ବକ୍ସ ଅଫିସରେ ନୈରାଶଜନକ ପ୍ରଦର୍ଶନ କଲା ଫିଲ୍ମ ‘ଧଡକ ୨’

ତୃପ୍ତି ଡିମରି ଏବଂ ସିଦ୍ଧାନ୍ତ ଚତୁର୍ବେଦୀ ଅଭିନୀତ ଫିଲ୍ମ 'ଧଡକ ୨' ବହୁତ ଆଶା କରିଥିଲେ ବି ଏହା ଦର୍ଶକଙ୍କୁ ପ୍ରଭାବିତ କରିପାରି ନାହିଁ। ଯଦିଓ ଏହାର କାହାଣୀ ଏବଂ ଷ୍ଟାରକାଷ୍ଟଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି, କିନ୍ତୁ ଏହାର ବକ୍ସ ଅଫିସ ପ୍ରଦର୍ଶନ ନିରାଶାଜନକ।…

୧୦ ଯାଏଁ ବର୍ଷା

ରାଜ୍ୟରେ ଏବେ ଅନେକାଂଶ ସ୍ଥାନରେ ପାଗ ମେଘୁଆ ରହିଥିବା‌ ବେଳେ ସୁନ୍ଦରଗଡ଼ରେ ୩୯.୮ ମିମି, ‌ସୋନପୁରରେ ୨୪.୮ ମିମି, ଝାରସୁଗୁଡ଼ାରେ ୨୨.୨, ହାରାକୁଦରେ ୬.୨ ମିମି ଲେଖାଏଁ ବର୍ଷା ହୋଇଯାଇଛି। ଆସନ୍ତାକାଲି କେନ୍ଦୁଝର, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲା‌ର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି…

ଟ୍ରମ୍ପଙ୍କ ଶୁକ୍ଳ ପ୍ରଭାବ ,କମିଲାନି ସୁଧ କମିବନି ଇଏମ୍ଆଇ

ଦରଦାମ୍‌ ସ୍ଥିତି ନିୟନ୍ତ୍ରଣ ରହିବା ଭଳି ଅନୁକୂଳ ସ୍ଥିତି ସତ୍ତ୍ବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୃଷ୍ଟି କରିଥିବା ଶୁଳ୍କ ଅନିଶ୍ଚିତତାକୁ ନଜରରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି ରେପୋ ହାରକୁ ୫.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି।…

ସପ୍ତାହର ଗୋଟିଏ ଦିନ ଓଡିଶାର ହସ୍ତତନ୍ତ ପରିଧାନ କରନ୍ତୁ – ମୁଖ୍ୟମନ୍ତ୍ରୀ

ମାଧୁରୀ ଦୀକ୍ଷିତ ହେଲେ ଓଡିଶା ହସ୍ତତନ୍ତର ନୂଆ ବ୍ରାଣ୍ଡ ଆମ୍ବାସଡର। ଆଜି ଜାତୀୟ ହସ୍ତତନ୍ତ ଦିବସ ଅବସରରେ ରାଜଧାନୀ ଭୁବନେଶ୍ଵରସ୍ଥିତ ଜନତା ମୈଦାନରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଏକ୍‌ତାର ଶୁଭାରମ୍ଭ କରିଛନ୍ତି ମାଧୁରୀ। ନୂଆ ବ୍ରାଣ୍ଡ ଆମ୍ବାସଡର ଭାବେ ମାଧୁରୀଙ୍କ ନାଁ…

ଆଜିର ରାଶିଫଳ

ରାକ୍ଷୀ ପୂର୍ଣ୍ଣିମା ଭାରତୀୟ ସଂସ୍କୃତିର ଏକ ପବିତ୍ର ଓ ଭାବନାତ୍ମକ ପର୍ବ । ଯାହା ଭାଇ-ଭଉଣୀଙ୍କ ପ୍ରେମ, ବିଶ୍ୱାସ ଓ ସୁରକ୍ଷାର ଅତୁଟ ସମ୍ପର୍କକୁ ଦର୍ଶାଇଥାଏ । ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣିମାରେ ପାଳନ କରାଯାଏ । ଭଉଣୀ ଭାଇର ହାତରେ ରାକ୍ଷୀ ବାନ୍ଧିବା ଦ୍ୱାରା ଭାଇ ଦୀର୍ଘାୟୁ,…

୧୧ତମ ଭାରତ-ରୁଷିଆ ଆଧୁନିକୀକରଣ ନେଇ ବୈଠକ

୧୧ତମ ଭାରତ-ରୁଷିଆ ଆଧୁନିକୀକରଣ ଏବଂ ଶିଳ୍ପ ସହଯୋଗ କାର୍ଯ୍ୟକାରୀ ଗୋଷ୍ଠୀ ଆଜି ନୂଆଦିଲ୍ଲୀର ବାଣିଜ୍ୟ ଭବନରେ, ଭାରତ-ରୁଷିଆ ବାଣିଜ୍ୟ, ଅର୍ଥନୈତିକ, ବୈଜ୍ଞାନିକ, ଟେକ୍ନୋଲୋଜିକାଲ ଏବଂ ସାଂସ୍କୃତିକ ସହଯୋଗ ପାଇଁ ଆନ୍ତଃସରକାରୀ କମିଶନର ଚାରିକୋଣ ଅଧୀନରେ ଅନୁଷ୍ଠିତ ହୋଇଥିଲା। ଭାରତ ପକ୍ଷରୁ…

ଭାରତୀୟ ଡାକର ଡିଜିଟାଲ୍ ପରିବର୍ତ୍ତନ

ଆଇଟି ୨.୦ ଅଧୀନରେ ଏହାର ଡିଜିଟାଲ୍ ପରିବର୍ତ୍ତନର ଏକ ଅଂଶ ସ୍ୱରୂପ ଇଣ୍ଡିଆ ପୋଷ୍ଟ ଆଡଭାନ୍ସଡ୍ ପୋଷ୍ଟାଲ୍ ଟେକ୍ନୋଲୋଜି (ଏପିଟି) ଆପ୍ଲିକେସନର ଏକ ବ୍ୟାପକ ଦେଶବ୍ୟାପୀ ପ୍ରସାରଣ କରିଛି । ପୁରୁଣା ବ୍ୟବସ୍ଥାରୁ ଏହି ପରିବର୍ତ୍ତନ ଦ୍ରୁତ, ସ୍ମାର୍ଟ ଏବଂ ଅଧିକ ଗ୍ରାହକ କୈନ୍ଦ୍ରିକ ଡାକ ସେବା…

ଏମ୍‌ଏସ୍ ସ୍ୱାମୀନାଥନ ଶତବାର୍ଷିକୀ ଅର୍ନ୍ତଜାତୀୟ ସମ୍ମିଳନୀକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୭ ତାରିଖ ସକାଳ ପ୍ରାୟ ୯ଟାରେ ନୂଆଦିଲ୍ଲୀର ଆଇସିଏଅ।।ର୍ ପିୟୁଏସ୍‌ଏ୍ ଠାରେ ଏମ୍‌ଏସ୍ ସ୍ୱାମୀନାଥନ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀକୁ ଉଦ୍‌ଘାଟନ କରିବେ । ସେ ଏହି ଅବସରରେ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ । ସମ୍ମିଳନୀର…

ଅମୃତ ଷ୍ଟେସନ ଯୋଜନା ଅଧୀନରେ ଅନୁଗୁଳ ରେଳ ଷ୍ଟେସନର ରୂପାନ୍ତରଣ

ଅମୃତ ଷ୍ଟେସନ ଯୋଜନା ହେଉଛି ଭାରତୀୟ ରେଳବାଇର ଏକ ପ୍ରମୁଖ ପଦକ୍ଷେପ ଯାହାର ଲକ୍ଷ୍ୟ ହେଉଛି ସମଗ୍ର ଦେଶରେ ରେଳ ଷ୍ଟେସନଗୁଡ଼ିକୁ ଆଧୁନିକ, ଯାତ୍ରୀ-ଅନୁକୂଳ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପରିବହନ ହବ୍‌ରେ ପରିଣତ କରିବା । ଏହି ଯୋଜନା ସାମଗ୍ରିକ ବିକାଶ ଉପରେ ଧ୍ୟାନ ଦେଉଛି ଯେଉଁଥିରେ ଉନ୍ନତ…

ପୁଣି ଜଳିଗଲେ ଛାତ୍ରୀ: ପ୍ରେମିକ କରୁଥିଲା ବ୍ଲାକ୍ ମେଲ୍

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବଡପଡ଼ା ଅଞ୍ଚଳରେ ଜଣେ ଯୁକ୍ତ ତିନି ଛାତ୍ରୀ  କିରାସିନ ଢାଳି ହୋଇ  ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି । ଅଶ୍ଳୀଳ ଫଟୋ ଭାଇରାଲ କରି ଛାତ୍ରୀଙ୍କୁ ପ୍ରେମିକ ବ୍ଲାକମେଲ କରୁଥିବାରୁ ସେ ଏପରି ଚରମ ନିଷ୍ପତ୍ତି ନେଇଥିବା ପରିବାର ଲୋକ କହିଛନ୍ତି । ବ୍ଲାକମେଲର…