ଆଇପିଏଲକୁ ସ୍ପନସର କରିବ ଟାଟା

ମେଟ୍ରୋ ଟିଭି ଓଡିଶା,୧୨/୧: ଆଇପିଏଲର ନୂଆ ଟାଇଟଲ୍ ସ୍ପନସର ଟାଟା । ଚୀନର ମୋବାଇଲ ନିର୍ମାଣକାରୀ କମ୍ପାନୀ ଭିଭୋର ସ୍ଥାନ ନେବ ଟାଟା। । ମଙ୍ଗଳବାର ଆଇପିଏଲର ଗଭର୍ଣ୍ଣିଂ କାଉଁସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯିବା ପରେ ଆଇପିଏଲ ଅଧ୍ୟକ୍ଷ ବୁଜେସ ପଟେଲ ୨୦୨୨ ଆଇପିଏଲରେ ଟାଟା ପ୍ରାୟୋଜକ ହେବ

ଆଜି ପବିତ୍ର ଶାମ୍ବ ଦଶମୀ

ମେଟ୍ରୋ ଟିଭି ଓଡିଶା,୧୨/୧: ପୌଷମାସ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ ଏହି ଶାମ୍ବ ପର୍ବ । ଏହି ଶାମ୍ବ ଦଶମୀରେ ବିଶେଷ କରି ସୂର୍ଯ୍ୟଙ୍କୁ ପୂଜା କରାଯାଇଥାଏ । ରୀତି ନୀତି ପରମ୍ପରା ସହ ବିଭିନ୍ନ ପ୍ରକାରର ସୁସ୍ବାଦୁ ବ୍ୟଞ୍ଜନ ସୂର୍ଯ୍ୟଙ୍କୁ ଅର୍ପଣ କରାଯାଏ । ସନ୍ତାନ ସନ୍ତତିଙ୍କ ମଙ୍ଗଳ

ବାଲୁକାକଳାରେ ମିହିର ଦାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ମେଟ୍ରୋ ଟିଭି ଓଡିଶା,୧୨/୧: ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ଓଡିଶାର ପ୍ରସିଦ୍ଧ ଅଭିନେତା ମିହିର ଦାସଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ତାଙ୍କ ଦେହାନ୍ତରେ ଓଲିଉଡ ଜଗତର ଏକ ଅପୂରଣୀୟ ସ୍ଥାନ ସୃଷ୍ଟି ହୋଇଛି । ଗତକାଲି

ପଞ୍ଚଭୂତରେ ବିଲୀନ ହେଲେ ମିହିର ଦାସ

ମେଟ୍ରୋ ଟିଭି ଓଡିଶା,୧୨/୧: ପଞ୍ଚଭୂତରେ ବିଲୀନ ହେଲା ମିହିର ଦାସଙ୍କ ପାର୍ଥିବ ଶରୀର। କଟକ ସତୀଚୌରା ଶ୍ମଶାନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇ ଅନ୍ତିମ ସଂସ୍କାର କରାଯାଇଛି। ବଡ ପୁଅ ଅମ୍ଲାନ ମୁଖାଗ୍ନି ଦେଲେ। ତାଙ୍କ ବାସଭବନରୁ ପାର୍ଥିବ ଶରୀର ବାହାରି କଟକ ରାମଗଡ଼ରେ

ବିଶ୍ୱର ୨ୟ ସର୍ବୋଚ୍ଚ ଟାୱାର

ମେଟ୍ରୋ ଟିଭି ଓଡିଶା,୧୦/୧: ବିଶ୍ୱର ସର୍ବୋଚ୍ଚ ଟାୱାର ହେଉଛି ବୁର୍ଜ ଖଲିଫା । ଯାହାର ଉଚ୍ଚତା ୮୨୯.୮ମିଟର ଅର୍ଥାତ ୨,୭୨୨ଫୁଟ କେବଳ ଏହି ଟାୱାରକୁ ଦେଖିବା ପାଇ ବର୍ଷକୁ ଲକ୍ଷ ଲକ୍ଷ ଲୋକ ଆସିଥାନ୍ତି । ଲୋକ ମାନେ ଅତ୍ୟଧିକ ଟଙ୍କା ଖର୍ଚ୍ଚ କରି ଏହି ଟାୱରକୁ ଦେଖିବା ପାଇଁ ଦୁବାଇ ଯାଇଥାନ୍ତି

ପାଣିର ମୂଲ୍ୟ ୪୫ଲକ୍ଷ ଟଙ୍କା

ମେଟ୍ରୋ ଟିଭି ଓଡିଶା,୧୦/୧: ମନୁଷ୍ୟ ବଞ୍ଚିବା ପାଇଁ ପାଣିର ଆବଶ୍ୟକତା ରହିଛି । ପାଣି ବିନା ଜୀବନ ଧରିବା ଅସମ୍ବବ ଅଟେ । କେଉଠି ପାଣି ଶସ୍ତାରେ ମିଳେ ତ ଆଉ କେଉଠି ପାଣି ମହଙ୍ଗା ମିଳେ । ସାଧରଣ ଠାରୁ ବଡ ଲୋକ ଯାଏ ସମସ୍ତେ ପାଣି ପିଅନ୍ତି କିନ୍ତୁ ଏପରି ପାଣି ରହିଛି ଯାହାକୁ ସାଧରଣ ଲୋକ

ଏନ୍‌ପିପି ଡେଇଁ ପଦ୍ମ ଧରିଲେ କ୍ରୀଡାମନ୍ତ୍ରୀ

ମେଟ୍ରୋ ଟିଭି ଓଡିଶା,୧୦/୧: ମଣିପୁରର କ୍ରୀଡ଼ା ତଥା ଯୁବ ବ୍ୟାପାର ମନ୍ତ୍ରୀ ଲେଟ୍ପାଓ ହାଓକିପ୍ ନ୍ୟାଶନାଲ ପିପୁଲ୍ସ୍ ପାର୍ଟିର ବାଡ଼ ଡେଇଁଛନ୍ତି। ରାଜଧାନୀ ଦିଲ୍ଲୀରେ ସେ ଭାଜପାରେ ଯୋଗ ଦେଇଛନ୍ତି। ଉତ୍ତରପୂର୍ବାଞ୍ଚଳ ଏବଂ ମଣିପୁରର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ

୫ରାଜ୍ୟର ଟୀକା ସାର୍ଟିଫିକେଟରୁ ହଟିବ ମୋଦିଙ୍କ ଫଟୋ

ମେଟ୍ରୋ ଟିଭି ଓଡିଶା,୧୦/୧: ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟରେ ମୋଦିଙ୍କ ଫଟୋ ହଟାଯିବ । ଟୀକାକରଣ ସାର୍ଟିଫିକେଟରୁ ହଟାଯିବ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ୫ରାଜ୍ୟ ଉତ୍ତରପ୍ରଦେଶ, ପଞ୍ଜାବ,ଉତ୍ତରାଖଣ୍ଡ,ମଣିପୁର ଓ ଗୋଆରେ ଏହି କଟକଣା ଲାଗୁ

କାଲିଠୁ ଭାରତ-ସାଉଥ ଆଫ୍ରିକା ୩ୟ ତଥା ନିର୍ଣ୍ଣାୟକ ଟେଷ୍ଟ

ମେଟ୍ରୋ ଟିଭି ଓଡିଶା,୧୦/୧: ୧୧ ତାରିଖରୁ ଆରମ୍ଭ ହେବ ୩ୟ ଟେଷ୍ଟ । ଭାରତ ଓ ସାଉଥ ଆଫ୍ରିକା ପ୍ରଥମ ୨ଟି ଟେଷ୍ଟରେ ୧-୧ରେ ସିରିଜ ବରାବର ରହିଛି । ସେଞ୍ଚୁରିୟନ୍ରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଭାରତ ୧୧୩ ରନ୍ ବିଜୟ ହାସଲ କରିଥିଲା । ସେହିପରି ଜୋହାନ୍ସବର୍ଗରେ ଅନୁଷ୍ଠିତ ଦ୍ୱିତୀୟ

ବ୍ରାଜିଲ ବୋଟ ଟ୍ରାଜେଡରେ ୧୦କୁ ବୃଦ୍ଧି ପାଇଲା ମୃତ୍ୟୁସଂଖ୍ୟା

ମେଟ୍ରୋ ଟିଭି ଓଡିଶା,୧୦/୧: ବ୍ରାଜିଲ ବୋଟ ଟ୍ରାଜେଡି ଘଟଣାରେ ମୃତ୍ୟୁସଂଖ୍ୟା ୧୦ରେ ପହଞ୍ଚିଲା । ଗତକାଲି ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ନିଖୋଜ ୩ ଜଣଙ୍କ ମୃତ୍ୟୁ ହୋଇଛି । ଜଳପ୍ରପାତ ତଳେ ବୋଟିଂ ବେଳେ ଅଘଟଣ ଘଟିଥିଲା । ପାହାଡ଼ର ଏକ ଅଂଶ ଧସିବାରୁ ମୃତ୍ୟୁ ହୋଇଛି । ଦକ୍ଷିଣପୂର୍ବ