆକଳନ କରାଯାଇଛି ।ମୁଖ୍ୟ ଶାସନ…

ଷ୍ଟକ୍ ବଜାରରେ ଅଧିକ ରୋଜଗାର

ଷ୍ଟକ୍ ବଜାର ଜରିଆରେ ଆୟ କରିବା ନେଇ ସଚେତନତା ବଢ଼ିବା ଓ ଲୋକମାନଙ୍କ ସ୍ମାର୍ଟଫୋନ୍‌ରେ ସହଜରେ ସେହି ସୁବିଧା ମିଳିବା ପରେ ବହୁ ଲୋକ ଟ୍ରେଡିଂରେ ଭାଗ ନେଉଛନ୍ତି। ଅଳ୍ପ ସମୟ ଭିତରେ ଅଧିକ ରୋଜଗାର କରିବା ଲୋଭରେ ରାଜ୍ୟର ହଜାର ହଜାର ଲୋକ ଫ୍ୟୁଚର୍‌ ଆଣ୍ଡ୍‌ ଅପ୍ସନ୍‌ସ (ଏଫ୍‌ ଆଣ୍ଡ୍‌…

ଭାରତ-ବାଂଲାଦେଶ ଦ୍ବିତୀୟ ଟେଷ୍ଟ୍

ଚେନ୍ନାଇରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍‌କୁ ୨୮୦ ରନ୍‌ରେ ଜିତିବା ପରେ କାନପୁରରେ ଶୁକ୍ରବାରଠାରୁ ଆୟୋଜିତ ହେବାକୁ ଥିବା ଦ୍ବିତୀୟ ତଥା ଟେଷ୍ଟ୍ ଲାଗି ରୋହିତ ବାହିନୀ ସଜବାଜ ହେଉଛି। ଶୃଙ୍ଖଳାରେ କ୍ଲିନ୍ ସୁଇପ୍ ବିଜୟ ହାସଲ କରିବା ସହ ଲଗାତାର ତୃତୀୟ ବର୍ଷ ପାଇଁ ବିଶ୍ବ…

ମୁହଁଖୋଲିଲେ କୈଳାଶ

ବଲିଉଡର ଜଣାଶୁଣା ଗାୟକ କୈଳାଶ ଖେରଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ୨୦୦୪ରେ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିବା କୈଳାଶ ଆଜି କେବଳ ଭାରତ ନୁହେଁ ବରଂ ତାଙ୍କର ସୁମଧୁର ସ୍ୱରର ଯାଦୁରେ ବିଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। କୈଳାଶ ଆଜି ପର୍ଯ୍ୟନ୍ତ ଯାହାବି…

ଓଡ଼ିଶା ଆସିବେ ଜେ ପି ନଡ୍ଡା

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା ଆସନ୍ତାକାଲି ଓଡ଼ିଶା ଆସିବେ। ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।ମନମୋହନ ସାମଲ  କହିଛନ୍ତି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସି ପାର୍ଟି…