୬ ଜିଲାରେ ହେବ ପ୍ରବଳ ବର୍ଷା

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ରବିବାର ଲଘୁଚାପ ସୃଷ୍ଟି ହୋଇଛି। ଏହା କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତିକରି ୧୨ ତାରିଖ ସୁଦ୍ଧା ତାମିଲନାଡୁ ଉପକୂଳରେ ପହଞ୍ଚିବ। ଏହାର ପ୍ରଭାବରେ ୧୨ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ। ଅନ୍ୟପଟେ ବର୍ତ୍ତମାନ ରାଜ୍ୟରେ ବିଶେଷ ଶୀତ ଅନୁଭୂତ ହେଉ ନ ଥିବା…

ଭାରତୀୟ କ୍ରିକେଟ୍‌କୁ ତିନିଟି ଝଟକା

ଗୋଟିଏ ଦିନରେ ଭାରତୀୟ କ୍ରିକେଟ୍‌କୁ ତିନିଟି ଝଟକା। ଭାରତୀୟ ପୁରୁଷ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆରେ ଶୋଚନୀୟ ପ୍ରଦର୍ଶନ କରି ଆଡିଲେଡ୍‌ ଟେଷ୍ଟ୍‌କୁ ଲଜ୍ଜା‌ଜନକ ଭା‌ବେ ୧୦ ୱିକେଟ୍‌ରେ ହାରିଛି। ଭାରତୀୟ ମହିଳା କ୍ରିକେଟ୍ ଦଳ ବ୍ରିସବନରେ ସେହି ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଦିନିକିଆକୁ ୧୨୨…

୧୦ ତାରିଖରେ ଛତିଶା ନିଯୋଗର ବୈଠକ

ଆସନ୍ତା ୧୬ ତାରିଖରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ। ରତ୍ନଭଣ୍ଡାର ମରାମତି ପାଇଁ ଦୈନିକ ୫ରୁ ୬ ଘଣ୍ଟା ସମୟ ଆବଶ୍ୟକ କରୁଛି ଏଏସ୍‌ଆଇ। ତେଣୁ ଆସନ୍ତା ୧୦ ତାରିଖରେ ଛତିଶା ନିଯୋଗର ବୈଠକ ବସିବ। ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଭାବିତ ନ ହୋଇ ମରାମତି ପାଇଁ ସମୟ ବାହାର କରାଯିବା…

ଚଳିତ ବର୍ଷ ଶୀତ ଉଭାନ

ନଭେମ୍ୱର ଯାଇ ଡିସେମ୍ୱର ପ୍ରଥମ ସପ୍ତାହ ସରିଗଲାଣି। ହେଲେ ରାଜ୍ୟରେ ଶୀତର ଦେଖା ନାହିଁ। ପ୍ରତିବର୍ଷ ଏହି ସମୟରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଥିବା ବେଳେ ଚଳିତବର୍ଷ ଉଭାନ ହୋଇଯାଇଛି। ମଝିରେ କିଛି ଦିନ ଦୁଇରୁ ତିନୋଟି ସହରର ସର୍ବନିମ୍ନ ତାପମାତ୍ରା ସାମାନ୍ୟ କମିଥିଲା। ମାତ୍ର ଏବେ କମ୍ୱଳ…

କାହିଁକି ବଦଳି ନିର୍ଦେଶ ମାନୁନାହାଁନ୍ତି ଓଏଏସ ଅଧିକାରୀ ?

ଭୁବନେଶ୍ବର:କାହିଁକି ବଦଳି ନିର୍ଦେଶ ମାନୁନାହାଁନ୍ତି ଓଏଏସ ଅଧିକାରୀ ?  ଏହାକୁ ନେଇ  ସବୁଠି ଚର୍ଚା । ଏ ବାବୁମାନେ ଭଲ ସ୍ଥାନରୁ ହଟିବାକୁ ଚାହୁଁନଥିବାରୁ ଏବେ ସରକାର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଯଦି ସେମାନେ ଚାକିରିରେ ଯୋଗ ନଦିଅନ୍ତି ତେବେ ଦରମା ମିଳିବ ନାହିଁ ବୋଲି ସିଧା ସିଧା…

ଆଜି ଶିବ ମନ୍ଦିର ଗଲେ ଭଲ ଫଳ ପାଇବେ

ମେଷ: ଆପଣ ସକାରାତ୍ମକ ମାନସିକତା ରଖନ୍ତୁ। ନିଜର ଶକ୍ତିକୁ ସଠିକ ଦିଶାରେ ଲଗାନ୍ତୁ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ରାଜନୀତିରେ ସଫଳତା ପାଇବେ। ବୈବାହିକ ଜୀବନ ଖୁସି ଭରା ରହିବ।ଆଜି ଶିବ ମନ୍ଦିର ଗଲେ ଭଲ ଫଳ ପାଇବେ ବୃଷ: କାମରେ ବଡ଼ଙ୍କର ସହଯୋଗ ପାଇବେ। ଭଲ ଚାକିରିର ଆଶା ବଢ଼ିବ। ବାହ…

ବାରାଣ୍ଡାରେ ବିଦ୍ୟାଳୟ

ସରକାର ବିଦ୍ୟାଳୟ ଗୁଡ଼ିକ ରୂପାନ୍ତରୀକରଣ ଆଳରେ କୋଟିକୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ ହେଉଛି। ହେଲେ ଆଜି ମଧ୍ୟ ଏମିତି ବିଦ୍ୟାଳୟ ରହିଛି ଯେଉଁଠି ବାରଣ୍ଡାରେ ଭବିଷ୍ୟତ ଗଢ଼ା ହେଉଛି। ଖୋଲାମେଲାରେ ଛାତ୍ରଛାତ୍ରୀ ବସୁଛନ୍ତି । ନିରୁପାୟ ହୋଇ ଶିକ୍ଷକ ଶିକ୍ଷୟିତ୍ରୀ ପଢ଼ାଉଛନ୍ତି । ପାଠ ପଢ଼ା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହତ୍ୟା ନେଇ ଶନିବାର ମୁମ୍ବାଇ ପୋଲିସକୁ ଏକ ଧମକ ହସ୍ତଗତ ହୋଇଛି। ଘଟଣା ସମ୍ପର୍କରେ ମୁମ୍ବାଇ ପୋଲିସର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ମୁମ୍ବାଇ ଟ୍ରାଫିକ୍‌ ପୋଲିସର ହେଲ୍‌ପଲାଇନ ନମ୍ବରକୁ ହ୍ବାଟ୍ସଆପ୍‌ ଯୋଗେ ଏହି ଧମକଭରା ମେସେଜ୍‌ ଆସିଛି।…

ୟୁପିଆଇ ଭାରତରେ ଆର୍ଥିକ ସେବା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି।

୨୦୧୬ରେ ଆରମ୍ଭ ହେବାପରଠାରୁ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ଭାରତରେ ଆର୍ଥିକ ସେବା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି। ଏହା ମାଧ୍ୟମରେ ପ୍ରାୟ ୩୦ କୋଟି ଲୋକ ଓ ୫ କୋଟି ବ୍ୟବସାୟୀ ସହଜରେ ଡିଜିଟାଲ ନେଣଦେଣ କରିପାରୁଛନ୍ତି । ଅକ୍ଟୋବର ୨୦୨୩ ସୁଦ୍ଧା ଭାରତରେ ହୋଇଥିବା…

ଚାଷୀଙ୍କ ଖାତାକୁ ଗଲା ୮୦୦ ଟଙ୍କାର ଇନ୍‌ପୁଟ୍‌ ସହାୟତା

ଚାଷୀଙ୍କ ଖାତାକୁ ଗଲା ୮୦୦ ଟଙ୍କାର ଇନ୍‌ପୁଟ୍‌ ସହାୟତା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ବରଗଡ଼ ସୋହେଲାର ଇଚ୍ଛାପାଲି ପଡ଼ିଆରେ ଆୟୋଜିତ ବିଶାଳ ଚାଷୀ ସମାବେଶରେ ଚାଷୀଙ୍କୁ ୮୦୦ ଟଙ୍କାର ଇନ୍‌ପୁଟ୍‌ ସହାୟତା ପ୍ରଦାନ କରିଛନ୍ତି। ଖରିଫ ଧାନ ସଂଗ୍ରହ ବିଭିନ୍ନ ଜିଲାରେ ଆରମ୍ଭ…