ସୁନା ଠାରୁ ବଳିଗଲା ମିଠା

ମେଟ୍ରୋ ଟିଭି ଓଡିଶା,୧୦/୧: ମିଠା ବିଭିନ୍ନ ପ୍ରକାରର ଜିନିଷରୁ ତିଆରି ହୋଇଥାଏ । କିନ୍ତୁ କେବେ ସୁନାର ମିଠା ତିଆରି ହେବ ଏ ନେଇ ଆଶ୍ଚର୍ଯ୍ୟ ଲାଗୁଛି । ମିଠା ଏକ ଏପରି ଖାଦ୍ୟ ଯାହାକୁ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । କିଛି ମିଠା ପ୍ରେମୀଙ୍କୁ ବିଭିନ୍ନ ସ୍ୱାଦର ମିଠା ଖାଇବାକୁ ଭଲ

ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଦମ୍ପତି କିଶ୍ୱର ଓ ସୁୟାଶଙ୍କ ପୁଅକୁ କରୋନା

ମେଟ୍ରୋ ଟିଭି ଓଡିଶା,୧୦/୧: କରୋନାର କାୟା ଏବେ ମାଡି ଚାଲିଲାଣି । ଏବେ ପିଲାଙ୍କୁ ଘାରିଲାଣି କରୋନା । ଟିଭି ଇଣ୍ଡଷ୍ଟ୍ରୀର ବହୁ ସେଲିବ୍ରିଟିଙ୍କୁ କରୋନା ହେବା ପରେ ତାଙ୍କ ପିଲାମାନଙ୍କୁ ମଧ୍ୟ କରୋନା ହେଲାଣି । ଟିଭି ଇଣ୍ଡଷ୍ଟ୍ରୀର ଏକତା କପୁର, ନକୁଲ ମେହେଟ୍ଟା ସହ ତାଙ୍କ ପୁରା ପରିବାର,

ନିର୍ବାଚନ ପାଇଁ ଅନ୍‌ଲାଇନ୍‌ରେ କରନ୍ତୁ ଭୋଟର କାର୍ଡ

ମେଟ୍ରୋ ଟିଭି ଓଡିଶା,୧୦/୧: ଭାରତରେ ଭୋଟର କାର୍ଡର ବ୍ୟବହାର କେବଳ ଭୋଟ ପାଇ ନୁହେଁ ବରଂ ଠିକଣା ପ୍ରମାଣପତ୍ର ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପାଇ ମଧ୍ୟ ବ୍ୟବହାର କରାଯାଏ । ଯଦି କେବେ ଭୋଟର କାର୍ଡ ହଜି ଯାଏ ତାହାଲେ ପୁଣି ଅନଲାଇନ ଦ୍ୱାରା ନୂତନ ଭୋଟ କାର୍ଡ ତିଆର ହୋଇପାରିବ ।

ନୋବେଲ ବିଜେତା ସୁକିଙ୍କୁ ଜେଲ

ମେଟ୍ରୋ ଟିଭି ଓଡିଶା,୧୦/୧: ନୋବେଲ ପୁରସ୍କାର ବିଜେତା ସୁକିଙ୍କୁ ୪ ବର୍ଷ ଜେଲ । ମିଆଁମାର କୋର୍ଟ ତାଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଓ୍ଵାକି ଟକି ମାଲିକାନା ପାଇଁ ମିଆଁମାରର ସୁ କିଙ୍କୁ ତିନିଟି ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ କରି ଚାରି ବର୍ଷ କାରାଦଣ୍ଡରେ ଦଣ୍ଡିତ

ପଞ୍ଚାୟତ ନିର୍ବାଚନକୁ ନେଇ ଆଜି ବସିବ ସର୍ବ ଦଳୀୟ ବୈଠକ

ମେଟ୍ରୋ ଟିଭି ଓଡିଶା,୧୦/୧: ପଞ୍ଚାୟତ ନିର୍ବାଚନ ହେବ କି ନାହି ଏ ନେଇ ଆଜି ବସିବ ସର୍ବଦଳୀୟ ବୈଠକ । କୋଭିଡ୍ ସମୟରେ ନିର୍ବାଚନ ହେଲେ, କଣ ରହିବ କଟକଣା । କେମିତି ହେବ ନିର୍ବାଚନ ପରିଚାଳନା । ଏସବୁକୁ ନେଇ ରାଜନୈତିକ ଦଳଙ୍କଠାରୁ ମତାମତ ଲୋଡିବେ ରାଜ୍ୟ ନିର୍ବାଚନ କମିଶନର । ଏଥିରେ ରାଜ୍ୟର

ଆଜିଠୁ ଦେଶରେ ଦିଆଯାଉଛି ପ୍ରିକସନ ଡୋଜ୍‌

ମେଟ୍ରୋ ଟିଭି ଓଡିଶା,୧୦/୧: କରୋନାର କାୟା ଯୋଗୁ ଆଜିଠୁ ଦେଶରେ କୋଭିଡର ପ୍ରିକସନ ଡୋଜ୍ ଦିଆଯିବ । କରୋନା ମହାମାରୀ ନ ବ୍ୟାପିବା ପାଇ ଏହି ଡୋଜ୍ ଦିଆଯାଉଛି । ଏହି ଡୋଜ୍ ସଂକ୍ରମଣର ମାତ୍ରାକୁ ରୋକିପାରିବ । ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟ ଲାଇନ୍ ଓ୍ଵାର୍କର ଓ ବହୁବିଧ ରୋଗରେ ପୀଡ଼ିତ ୬୦

ଛୁଇଁଦେଲେ ହଲୁଛି ୧୩୨ଟନ ପଥର

ମେଟ୍ରୋ ଟିଭି ଓଡିଶା,୯/୧: ଛୁଇଁଦେଲେ ହଲୁଛି ପଥର ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଏହି ପଥରର ଓଜନ ୧୩୨ଟନ ରହିଛି । ଫ୍ରାନ୍ସରେ ରହିଛି ଏହି ପରି ଆଶ୍ଚର୍ଯ୍ୟ ଜନକ ପଥର ।ଯାହା ଅନେକ ହାତୀର ଓଜନ ଠାରୁ ମଧ୍ୟ ଭାରି । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ଏଇଆ ଯେ ଏହି ପଥରକୁ ମଣିଷ

ରିଙ୍ଗରେ ଆଘାତ ଲାଗି ବକ୍ସରଙ୍କ ମୃତ୍ୟୁ

ମେଟ୍ରୋ ଟିଭି ଓଡିଶା,୯/୧: ପ୍ରତିଯୋଗିତାରେ ଆଘାତ ଲାଗି କୋମାକି ଚାଲି ଯାଇଥିଲେ ଜଣେ ବକ୍ସର । ଏବେ ତାଙ୍କର ମୃତ୍ୟୁ ଘଟିଛି । ଆର୍ମେନିଆର ଏହି ବକ୍ସର ଜଣକ ହେଉଛନ୍ତି ଅରେଷ୍ଟ ସହକ୍ୟାନ୍ । ସେ ଗତ ଡିସେମ୍ବର ୨୬ ତାରିଖ ଦିନ ଆଇଗୋର ସେମରନିନଙ୍କ ସହ ରିଙ୍ଗରେ ଲଢ଼େଇ କରୁଥିଲେ । ଏତିକିବେଳେ

ଭିକ୍କି ଓ କ୍ୟାଟଙ୍କ ବିବାହକୁ ପୂରିଲା ମାସେ

ମେଟ୍ରୋ ଟିଭି ଓଡିଶା,୯/୧: ବଲିଉଡର ହଟ୍ ଓ ସେକ୍ସି ଯୋଡି କ୍ୟାଟ୍ରିନା ଓ ଭିକ୍କିଙ୍କ ବିବାହକୁ ଆଜି ମାସେ ପୂରିଛି ।କ୍ୟାଟ୍ରିନା କୈଫ୍ ୯ ଡିସେମ୍ବର ୨୦୨୧ରେ ଅଭିନେତା ଭିକ୍କି କୌଶଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଆଜି ୯ ଜାନୁଆରୀରେ ତାଙ୍କ ବାହାଘରକୁ ମାସେ ହୋଇଛି। ଏହି

ଶତ୍ରୁ ଦେଶରେ ଶାନ୍ତିପ୍ରିୟ ଗାଁ ପାସୁ

ମେଟ୍ରୋ ଟିଭି ଓଡିଶା,୯/୧: ବିଶ୍ୱରେ ଶତ୍ରୁ ଦେଶ ତଥା ଆତଙ୍କବାଦୀଙ୍କୁ ପ୍ରଶୟ ଦେବା ଓ ହିଂସାକୁ ପ୍ରୋତ୍ସାହିତ କରିବାରେ ମୁଖ୍ୟ ଭୂମିକା ଥିବା ପାକିସ୍ତାନରେ ମଧ୍ୟ ଶାନ୍ତିପ୍ରିୟ ଗାଁ ଅଛି । ଏହି ପାକିସ୍ତାନର ଖାଇବର ପାଖତୁନଖ୍ୱା ଓ ଫାଟା ଭଳି ଅଞ୍ଚଳରେ ଆତଙ୍କବାଦୀଙ୍କ ସକ୍ରିୟତା ଯୋଗୁ