ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହିତ କଥା ହୋଇଛନ୍ତି ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହିତ କଥା ହୋଇଛନ୍ତି। ସାକ୍ଷାତ ସମୟରେ, ଦୁହେଁ ମହାକାଶରେ ଶ୍ରୀ ଶୁକ୍ଳାଙ୍କ ଅଭିଜ୍ଞତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ଭାରତର ଅଗ୍ରଗତି ଏବଂ ଦେଶର ମହତ୍ୱାକାଂକ୍ଷୀ ମାନବ ମହାକାଶ ଉଡ଼ାଣ କାର୍ଯ୍ୟକ୍ରମ -…

ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ରାଜ୍ୟର ୭ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ । ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନର ପୂର୍ବାନୁମାନ କରି ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ,…

ଜାହ୍ନବୀଙ୍କ କାଷ୍ଟିଂ, ପ୍ରଶ୍ନ ଉଠାଇଛନ୍ତି ପବିତ୍ରା ମେନନ୍‌

ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ସମ୍ପ୍ରତି ନିଜର ଆଗାମୀ ଫିଲ୍ମ ‘ପରମ ସୁନ୍ଦରୀ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଆସନ୍ତା ୨୯ରେ ତୁଷାର ଜଲୋଟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ରିଲିଜ୍‌ ହେବାକୁ ଥିବାବେଳେ ଗତ ୧୨ରେ ଏହାର ଟ୍ରେଲରକୁ ଜାରି କରାଯାଇଥିଲା। ଟ୍ରେଲରରେ ଜାହ୍ନବୀଙ୍କୁ ଜଣେ…

ଡିଜିଟାଲ କାରବାର ବୃଦ୍ଧିର ଅନ୍ୟ ଏକ ଲାଭ , ହ୍ରାସ ପାଇଛି ଚିରାଫଟା ନୋଟ୍‌ ସଂଖ୍ୟା

ଦେଶରେ ଡିଜିଟାଲ କ୍ରାନ୍ତି ଆସିବା ଫଳରେ ୟୁପିଆଇ ଜରିଆରେ ଅଧିକ କାରବାର ହେଉଛି। ରିଜର୍ଭ ବ୍ୟାଙ୍କର ଡିଜିଟାଲ କାରବାର ବୃଦ୍ଧିର ଅନ୍ୟ ଏକ ଲାଭ ମଧ୍ୟ ମିଳିଛି। ତାହା ହେଲା ଚିରାଫଟା ନୋଟ୍‌ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ୨୦୨୪-୨୫…

ଆଜିର ରାଶିଫଳ

ମେଷ: ବିନୟ ଭାବ ପ୍ରକାଶ କରିପାରନ୍ତି। ମାତ୍ର ମନରେ କପଟତା ପୂରି ରହିଥାଏ। ସାଧୁମାନଙ୍କୁ ସହଜରେ ବିଶ୍ବାସକୁ ଆଣିପାରନ୍ତି ନାହିଁ। ଧନବାନ୍‌ ହେବେ। ଅର୍ଜିତ ଓ ଅନୁଦାନ ଅର୍ଥ ବଳରେ ବଳୀୟାନ ହେବେ। ବୃଷ: ଧନାଢ଼୍ୟ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ। ଗୋଦାନ କରି ଧର୍ମ ଅର୍ଜନ…

ରାଜ୍ୟରେ ବର୍ଷକୁ ୨୦୦୦ କୋଟିର ପ୍ରତିରକ୍ଷା ବ୍ୟବସାୟ ସୁଯୋଗ

ରାଜ୍ୟର ପ୍ରତିରକ୍ଷା ଓ ଏରୋସ୍ପେସ୍‌ କ୍ଷେତ୍ରରେ ବର୍ଷକୁ ୨୦୦୦ କୋଟି ଟଙ୍କାର ବ୍ୟବସାୟ କରିବା ସୁଯୋଗ ରହିଛି। ଏହା ଉପରେ ମାନସମନ୍ଥନ କରିବା ଲାଗି ଏମ୍ଏସ୍‌ଏମ୍ଇ ମନ୍ତ୍ରଣାଳୟ ସହଯୋଗରେ ଓସ୍‌ମି ପକ୍ଷରୁ ଏକ ସେମିନାର ଆୟୋଜନ କରାଯାଇଥିଲା। ଏହି ସେମିନାରରେ ଓଡ଼ିଶାରେ ପ୍ରତିରକ୍ଷା…

ସେପ୍ଟେମ୍ବର ୧୪ରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ

ଏସିଆ କପ୍ ୨୦୨୫ରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ। ସେପ୍ଟେମ୍ବର ୧୪ରେ ଏହି ଦୁଇ ଦେଶ ମଧ୍ୟରେ ହେବ ମହା ମୁକାବିଲା। ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ଅଶାନ୍ତିକୁ ଦେଖି ଉଭୟ ଦେଶ ଏବେ କେବଳ ଏସିଆ କପ୍ କିମ୍ବା ଆଇସିସି ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହେବେ। ତେଣୁ ପ୍ରଶଂସକମାନେ ଏହି…

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନଭୋଜି ବେଶ

ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନଭୋଜି ବେଶ। ଜନ୍ମାଷ୍ଟମୀ ଠାରୁ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଶ୍ରୀକୃଷ୍ଣ ଜନ୍ମନୀତି ଓ  ନନ୍ଦଉତ୍ସବ ନୀତି ପରେ ଶ୍ରୀକୃଷ୍ଣ ଲୀଳା ଆରମ୍ଭ ହେବାକୁ ଯାଉଅଛି। ଏ ନେଇ ଶ୍ରୀମନ୍ଦିରରେ…

ସୁସ୍ଥ ହେଉଛନ୍ତି ନବୀନ

ସୁସ୍ଥ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆଜି ଅର୍ଥାତ୍‌ ସୋମବାର ସେ ମେଡିକାଲରୁ ଡିସଚାର୍ଜ ହୋଇପାରନ୍ତି। ବାର୍ଦ୍ଧକ୍ୟ ଏବଂ ଡିହାଇଡ୍ରେଶନଜନିତ ଅସୁସ୍ଥତା ପାଇଁ ତାଙ୍କୁ ସମ୍‌ ଅଲ୍‌ଟିମେଟ୍‌ରେ ସନ୍ଧ୍ୟା ପ୍ରାୟ ୫ଟା ୧୫ ମିନିଟ୍‌ରେ ଭର୍ତ୍ତି…

ମହାରାଷ୍ଟ୍ରର ରାଜ୍ୟପାଳ ଥିବା ସିପି ରାଧାକୃଷ୍ଣନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ

ମହାରାଷ୍ଟ୍ରର ରାଜ୍ୟପାଳ ଥିବା ଚନ୍ଦ୍ରପୁରମ ପନ୍ନୁସାମି ରାଧାକୃଷ୍ଣନଙ୍କୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ( ଏନଡିଏ) ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବିଜେପିର ସଂସଦୀୟ ଦଳ ବୈଠକରେ ଶ୍ରୀ…